Breaking News

ସଚିନ ତେନ୍ଦୁଲକର ଙ୍କ ସମ୍ପତି କେତେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ!!

କ୍ରିକେଟ ଜଗତର ଜଣେ ନାମିଦାମୀ ଖେଳାଳୀ ସଚିନ ତେନ୍ଦୁଲକର ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ।ତାଙ୍କୁ କ୍ରିକେଟ ଜଗତର ଭଗବାନ ବୋଲି ମଧ୍ୟ କୁହାଯାଏ।ସଚିନ 24 ଏପ୍ରିଲ 1973 ରେ ବମ୍ବେ ର ଗୋଟିଏ ମିଡିଲ କ୍ଲାସ ଫ୍ୟାମିଲି ରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ବାପା ରମେଶ ତେନ୍ଦୁଲକର ପେଶା ରେ ଜଣେ ଲେଖକ ଓ ପ୍ରଫେସର ଥିଲେ ତାଙ୍କ ମାଙ୍କ ନାମ ଥିଲା ରଜନୀ ତେନ୍ଦୁଲକର। ସେ ତାଙ୍କ ଜୀବନରେ ଅନେକ ବିଫଳତା ପାଇବା ପରେ ଆଜି ଏତେ ବାଟରେ ପହଞ୍ଚି ପାରିଛନ୍ତି। ହଁ ସାଙ୍ଗମାନେ ସଚିନ ବାହାରୁ ବହୁତ ଶିମ୍ପୁଲ ଦେଖାଯାଉଥିଲେ ମଧ୍ୟ ତାଙ୍କ(luxurious)ବା ଉଚକୋଟିର ଜୀବନ ଶୈଳୀ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଫ୍ରେଣ୍ଡ ତାଙ୍କର ଅଗାଢ଼ ସମ୍ପତ୍ତି,ଘର ଗାଡି ଓ ଫ୍ୟାମିଲି ବିଷୟରେ ଆସନ୍ତୁ ଜାଣିବା ଆମର ଏହି ପେଜ୍ ମାଧ୍ୟମରେ। ସଚିନ 14 ବର୍ଷ ବୟସରେ ରଞ୍ଜିତ ଟ୍ରଫି ରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ସେ ମାତ୍ର 16 ବର୍ଷ ବୟସରୁ ହିଁ ଇଣ୍ଟରନ୍ୟାସନାଲ କ୍ରିକେଟ ଟିମ ରେ ଖେଳିବା ଆରମ୍ଭ କରିଥିଲେ ଭାରତ ଦେଶ ତରଫରୁ।ସମସ୍ତେ ନିଶ୍ଚୟ ଜାଣିଥିବେ ସେ ଏକମାତ୍ର ଖେଳାଳି ଯିଏକି 100 ଟି ଶତକ ଏବଂ 35 ହଜାର ରନ ରୁ ଉର୍ଦ୍ଧ୍ବ କରିଛନ୍ତି।ସେ ଜଣେ ଡାକ୍ତର ଙ୍କୁ ବିବାହ କରିଥିଲେ ଯାହାଙ୍କ ନାମ ଅଞ୍ଜଳି ମେହତା। ତାଙ୍କର ଅର୍ଜୁନ ଏବଂ ସାରା ନାମରେ ଦୁଇଟି ପୁଅ ଓ ଝିଅ ଅଛନ୍ତି।

ବର୍ତ୍ତମାନ ସମୟର ସବୁଠାରୁ ଧନୀ ଖେଳାଳି ବା ସ୍ପୋର୍ଟସ ମ୍ୟାନ ହେଉଛନ୍ତି ସଚିନ। ତାଙ୍କ ମୋଟ ଦରମା ଜାଣିବା ପୂର୍ବରୁ ଆସନ୍ତୁ ଜାଣିବେ ସେ ପାଉଥିବା ପେନସନ ବିଷୟରେ BCCA ରୁ ରିଟାୟାଡ଼ ହେଲା ପରେ ପ୍ରତି ମାସରେ ତାଙ୍କୁ 5 ହଜାର ଟଙ୍କା କ୍ରିକେଟ ତରଫରୁ ମିଳିଥାଏ।ତା ଛଡା ଯେହେତୁ ସେ ଭାରତ ରତ୍ନ ପୁରଷ୍କାର ପାଇଛନ୍ତି ତେଣୁ ପ୍ରଧାନ ମନ୍ତ୍ରୀଙ୍କ ସାଲାରୀ ର ପଚାଶ ପ୍ରତିଶତ ତାଙ୍କୁ ମିଳିଥାଏ।ତାଙ୍କ ରୋଜଗାର ର ପ୍ରମୁଖ ସୂତ୍ର ହେଲା ବ୍ରାଣ୍ଡ ଅଡ଼ଭାଟାଇଜମେଣ୍ଟ। ସେ ପ୍ରାୟ 30 ରୁ35 ଟି ବ୍ରାଣ୍ଡ ର ଆମ୍ବାସେଟର ଅଛନ୍ତି।ଯେମିତିକି (pepsi,cocacola,adidas)ଏହିପରି ବହୁତ।


କିଛି କିଛି ବ୍ରାଣ୍ଡ ର ପ୍ରମୋସନ ପାଇଁ ସେ 20ରୁ30 କୋଟି ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି।ତାଙ୍କ ପାଖରେ ପ୍ରାୟ 10 ରୁ15 ଟି ଲକଜରୀ କାର ଅଛି।ବର୍ତ୍ତମାନ ସମୟରେ ତାଙ୍କ ମୋଟ ସମ୍ପତି ହେଉଛି ଏକ ହଜାର ବୟାନବେ କୋଟି ବା 170 ମିଲିୟନ ଡଲାର। ବର୍ତ୍ତମାନ ସେ ଆମ ଭାରତ ର ସବୁଠାରୁ ଧନୀ ସ୍ପୋର୍ଟ ପର୍ଶନ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପବିତ୍ର ମାସ କାର୍ତ୍ତିକ ମାସରେ ପଞ୍ଚୁକରେ ଘଟିଲା ଅଲୌକି ଘଟଣା, ଠାକୁର ଘରୁ ବାହାରିଲା ତମ୍ବା ନାଗ – ଦେଖନ୍ତୁ ଭିଡିଓ

ଆମ ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ମାସ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ମାସ କାର୍ତ୍ତିକ ମାସକୁ କୁହାଯାଏ । କାରଣ …

Leave a Reply

Your email address will not be published. Required fields are marked *