ବନ୍ଧୁଗଣ ଭଗବାନ ଶ୍ରୀ କୃଷ୍ଣ କୁହନ୍ତି କି ମଣିଷକୁ ସକାଳୁ ଉଠିବା ପରେ ଏହି ଦିନିଷ ଗୁଡିକ ଦର୍ଶନ କରିବା ଉଚିତି ଏହି ଦିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ଶମୄଟି ପ୍ରାପ୍ତି ହୋଇଥାଏ | ଯେଉଁ ମଣିଷ ସବୁ ଦିନେ ଏହି ଦିନିଷ ଗୁଡ଼ିକରୁ ଦର୍ଶନ କରିଥାଏ ତା ଜୀବନରେ ନକରାତ୍ମକତା ସମାପ୍ତ ହୋଇଥାଏ ଏବଂ ତାହା ଜୀବନ ସକାରାତ୍ମକତାରେ ଭାରି ଯାଇଥାଏ କାରଣ ବନ୍ଧୁଗଣ ଆମର ଘରେ କିମ୍ଭା ଆମର ଘରର ଆଖପାଖରେ କିଛି ଏମିତି ଦିନିଷ ଥାଏ ଯାହା ନକରତ୍ମକ ଶକ୍ତି ଛାଡ଼ିଥାଏ ଏବଂ କିଛି ଏମିତି ଦିନିସ ଥାଏ ଯାହା ସକାରାତ୍ମକ ଶକ୍ତି ଛାଡି ଥାଏ କିନ୍ତୁ ଆମେ ନକାରାତ୍ମକ ଶକ୍ତି ଛାଡୁ ଥିବା ବସ୍ତୁ କୁ ଦେଖିଥାଉ |
ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖିବା ଦ୍ୱାରା ମନୁଷ୍ୟ ଜୀବନରେ ଦୃଭାଗ୍ୟ ଆସିଥାଏ କାରଣ ଛାଇ ମନୁଷ୍ୟର ଜଜିବନରେ ଭ୍ରମ ଏବଂ ଭୟ ନିର୍ମାଣ କରିଥାଏ ସକାଳୁ ଉଠି ଆପଣ ଆପଣଙ୍କ ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କ ଜୀବନରେ ଆର୍ଟିକ ପରିସ୍ତିସ୍ଥି ନିର୍ମାଣା କରିଥାଏ ଆପଣଙ୍କ କାର୍ଯ୍ୟ ଅଟକି ରହିଯାଏ ଏଠି ପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ |
ସକାଳୁ ଉଠି ନିଜର ହାତ ପାପୁଲି ଦେଖନ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ମନୁଷ୍ୟକୁ ନିଜର ହାତ ପାପୁଲିକୁ ଦର୍ଶନ କରିବା ଉଚିତି କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ ନିବେଶ କରିଥାନ୍ତି ମଧ୍ୟ ଭଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଶ୍ରୀ କୃଷ୍ନ ଗୋବିନ୍ଦଙ୍କର ନିବାସ ହୋଇଥାଏ ଏଠି ପାଇଁ ଆପଣ ସକାଳୁ ଉଠି ହାତର ଦର୍ଶନ କରନ୍ତୁ ଏଥି ଦ୍ୱାରା ଆପଣଙ୍କ ଧନ ସମ୍ପତି ସୁଖ ଶାନ୍ତି ବିଦ୍ୟା ପ୍ରାପ୍ତି ହୋଇଥାଏ |
ସକାଳୁ ଉଠି ଗୋମାତା ଙ୍କ ଦର୍ଶନ କରିବା ସକାଳୁ ଉଠିବା ମାତ୍ରେ ହଟାତ ଗୋମାତା ଙ୍କର ଦର୍ଶନ ହେଉଛି ତ ଏହାକୁ ବହୁତ ଶୁଭ ମନା ଯାଇଥାଏ ଏଥିପାଇଁ ସକାଳୁ ଉଠିବା ପରେ ଯଦି ଆପଣଙ୍କ ଦ୍ୱାର ପାଖକୁ ଗାଈ ଆସେ ତାକୁ ମାଡ ମାରି ଯୋଡନ୍ତୁ ନାହିଅ ତାକୁ ରୁଟି ଖାଇବାକୁ ଦେଇ କାନରେ ମନସ୍କାମନା କୁହନ୍ତୁ | ଗୋମାତାଙ୍କ କାନରେ ମନସ୍କାମନା କରିବା ଦ୍ୱାରା ମାତା କାମଧେନୁ ମନସ୍କାମନା ପୁରଣ କରନ୍ତି |
ସକାଳୁ ଉଠି ତୁଳସୀଙ୍କ ଦର୍ଶନ କରିବା ଉଚିତି କାରଣ ତୁଳସୀ ମା ସବୁ ପ୍ରକାରର ରୋଗକୁ ଭଲ କରିଥାନ୍ତି ମନୁଷ୍ୟ ଜୀବନରେ ଆସିବାକୁ ଥିବା ଅଘଟଣକୁ ଆଗୁଆ ଜଣେଇ ଦେଇଥାନ୍ତି | ଯଦି ଘରର ତୁଳସୀ ଗଛ ସୁକିଯାଏ ଜାନକି ଘରର କୌଣସି ଦୃଘଟଣା ଆସିବାକୁ ଯାଉଛି କିମ୍ବା ଘରର ପୁରୁଷ କୌଣସି ବିପଦରେ ପଡ଼ିବାକୁ ଯାଉଛନ୍ତି ଏଥି ପାଇଁ ନିତି ତୁଳସୀ ମାଙ୍କର ଦର୍ଶନ କରି ବାହାରକୁ ଯିବା ଉଚିତି ମାତା ପିତାଙ୍କ ପାଦ ଛୁଇଁବା ଶାସ୍ତ୍ର ଅନୁସାରେ ଏହାକୁ କୁହାଯାଇଅଛି ମନୁଷ୍ୟକୁ ସକାଳୁ ଉଠିବା ମାତ୍ରେ କିମ୍ବା କୌଣସି କାମରେ ଯିବା ସମୟରେ ମାତା ପିତାଙ୍କର ଚରଣ ସ୍ପର୍ଶ କରିବା ଉଚିତି |
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …