Breaking News

ସବ୍ୟ -ଅର୍ଚିତା ଙ୍କୁ ଭେଟିଲେ ସ୍ଵରାଜ – ଶିବାନୀ କଣ ରଖିଲେ ପ୍ରତିକ୍ରିୟା

ସବ୍ୟସାଚୀ ଓ ଅର୍ଚ୍ଚିତା ତାଙ୍କ ରିସିପେଶନ ପାର୍ଟି ଏକ ନୂଆ ଢଙ୍ଗ ରେ କରିଥିଲେ । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ ସପ୍ତାହ ରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସବ୍ୟସାଚୀ ଓ ଅର୍ଚ୍ଚିତା ରାଜସ୍ଥାନ ର ଏକ ବିଲାସ ପୂର୍ଣ୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ । ସବ୍ୟ ଓ ଅର୍ଚ୍ଚିତା ଙ୍କ ପରିବାର ଉପସ୍ଥିତି ଥିଲେ ଏବଂ ଓଡ଼ିଆ ରୀତି ନୀତି ଅନୁସାରେ ବିବାହ ଘର ଟି ସମ୍ପୂର୍ଣ ହୋଇଥିଲା ।

ବିବାହ ର କିଛି ଦିନ ପରେ ସେ ଓଡ଼ିଶା କୁ ଫେରିଥିଲେ ଓ ତାଙ୍କ ବିବାହ ଘର ରିଶେପେଶନ ଭୁବନେଶ୍ୱର ରେ ଆୟୋଜନ କରିଥିଲେ । ଯେହେତୁ ତାଙ୍କର ବାହାଘରରେ ଓଡିଆ ସିନେମା ଓଡ଼ିଆ ଇଣ୍ଡଷ୍ଟ୍ରି ର କୌଣସି ଅଭିନେତା କି ଅଭିନେତ୍ରୀ ମାନେ ଯୋଗ ଦେଇନଥିଲେ |କିନ୍ତୁ ତାଙ୍କର ରିସେପ୍ସନ ପାର୍ଟି ସେ ଭୁବନେଶ୍ବର ର କ୍ରାଉନ ହୋଟେଲ ରେ ଦେଇଥିଲେ ଏବଂ ଏହି ରିସେପ୍ସନ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ କୁ ନିମନ୍ତ୍ରଣ ଦେଇଥିଲେ ।

ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ନିମନ୍ତ୍ରଣ ରକ୍ଷା କରି ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ | ଏହାସହ ସବ୍ୟସଚୀ ଏବଂ ଅର୍ଚ୍ଚିତା ଙ୍କ ପରିବାର ଲୋକେ ମଧ୍ୟ ଯୋଗଦେଇଥିଲେ | ସବ୍ୟ ଓ ଅର୍ଚ୍ଚିତା ରିଶେପେସନ୍ ଫଟୋ ସୋସିଆଲ ମିଡିଆରେ ରେ ବହୁତ୍ ଭାଈରାଲ ହେବା ରେ ଲାଗିଛି ।

ଯେଉଁଥିରେ ସେ ବହୁତ୍ ଧୁମ୍ ଧାମରେ ରେ ତାଙ୍କ ରିସେପେଶନ ପାଳନ କରିଥିବାର ଜଣା ପଡ଼ିଛି । ହଁ ବନ୍ଧୁ ଆପଣ ଜାଣିଥିବେ ସବ୍ୟସାଚୀ ଓ ଅର୍ଚ୍ଚିତା ପାଖା ପାଖି ୫ ଟି ଓଡ଼ିଆ ଫିଲ୍ମ୍ ରେ କାମ କରିଛନ୍ତି । ଏହି ଦୁଇ ଜଣ ଙ୍କ ଅଭିନୟ କୁ ସାରା ଓଡିଶା ବାସି ପସନ୍ଦ କରିଥାନ୍ତି ।।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *