Breaking News

ସବ୍ୟସାଚୀ ଙ୍କର କେଉଁ ସ୍ତ୍ରୀ ଅଧିକ ସୁନ୍ଦର ପ୍ରଥମ ସ୍ତ୍ରୀ ନାଁ Archita…. ଦେଖନ୍ତୁ କଣ ପାଇଁ ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେଲେ ସବ୍ୟସାଚୀ !

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଲିଉଡର ଅଭିନେତା ସବ୍ୟସାଚୀ ଙ୍କୁ ନିଶ୍ଚୟ ଭାବରେ ଜାଣିଥିବେ ସେ ଜଣେ ସଫଳ ଅଭିନେତା ସହରର ଜଣେ ଭଲ ମଣିଷ ଏହି କୋରନା ମହାମାରୀରେ ସେ ଅନେକ ଲୋକଙ୍କ ପାଇଁ ସାହାଯ୍ୟ କରିଛନ୍ତି ଓ ଲୋକ ମାନଙ୍କୁ ଘରକୁ ପଠାଇଛନ୍ତି ତେବେ ବର୍ତମାନେ ସବ୍ୟସାଚୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ବିବାହ କରିଥିଲେ ଏହି ଯୋଡିକୁ ଲୋକ ମାନେ ଖୁବୁ ପସନ୍ଦ ମଧ୍ୟ କରନ୍ତି |

ତାଙ୍କୁ ପରଦାରେ ଯେତିକି ଭଲପାଇବା ଦେଇଥିଲେ ସେଥିକି ବସ୍ତାପ ଜୀବନରେ ମଧ୍ୟ ଭଲ ପାଇବା ଦେଉଛନ୍ତି ତେବେ ଆଜି ଆମେ ସବ୍ୟସାଚୀ ଙ୍କ ପରିବାର ବିଷୟରେ ଆଲୋଚନା କରିବା | ତେବେ ସବ୍ୟସାଚୀ ମିଶ୍ର ସେ 6 ଅକ୍ଟବର 1985 ରେ ସମ୍ୱଲପୁର ଜିଲ୍ଲାର ବୂଲା ଠାରେ ଜନ୍ମ ଗ୍ରହଣ କରିଥିଲେ ତେବେ ଓଡ଼ିଆ କଥା ଚିତ୍ର ସେ ତେଲୁଗୁ ରେ ମଧ୍ୟ ଅଭିନୟ କରିଛନ୍ତି ସେ ଏକାଧିକ ଚଳଚ୍ଚିତ୍ର ରେ ଗାୟକ ମଧ୍ୟ ହୋଇଛନ୍ତି |

ସେ 2007 ମସିହାରେ ପାଗଳପ୍ରେମୀ ଚଳଚ୍ଚିତ୍ର ରୁ ଓଡିଶା କଥା ଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ ସେ ବର୍ତମାନ ସୁଦ୍ଧା 35 ରୁ ଅଧିକ ଓଡ଼ିଆ କଥା ଚିତ୍ର ଓ 100 ରୁ ଅଧିକ ଆଲବମ ଅଭିନୟ କରିଛନ୍ତି | ଏଥିସହ ବଙ୍ଗଳା ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଛନ୍ତି ତାଙ୍କୁ ଓଡିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2007, 2012 ଏବଂ 2020 ରେ ତାଙ୍କୁ ପୁରସ୍କାର ମିଳିଥିଲା |

ତେବେ ତାଙ୍କ ବାପାଙ୍କ ନାମ ହେଉଛି ସୁରେନ୍ଦ୍ର ପ୍ରଶାଧ ମିଶ୍ର ମାଙ୍କ ନାମ ହେଉଛି ସୁଷମା ମିଶ୍ର ଏବଂ ତାଙ୍କର ଜଣେ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଉଛି ସୋମ୍ୟକାନ୍ତ ମିଶ୍ର ତେବେ ସବ୍ୟସାଚୀ ସିଲିକନ ସରକାରୀ କଲେଜରେ ଭୁବନେଶ୍ୱର ରେ ପାଠ ପଡୁଥିଲେ | ସେହି ସମୟରେ ତାଙ୍କର ସହଯୋଗୀ ସୀମାଙ୍କୁ ସେ ପ୍ରେମ ବିବାହ କରିଥିଲେ ତେବେ ବିବାହର 8 ମାସ ପରେ ଦୁହିଁଙ୍କ ଭିତରେ କୌଣସି କାରଣ ଯୋଗୁଁ ଛଡପତ୍ର ହୋଇଯାଇଥିଲା |

ତେବେ ପରେ ପରେ ତାଙ୍କୁ ଅଭିନୟ ଜୀବନରେ ଅର୍ଚିତା ଆସିଥିଲେ ତେବେ ଦୁହେଁ 2021 ରେ ହିଁ ପରଷ୍ପରର ପ୍ରେମରେ ପଡ଼ିଥିଲେ ଓ ବିବାହ ହୋଇଥିଲା | ଅର୍ଚିତା ଓ ସବ୍ୟସାଚୀ ଓଡିଶା ସିନେମା ପରଦାର ହିଟି ଯୋଡ଼ିଙ୍କ ମଧ୍ୟରୁ ଅନ୍ୟତମ ତେଣୁ ଦୁହେଁ ଅନେକ ହିଟି ଫିଲ୍ମ ଦେଇ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ମନରଞ୍ଜନ କରିଛନ୍ତି ତେବେ ଏହି ସଫଳ ଯୋଡିଙ୍କ ଫିଲ୍ମ ଗୁଡିକ ମଧ୍ୟରେ ଅଛି ପିଲାଟା ବିଗିଡି ଗଲା ଏବଂ ମୋ ସୋପାନର ସୌଦାଗର, ପାଗଳ କରିଛି ପାଉଁଜି ତୋର, କୋଉ ଦୁନିଆରୁ ଆସିଲା ବନ୍ଧୁ ତେବେ ଏହି ଯୋଡିକୁ ଲୋକ ମାନେ ଖୁବୁ ପସନ୍ଦ କରନ୍ତି ତେବେ ଏହାରି ଉପରେ ଆପଣଙ୍କର ମତାମତ କଣ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.