Breaking News

ସାଇଙ୍କୁ ନିର୍ଧୁମ ପିଟିଲା ପୋଲିସ୍, ଏହାପରେ କଣ ହେଲା ଦେଖନ୍ତୁ |

ଦର୍ଶକବନ୍ଧୁ ନିଜ ପ୍ରେମିକାଙ୍କୁ ଧୋକା ଦେବା ପରେ ପୋଲିସ ଆରେଷ୍ଟ କରିନେଥିଲେ ସାଇଙ୍କୁ ଆଉ ଏହା ପରେ ପୋଲିସ ଥାନାରେ ସାଇଙ୍କର ଅବସ୍ଥା କିପରି ଅଛି ସାଇ ସେଠାରେ କିପରି ଅଛନ୍ତି ଏବଂ ସାଇ ସାରା ଙ୍କ ସହିତ ଏଭଳି କାହଁକି କଲେ ସାଇ ସାରାଙ୍କୁ କଣ ପାଇଁ ଧୋକା ଦେଲେ ସାଇ କା କହିଛନ୍ତି ଜଣାନ୍ତୁ | ବନ୍ଧୁଗଣ ଆପଣ ଓଡ଼ିଆ ହିରୋ ସାଇ ଙ୍କୁ ଆପଣ ବେଶ ଭଲ ଭାବରେ ଜାଣିଥିବେ ବହୁ ସାରା ସିରିଏଲରେ ଅଭିନୟ କରିଥିବା ସାଇ ଙ୍କୁ ଆପଣ ଦେଖିଥିବେ |

ଗତ ଦିନ ମାନଙ୍କରେ କୁଆଁରୀ ବୋହୂ ସିରିଏଲ ସେ ସାଇ କ୍ୟାରେକ୍ଟର ଅଭିନୟ କରୁଥିବା ଦେଖିଥିବେ | ଏବେ ସେ ସର୍ବଜିତ ସିରିଏଲ ରେ ଅଭିନୟ କରିଥିବାର ଦେଖିଥିବେ ତାହାଲେ ଦୀର୍ଘ 2 ବର୍ଷ ଧରି ସାରାଙ୍କ ସହିତ ସେ ସୁଟିଙ୍ଗ ସେଟରୁ ଭଲ ପାଇ ଥିଲେ ଏହା ପରେ ତାଙ୍କ ସହ ଦୀର୍ଘ 2 ବର୍ଷ ଗୋଟେ ଭଡା ଘରେ ରହୁଥିଲେ ଏହି ଭୁବେନେଶ୍ୱର ଏହି ଭଡା ଘରେ ଦୁହେଁ ମିଶିକି ରହୁଥିଲେ |

ଏହା ପରେ ଦୁହିଁଙ୍କ ମଧ୍ୟରେ ଠିକି ଚଳୁଥିଲା ଆଗାମୀ ଦିନ ମାନଙ୍କରେ ଦୁହିଁଙ୍କ ବାହାଗର ମଧ୍ୟ ହୋଇଥାନ୍ତା ଏବଂ ଦୁହିଁଙ୍କ ମଧ୍ୟରେ ବ୍ରେକପ ହୋଇଥିଲା | ସାରା ପୋଲିସ ଥାନାର ସାଇଙ୍କ ବିରୁଦ୍ଧରେ ଅଭିଯୋଗ କରୁଥିଲେ ଏହା ପରେ ପୋଲିସ ସାଇଙ୍କୁ ଗିରଫ କରିଥିଲା ଆଉ ଗିରଫ କରିବା ପରେ ସାଇ ବି ତାଙ୍କର ପତ୍ରୀକ୍ରିୟା ରଖିଛନ୍ତି ଆଉ ସେ କହିଛନ୍ତି ସାରା ଜଣେ ଭଲ ଝିଅ ନୁହନ୍ତି ଆଉ ସେ ତାଙ୍କ ସହିତ ଜୀବନ କାଟି ପାରିବେ ନାହିଁ ଆଉ ଏହାଛଡା ମଧ୍ୟ କହିଛନ୍ତି ସାରାଙ୍କର ଅନେକ ପୁଅଙ୍କ ସହିତ ରିଲେଷ୍ଟନ ରହିଛି |

ଆଉ ସାରା ଯାହା କହିଛନ୍ତି ତାଙ୍କ ନାଁରେ ସବୁ କିଛି ମିଛ କଥା ଆଉ ସେ କେବଳ ତାଙ୍କ ବଦନାମ କରିବା ପାଇଁ ଆଉ ତାଙ୍କ କେରିଅର ନଷ୍ଟ କରିବା ପାଇଁ ଏହି ଭଳି କରିଛନ୍ତି ସାଇ ପୋଲିସ ଆଗରେ କହିଛନ୍ତି | ତାହାଲେ ଅନ୍ୟ ପକ୍ଷ ସାରା କହିଛନ୍ତି ସାଇ ତାଙ୍କ ସହ ସମ୍ପର୍କ ରଖିବା ଛଡା ଆଉ ବହୁ ସାରା ଟଙ୍କା ଲୁଟ କରିଛନ୍ତି ଆଉ ତା ପରେ ସେ ଧୋକା ଦେଇ ଅନ୍ୟ ଝିଅ ଙ୍କ ପାଖକୁ ଚାଲି ଯାଇଛନ୍ତି |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.