Breaking News

ଦେଖନ୍ତୁ , ରାନୀ ପଣ୍ଡା ପୁଣି ଏକ ମହାନ କାର୍ଯ କଲେ ସହିଦ ଶଶାଙ୍କ ଙ୍କ ଘରେ ରାଣୀ ପଣ୍ଡା

ସହିଦ ଶଶାଙ୍କ ଶେଖର ସାମଲ ଙ୍କ ପରିବାର କୁ ଭେଟିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା | ଧର୍ମଶାଳା କ୍ଷେତ୍ରପାଳ ଗାଁରେ ପହଞ୍ଚି ସହିଦ ଙ୍କ ପରିବାର କୁ ସମବେଦନା ଜଣାଇଲେ | ବିପଦ ସମୟରେ ଭଗବାନ ସହାୟ ହୁଅନ୍ତୁ ବୋଲି କାମନା କାଲେ ରାନୀ ପଣ୍ଡା | ଆହୁରି ମଧ୍ୟ ସେ କହିଛନ୍ତି ଯେ , “ ଆଜି ଦେଶବାସୀ ଙ୍କ ରକ୍ଷା କରିବାର ଶପଥ ନେଇ ସେମାନଙ୍କର ଏଇ ଅବସ୍ଥା |

ତେବେ ଯଦି ଏଭଳି ବୀର ଯବାନ ମାନଙ୍କର ପରିବାରର ଏଭଳି ଦୁଃଖ ସମୟରେ ଯଦି ମୁଁ ସେମାନଙ୍କର ପାଖରେ ନଠିଆ ହେଲି ତେବେ ମୁଁ ମ ଣିଷ ଜନ୍ମ ପାଇ କୌଣସି ଲାଭ ନାହିଁ | ଯେଉଁ ମାନଙ୍କ ଯୋଗୁଁ ଆମେ ମାନେ ଏବେ ଶାନ୍ତି ରେ ଶୋଇ ପାରୁଛୁ | ଯଦି ସେଇ ଭାଇ ମାନଙ୍କର ଦୁଃଖ ସମୟରେ ଯଦି ମୁଁ ଠିଆ ନହୋଇ ପାରିଲି |

 

ତେବେ ମୁଁ ମଣିଷ ଜନ୍ମ ପାଇଛି ବୋଲି ମୋତେ ଧିକାର ଲାଗିବ | ମୁଁ ଆଶା କରୁଛି ଯେଉଁ ମାନେ ଆମ ଦେଶ ର ବୀର ଯବାନ ମାନଙ୍କୁ ଭଲ ପାଆନ୍ତି ତାଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରନ୍ତୁ | ତାଙ୍କ ସହ ପରିବାର ଯେପରି ଶାନ୍ତିରେ ଏବଂ ଖୁସି ରେ ରୁହନ୍ତୁ | ତେବେ ସବୁ ଦେବାଦେବୀ ଙ୍କର ତାଙ୍କ ଉପରେ ଆଶୀର୍ବାଦ ରହୁ ଯେପରି ତାଙ୍କର କୁନି ପିଲାଟି ଭଲ ମଣିଷ ହେଉ |”, ଆହୁରି ମଧ୍ୟ ସେ କହିଛନ୍ତି ମୁଁ ମଧ୍ୟ ମୋର ସାମର୍ଥ୍ୟ ବଳରେ ସେ ମାନଙ୍କୁ ନିଶ୍ଚୟ ସାହାର୍ଯ୍ୟ କରିବି | ଏବଂ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଓ ପ୍ରଶାସନ ଙ୍କୁ ନିବେଦନ କରି କହିଛନ୍ତି ଯେ ସେମାନେ ମଧ୍ୟ ଏମାନଙ୍କର ଦୁଃଖ ସମୟରେ ସେମାନଙ୍କର ପାଖରେ ଛିଡା ହୁଅନ୍ତୁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ତାଲିବାନର ଏହି ସବୁ କୁ-କ-ର୍ମ ଦେଖନ୍ତୁ ଯାହାକୁ ଦେଖିଲେ ଆପଣ ବି ଡ-ରି ଯିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସମଗ୍ର ଆଫଗାନିସ୍ଥାନ ଙ୍କୁ କବଳିତ କରିଛି ତାଲିବାନ ଓ …

Leave a Reply

Your email address will not be published. Required fields are marked *