Breaking News

ସବ୍ୟ – ଅର୍ଚିତା ଙ୍କ ହାତଗଣ୍ଠି ସମୟରେ କାନ୍ଦି ପକାଇଲେ ସବ୍ୟସାଚୀ

ଯେପରିକି ଆପଣମାନେ ଜାଣିଥିବେ ଗଲା ସପ୍ତାହ ସୋମବାର ଦିନ ଓଡିଆ ଫିଲ୍ମ ଇନଡସ୍ଟ୍ରି ର ଲୋକ ପ୍ରିୟ ଯୋଡି ସବ୍ୟସଚୀ ଏବଂ ଅର୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ | ଏବଂ ସେ ହି ବିବାହ ସମୟରେ ଏହା ଦେଖିବାକୁ ମିଳିଥିଲା ଯେ ସେ ହାତଗଣ୍ଠି ସମୟରେ ଖୁସି ରେ କାନ୍ଦି ପକାଇଥିଲେ ଏବଂ ଏହା ଦେଖି ଅର୍ଚ୍ଚିତା ତାଙ୍କ ଆଖିରୁ ଲୁହ ପୋଛି ଦେଇଥିଲେ | ଆହୁରି ମଧ୍ୟ ସେ କହିଥିଲେ ଯେ ମୁଁ ବହୁତ ଭାଗ୍ଯବାନ ଯିଏ ଏପରି ଏକ ଜୀବନ ସାଥି ପାଇଛି | ସେ ରାଜସ୍ଥାନ ର ଏକ ରାଜପ୍ରସାଦ ରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ |

ଏହାପରେ ସବ୍ୟସଚୀ ଏବଂ ଅର୍ଚିତା ଙ୍କର ସପରିବାର ଉପସ୍ଥିତ ରହିଥିବା ଉପସ୍ଥିତି ରେ ବାହାଘର ହୋଇଥିଲା | ଏବେ ସେମାନଙ୍କର ରିସେପସନ ଭାଇରାଲ ଫୋଟୋ ମଧ୍ୟ ଦେଖିବାକୁ ମିଳିଛି | ଯେଉଁଥିରେ ସେ ବହୁତ ଧୁମଧାମ ରେ ତାଙ୍କ ରିସେପ୍ଶନ ପାଳନକରୁଥିବାର ଜଣାପଡିଛି |ଦର୍ଶକ ବନ୍ଧୁ, ଆପଣମାନେ ଜାଣିଥିବେ ସବ୍ୟସଚୀ ଏବଂ ଅର୍ଚିତା ପାଖାପାଖି ଏକାଠି ୫ଟି ଓଡିଆ ଫିଲ୍ମରେ କାମ କରିସାରିଛନ୍ତି |

ଏହି ଦୁଇ ଜଣଙ୍କ ଅଭିନୟକୁ ଦେଖିବା ପାଇଁ ସାରା ଓଡିଶାବାସୀ ବହୁ ମାତ୍ରାରେ ଅପେକ୍ଷା ମଧ୍ୟ କରିଛନ୍ତି | ଦର୍ଶକ ବନ୍ଧୁ , ଆପଣମାନେ ଜାଣିଥିବେ ୨୦୧୫ ମସିହାରେ ସବ୍ୟସଚୀ ମିଶ୍ର ବିବାହ କରିଥିଲେ | କିନ୍ତୁ କୌଣସି ଏକ କାରଣରୁ ସବ୍ୟସଚୀ ତାଙ୍କ ପ୍ରଥମ ସ୍ତ୍ରୀ ଙ୍କୁ ଛାଡପତ୍ର ଦେଇଥିଲେ | ଏହାପରେ ସବ୍ୟସଚୀ ଅର୍ଚିତା ଙ୍କ ପ୍ରେମରେ ପଡିଯାଇଥିଲେ | ତାପରେ ସବ୍ୟସଚୀ ଏବଂ ଅର୍ଚିତା ଶେଷ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଆହୁରି ମଧ୍ୟ ଅର୍ଚିତା ତାଙ୍କ ଶାଶୁ ଘରେ ବହୁତ ଭଲରେ ଅଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.