Breaking News

ସକାଳୁ ଉଠି ମରିଗଲେବି କରନ୍ତୁନି ଏହି ୫ ଟି କାମ ରୋଗ ରୁଣ , ସର୍ବନାଶ ହେବ

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ , ମନୁଷ୍ୟ କୁ ସକାଳୁ ଉଠିବା ମାତ୍ରେ ଏହି ଜିନିଷ ଗୁଡିକର ଦର୍ଶନ କରିବା ଉଚିତ | ଏହୂୟ ଜିନିଷ ଗୁଡିକ ଦର୍ଶନ କରିବା ଦ୍ବାରା ଜୀବନରେ ସୁଖ ସବୃଦ୍ଧି ଏବଂ ଅଇଶୋର୍ଯ ଲାଭ ହୋଇଥାଏ | ଯେଉଁ ମଣିଷ ସବୁଦିନ ଏହି ଜିନିଷ ଗୁଡିକର ଦର୍ଶନ କରିଥାଏ | ତେବେ ତା ଜୀବନରୁ ସବୁଦିନ ପାଇଁ ନକରାତ୍ମକତା ଦୁର ହୋଇଯାଇଥାଏ |


ବନ୍ଧୁଗଣ , ଆମ ଆଖପାଖରେ ଏଭଳି ଅନେକ ବସ୍ତୁ ଅଛି ଯାହା ନକରାତ୍ମକ ଶକ୍ତି ଛାଡି ଥାଏ | ଆହୁରି ମଧ୍ୟ ଏପରି ବସ୍ତୁ ଅଛି ଯାହା ସକାରାତ୍ମକ ଶକ୍ତି ଛାଡିଥାଏ | ତେବେ ଯଦି ଆମେ ଏହିଭଳି ଅନେକ ସକାରାତ୍ମକ ଶକ୍ତି ର ଉଶ୍ଚ କୁ ଦେଖିବା ତେବେ ଆମ ଦିନ ସମ୍ପୂର୍ଣ ଭାବେ ଭଲ ରେ ବିତିବ |


ପ୍ରଥମ କଥା ହେଉଛି ସକାଳୁ ଉଠିବା ମାତ୍ରେ କେବେହେଲେ ଆଇନା ଦେଖିବା ଉଚିତ ନୁହେଁ | କାରଣ ଆଇନା ରୁ ଅନେକ ନକରାତ୍ମକ ପ୍ରଭାବ ଆସିଥାଏ | ଏହାଛଡା ସକାଳୁ ଉଠିବା ପରେ ଆମ ରୂପ ଅତ୍ୟନ୍ତ ଖରାପ ହୋଇଥାଏ | ଯଦି ଆମେ ସକାଳୁ ଉଠିବା ମାତ୍ରେ ଆଇନା ଦେଖୁ ତେବେ ତାହାର ଖରାପ ପ୍ରଭାବ ଆମେ ଉପରେ ପଡିଥାଏ |

ଏହାପରେ ସକାଳୁ ଉଠିବା ମାତ୍ରେ କେବେ ହେଲେ ନିଜର କି ଅନ୍ୟ ଲୋକ ମାନଙ୍କର ଛାଇ ଦେଖିବା ଉଚିତ ନୁହେଁ | ଏହାର କୁ ପ୍ରଭାବ ଆମ ଭାଗ୍ୟ ଉପରେ ପଡିଥାଏ | ଏବଂ ଏହା ମନରେ ଭୟ ଏବଂ ଭ୍ରମ ସୃଷ୍ଟି କରିଥାଏ |ସକାଳୁ ଉଠି ନିଜର ହାତ ପାପୁଲି କୁ ଦେଖନ୍ତୁ | କାରଣ ପାପୁଲି ର ଅଗ୍ର ଭାଗରେ ରହିଥାନ୍ତି

ମାଆ ଲକ୍ଷ୍ମୀ | ଏବଂ ମଧ୍ୟ ଭାଗରେ ରହିଥାନ୍ତି ମାଆ ସରସ୍ଵତୀ ଏବଂ ସମ୍ପୂର୍ଣ ହାତରେ ରହିଥାନ୍ତି ଶ୍ରୀ କୃଷ୍ଣ | ତେବେ ଆମ୍ଭେମାନେ ସକାଳୁ ଉଠି ନିଜ ହାତ ଦେଖିବା ନିହାତି ଦରକାର | ବିଶେଷ କରି ବିଦ୍ୟାର୍ଥୀ ମାନେ ସକାଳୁ ନିଜର ହାତକୁ ଦେଖିବା ଦରକାର |

ଏବଂ ସକାଳୁ ଉଠି ଗୋମାତା ଦର୍ଶନ କରିବା ଦ୍ଵାରା ଅନେକ ସକାରାତ୍ମକ ପ୍ରଭାବ ପଡିଥାଏ | ଯଦି ସକାଳୁ ଆପଣଙ୍କ ଘର ପାଖକୁ ଗାଈ ଆସୁଛି ତେବେ ତାକୁ କେବେହେଲେ ଘଉଡାଇ ଦିଅନ୍ତୁ ନାହିଁ | ବରଂ ତାକୁ କିଛି ଭଲ ଖାଇବାକୁ ଦିଅନ୍ତୁ | ଯାହାର ପ୍ରଭାବ ଅନେକ ସକାରାତ୍ମକ ହୋଇଥାଏ | ଆହୁରି ମଧ୍ୟ ସକାଳୁ ଉଠି ତୁଳସୀ ଦର୍ଶନ କରିବା ଉଚ୍ଚିତ ଯାହାଫଳରେ ଆମର ଅନେକ ରୋଗ ଭଲ ହୋଇଥାଏ |

ସବୁଠୁ ମହତ୍ଵପୂର୍ଣ କାମ ହେଉଛି ସକାଳୁ ସକାଳୁ ମାତାପିତା ଙ୍କ ପାଦ ଛୁଇଁ ପ୍ରଣାମ କରିବା ଅତ୍ୟନ୍ତ ଭଲ ହୋଇଥାଏ | ଯାହାର ସକାରାତ୍ମକ ପ୍ରଭାବ ଆପଣଙ୍କର ସମ୍ପୂର୍ଣ ଭାଗ୍ୟରେ ଦେଖିବାକୁ ମିଳିବ |ଏହାପରେ ସକାଳୁ ଉଠି ଗଧେଇସାରିବା ପରେ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବା ଦରକାର |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

କରୋନକୁ ଶେଷ କରିବ ବାସି ପଖାଳ !! ଗବେଷଣାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ

ପଖାଳ ଓଡ଼ିଆ ମାନଙ୍କ ଏକ ସ୍ୱତନ୍ତ୍ର ପରିଚୟ। ଖାଲି ଓଡ଼ିଆ କାହିଁକି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି …

Leave a Reply

Your email address will not be published. Required fields are marked *