ଦର୍ଶକବନ୍ଧୁ ବର୍ଷା ଅନୁଭବ ବିବାଦକୁ ନେଇ ଆସିଲା ବଡ଼ ଖବର ଶେଷଦରେ ବର୍ଷା ଯାହା ଚାହୁଁ ଥିଲେ ସେଇଆ ହେଲା | ନମସ୍କାର ବନ୍ଧୁଗଣ ଅନୁଭବ ଙ୍କ ଭିଡ଼ିଓ ଉପରେ ରୋକ ଲଗାଇଲେ କୋଟି ବର୍ଷା ଙ୍କ ଵିରୋଧ୍ଯରେ କିଛି କହିପାରିବେନି ଅନୁଭବ ଲାଗୁଚି ଅନୁଭବ ଙ୍କ ଭିଡ଼ିଓ ପରେ ଡରି ଯାଇଥିଲେ କି ବର୍ଷା ଶେଷରେ ବର୍ଷା ଙ୍କୁ ଖୁସି କରିବା ଲାଗି ରାୟ ଶୁଣାଇଛନ୍ତି କୋଟି | ବର୍ଷା ଓ ଅନୁଭବ ପାରିବାରିକ ବିବାଦ ଅନୁଭବ ଙ୍କ ଭିଡ଼ିଓ ହଜାଇ ଦେଇଥିଲା ବର୍ଷା ଙ୍କ ନିଦ କେତେବେଳେ ପୁରୀ ଘାଟ ଥାନା ତ କେତେବେଳେ ସାଇବର ଥାନା ଆଜି ହାଇକୋଟରେ ଏପରି ଲାଗୁଛି ଅନୁଭବ ଙ୍କ ଭିଡ଼ିଓ ବର୍ଷା ନ୍କ ପାଇଁ ଭାରି ପଡିଲା |
ଧୀରେ ଧୀରେ ଫ୍ୟାନ ନଜର ବର୍ଷା ଉପରେ ଉଠି ଅନୁଭବ ଆଡକୁ ଢଳି ଚାଲିଥିଲା | ସୋସିଆଲ ମିଡିଆରେ ଅନୁଭବ ଙ୍କ ଭିଡ଼ିଓ ଥିଲା ବର୍ଷାଙ୍କ ମୁଣ୍ଡ ବିନ୍ଧାର କାରଣ ଏସବୁକୁ ବନ୍ଦ କରିବା ତାଙ୍କ ପାଇଁ ବେଶେ ଗୁରୁତ୍ୱ ପୁର୍ଣ ହୋଇଯାଇଥିଲା | ଏନେଇ ଥାନା ଠୁ କୋଟ ପର୍ଯ୍ୟନ୍ତ ଦୌଡ଼ି ଥିଲେ ବର୍ଷା ପରିଦର୍ଶନୀ ଶେଷରେ କୋଟରୁ ଅଶ୍ୱସ୍ତି କଲା ଭଳି ନିଷ୍ପତି ପ୍ରକାଶ ପାଇଛି ହାଇକୋଟ ଙ୍କ ରାୟ ଅନୁସାରେ ସୋସିଆଲ ମିଡିଆରେ କୌଣସି ମାନ୍ତ୍ୟବ୍ୟ ଦେଇପାରିବେନି ଅନୁଭବ ମହାନ୍ତି କେହି କାହା ବିରୋଧରେ ମନ୍ତବ୍ୟ ଦେଇପାରିବେନି | ହାଇକୋଟ ନିର୍ଦେଶ ଦେଇଛନ୍ତି |
ଅନୁଭବ ମହାନ୍ତି ଙ୍କୁ ତାଗିତୀ କରଛନ୍ତି ହାଇକୋଟ ଜୁଲାଇ 4ତାରିଖରେ ମାମଲାର ପରବର୍ତୀ ଶୁଣାଣି ପାଇଁ ଧର୍ଦ୍ୟ କରିଛନ୍ତି କୋଟି ତେବେ ଏହି ଘଟଣା ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ମଜାର ରହିଛି | ପୁରୀଘାଟ ଥାନାରେ ଏଫେଆର ଦେଇଥିଲେ ବର୍ଷା ନିଜେ ତାଙ୍କ ସ୍ୱାମୀ ନାଁରେ ସେ ଭଳି ସଙ୍ଗିନୀ ଅଭିଯୋଗ ଆଣି ଲଵଖିଥିଲେ ସ୍ୱାମୀ ଅନୁଭବ ଭିଡ଼ିଓ ପୋଷ୍ଟ କରି ମୋର ମାନ ହାନି କରୁଛନ୍ତି ମୋର ନାରୀତ୍ୱ ପ୍ରତି ଆସନମାନ କରିବା ସହିତ ତାନ୍କର ଭିଡ଼ିଓ ରେ କୌଣସି ହେଲେ ସତ ନାହିଁ |
ଥାନାରେ ଏଫେଆର ଦେଲେ ପରେ ମଧ୍ୟ ଅନୁଭା ଭିଡ଼ିଓ କରିବା ବନ୍ଦ କରିନଥିଲେ ଅନୁଭବ ମହାନ୍ତି ସିଧା ବର୍ଷା ଙ୍କୁ ଟାର୍ଗେଟ କରି କହିଥିଲେ ଯେଉଁ ଥିରେ ବର୍ଷା ଅନୁଭବ ଯାହାକି ବର୍ଷାଙ୍କ ହେସେ କଷ୍ଟ ହୋଇଥିଲା ବର୍ଷା ଏହା ପାଇଁ ପୁରୀଘାଟ ଥାନାରେ ଏତଲା ଦେଇଥିଲେ ଅନୁଭବ ନାଁ ରେ | ଏହା ପରେ ଅନୁଭା ମହାନ୍ତି ଆକ୍ସନ ମୁଡୁରେ ଅଛନ୍ତି ବୋଲି କହିଛନ୍ତି ପୁରୀଘାଟ ଥାନ ଡିସିପି ଦେଖା ଯାଉ ବର୍ଷା ଅନୁଭବ ସମ୍ପର୍କ କେତେ ଦିନ ରହୁଛି |
Check Also
ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !
ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …