Breaking News

ସବୁ ସୋମବାର କରନ୍ତୁ ଏହି ସବୁ ଉପାୟ, ଆପଣ ଯାହା ଚାହୁଁଥିବେ ଦେଖିବେ ଆପଣଙ୍କର ସବୁ ମନସ୍କାମନା ପୁରାଣ କରିବେ ପ୍ରଭୁ ଭୋଳାନାଥ… ଦେଖନ୍ତୁ Kan ସେହି ଉପାୟ ଗୁଡିକ !

ଦର୍ଶକବନ୍ଧୁ ଆଜି ହେଉଛି ସୋମବାର ଆଜି ଏହି ଉପାୟ ଅବଲମ୍ବନ କରି ନିଜର ମନସ୍କମାନ ପୁରାଣ କରିଥାନ୍ତି କିଛି ଲୋକ ଭଗବାନ ଭୋଳା ଶଙ୍କରଙ୍କୁ ଉପାସନାରେ ସଂସୂସ୍ଟ କରାଇ ଅସାଧ୍ୟ ରୋଗରୁ ମୁକ୍ତି ମଧ୍ୟ ପାଇଥାନ୍ତି ଅନ୍ୟ କେହି ନିଜର ଅସଜଡ଼ା ଦାମ୍ପତ୍ୟ ଜୀବନ କୁ ସଜାଡିବାରେ ଲାଗି ପଡନ୍ତି ସେହିପରି ଆପଣ ମଧ୍ୟ ନିଜର ଭାଗ୍ୟକୁ ଆହୁରି ଭାଗ୍ୟଶାଳୀ କରିବା ପାଇଁ ଏହି ସୋମବାର ଦିନ ବିଶେଷ ଉପାୟ ଆପଣାଇ ନିଅନ୍ତୁ |

ତେବେ ଦର୍ଶକବନ୍ଧୁ କଣ ସେହି ଖାସ ଉପାୟଗୁଡିକ ଯାହାକୁ କରିବା ଦ୍ୱାରା ଆପଣ ନିଜର ଦାମ୍ପତ୍ୟ ଜୀବନ ସୁଖ ମୟ କରିବା ସହିତ ଆପଣଙ୍କ ଘରେ ସୁଖ ଶାନ୍ତିର ଲହରୀ ଲାଗିରହିବ ଏବଂ ଘରେ କେବେବି ଆସନ୍ତି ପଶିପାରିବ ନାହିଁ ଏବଂ ଘରେ ସର୍ବଦା ଧନ ଧନ୍ୟ ପୁର୍ଣ ହୋଇ ରହିବ ଏ ପ୍ରଭୁ ଭୋଳା ଶଙ୍କରଙ୍କର କୃପା ଆପଣଙ୍କ ଉପରେ ରହିବ | ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିନେବ କଣ ସେହି ଉପାୟ ଗୁଡିକ |

ଦର୍ଶକବନ୍ଧୁ ଶିବ ଲିଙ୍ଗ ଉପରେ ଜଳ ବେଲପତ୍ର ଏବଂ ସୁଗନ୍ଧ ଦ୍ରବ୍ୟ ସୋମବାରରେ ଅର୍ପଣ କରନ୍ତୁ ଯଥା ସମ୍ଭବ ଓଃ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ ପରି ଦିନ ଶିବ ପୁରାଣ ନିଶ୍ଚୟ ପାଠ କରନ୍ତୁ ଶିବଲିଙ୍ଗକୁ ରୁଦ୍ରାକ୍ଷ ସ୍ପର୍ଶ କରନ୍ତୁ | ସମ୍ପୂର୍ଣ ନିଷ୍ଠାର ସହିତ ମହାଦେବଙ୍କୁ ପୂଜା କରନ୍ତୁ ବିଭିନ୍ନ ସମସ୍ୟା ମଧ୍ୟରୁ ଶାରୀରିକ ପୀଡା ବା ରୋଗ ହେଉଛି ଅନ୍ୟତମ ତେଣୁ ଯେ କୌଣସି ରୋଗରୁ ରକ୍ଷା ପାଇବା ପାଇଁ ହେଲେ ସବୁ ସୋମବାର ରେ ଏହି ସବୁ ଉପାୟ |

ତେବେ ସୋମବାର ସକାଳୁ ସକାଳୁ ଶୀଘ୍ର ଉଠି ସ୍ଥାନ କରନ୍ତୁ ସ୍ଥାନ ଜଳରେ ଦୁଇ ବୁନ୍ଦା ଗଙ୍ଗା ଜଳ ପକାଈନିଅନ୍ତୁ ସ୍ଥାନ ସାରିବା ପରେ ସ୍ଵଚ୍ଚ ବସ୍ତ୍ର ପଵିଧ୍ୟାନ କରନ୍ତୁ | ଏହାପରେ ଏକ ଥାଳିରେ ରାକ୍ଷା ସୂତ୍ର ଚାଉଳ ଧୂପ ଦୀପ ଧଳା ଚନ୍ଦନ କଦଳୀ ବା ହଳଦିଆ ରଙ୍ଗର କିଛି ଫଳ କିଛି ଧଳା ମିଠା ଗଙ୍ଗାଜଳ ଏବଂ ପଞ୍ଚାମୃତ ଆଦି ନେଇ ମହାଦେବ ଙ୍କ ମନ୍ଦିରକୁ ଯାଆନ୍ତୁ ଯଦି ସମ୍ଭବ ହୁଏ ଘର ଠାରୁ ଖାଲି ପାଦରେ ଶିବ ମନ୍ଦିରକୁ ଯାଆନ୍ତୁ |

ମନ୍ଦିରରେ ପହଞ୍ଚି ବିଧି ଅନୁଯାଇ ପୂଜା କରି ନିଅନ୍ତୁ ଗାଈ ଘିଅର ଦୀପ ଓ ଧୂପ କାଠି ଜଳାଇବା ପରେ ସେଠାରେ ବସି ଶିବ ଚାଳିଶା ଶିବ ମନ୍ତ୍ର ପାଠ କରନ୍ତୁ ଏବଂ ଶେଷରେ ନିଜର ମନସ୍କମାନ ପୁରଣ ପାଇଁ ପ୍ରାର୍ଥନା କରନ୍ତୁ | ଏହା ଦ୍ୱାରା ଏହି ଭଳି ଭାବରେ ସବୁ ସୋମବାର କରିବେ ଯେ ପର୍ଯ୍ୟନ୍ତ ଆପଣଙ୍କର ମନସ୍କାମନା ପୁରଣ ନହୋଇଛି |

About odisha news

Check Also

ଅକ୍ଟୋବର ମାସ ଆରମ୍ଭରୁ ଏହି 5ଟି ରାଶି ଉପରେ ରହୁଛି Maa ଦୁର୍ଗା ଙ୍କ କୃପା, ଆଜି ରାତିଠାରୁ ଏମାନଙ୍କ ଭାଗ୍ୟ ପୁରା ଖୋଲିବାକୁ ଯାଉଛି…

ଦର୍ଶକବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଆସନ୍ତୁ ଜାଣିବା ଯାହା ଉପରେ ମାତା ଲକ୍ଷ୍ମୀଙ୍କର …

Leave a Reply

Your email address will not be published.