Breaking News

ସବୁ ରଗା ରୁଷା ଭୁଲୁ Babusanଙ୍କ ସହିତ ତୃପ୍ତି ଫିଲ୍ମ ଦେଖିବାକୁ ଗଲେ ଏହାଙ୍କୁ ଦେଖିଲା ପରେ ଲୋକଙ୍କ ପ୍ରତିକ୍ରିୟା ଦେଖନ୍ତୁ…. ଭିଡ଼ିଓ |

ନମସ୍କାର ଦର୍ଶକବନ୍ଧୁ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି ଏହି ଫୀମ ଦେଖିବା ପାଇଁ ଶତ୍ରୁ ତୃପ୍ତି ସିନେମା ହଲ କୁ ଆସିଥିଲେ ତାପରେ ସିନେମା ଦେଖି ତୃପ୍ତି ଦେଖନ୍ତୁ | ବର୍ତମାନେ ସମୟରେ ଆମ ଓଡ଼ିଆ ଦର୍ଶକମାନେ ପୂର୍ବ ଭଳି ଓଡ଼ିଆ ଦର୍ଶକ ମାନଙ୍କୁ ଭଲ ପାଇବେ ଦେଇ ଦେଇନାହାଁନ୍ତି ଏହାର କାରଣ ହେଲା ଯେ ଓଡ଼ିଆ ଇଣ୍ଡଷ୍ଟ୍ରି ଚଳଚ୍ଚିତ୍ର ରେ ଆଉ ସେହି ଭଳି କାହାଣୀ ନାହିଁ |

କହିବାକୁ ଗଲେ ବର୍ତମାନେ ସମୟରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟତା ଅଭିନେତ୍ରୀ ଓ ଅଭିନେତା ଙ୍କର ଅଛନ୍ତି ଯେଉଁ ମାନେ ଆଜି କପି ଫିଲ୍ମ କରି ଲୋକ ପ୍ରିୟ ହୋଇ ପାରିଛନ୍ତି ତେବେ ଏହି ଦମନ ଚଳଚ୍ଚିତ୍ରରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ବାସ୍ତବ ପ୍ରାଣୀକୁ ନେଇ ହୋଇଛି ଏହି ଚଳଚ୍ଚିତ୍ରରେ ରେ ବାବୁସାନ ଡାକ୍ତର ଭୂମିକାରେ ନଜର ଆସୁଛନ୍ତି |

ଏହି ଚଳଚ୍ଚିତ୍ର ପାଇଁ ବାବୁସାନ ଓ ସମସ୍ତ କଳାକାର ମାନେ ବହୁତ ପରିଶ୍ରମ କରିଛନ୍ତି | ଏହି ଚଳଚ୍ଚିତ୍ରଟି ରିଲିଜି ହେବା ପରେ ଦର୍ଶକ ମାନେ ଦେଖିଥିଲେ ଏହି ଭଳି ଚଳଚିତ୍ର ହେଲେ ଓଡ଼ିଆ ଇଣ୍ଡଷ୍ଟ୍ରି ଫୁଣି ଠାରେ ଉର୍ନତି କରିବ ଦମନ ଚଳଚିତ୍ର ରିଲିଜି ହେବା ପରେ କିଛି ପରିବର୍ତନ ହୋଇଛି ବୋଲି ଆଶା ରହିଛି |

ଦମନ ଚଳଚ୍ଚିତ୍ରକୁ ଦର୍ଶକମାନେ ବହୁତ ସାରା ଭଲପାଇବା ଦେଇଛନ୍ତି ବାବୁସାନ ଜଣ କୋଉଛନ୍ତି ଦେଖନ୍ତୁ | ଆପଣ ମାନଙ୍କୁ ଏହି ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ !

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.