ବନ୍ଧୁଗଣ ଆମେ ଜାଣିଛୁ ସାବିତ୍ରୀ ବ୍ରତ ହେଉଛି ସଧବା ନାରୀ ମାନଙ୍କର ଏକ ବଡ଼ ପର୍ବ ଜ୍ୟେଷ୍ଟ ମାସ ଅମାବାସ୍ୟ ପଞ୍ଚମୀ ତିଥି ରେ ଏହି ପର୍ବ ପଡିଥାଏ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପଡିଛି ମେ 30 ତାରିଖ ହେଉଛି ସାବିତ୍ରୀ ବ୍ରତ ଆମେ ପୁରାଣ ପଡ଼ିଛୁ ଯେ ଏହି ଦିନରେ ସାବିତ୍ରୀ ତାଙ୍କର ସ୍ୱାମୀ ସତ୍ୟବାନ ଙ୍କୁ ଜମି ରାଜାଙ୍କୁ ପୂଜା କରି ତାଙ୍କର ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ ସେହି ଦିନ ଠାରୁ ଆରମ୍ଭ କରି ଆଜି ପର୍ୟ୍ଯନ୍ତ ସମସ୍ତ ସଧବା ମାନେ ଏହି ଦିନଟିକୁ ସାବିତ୍ରୀ ବ୍ରତ ରୂପେ ପାଳନ କରି ଆସୁଛନ୍ତି | ଓ ସ୍ୱାମୀଙ୍କର ଦିର୍ଘଉ କାମନା କରି ସାବିତ୍ରୀ ଓ ଯମ ରାଜାଙ୍କୁ ପର୍ଥନା କରୁଛନ୍ତି ତେବେ ଏହି ବ୍ରତକୁ ପାଳନ କରିବାକୁ ହେଲେ ବହୁତ ଗୁଡିଏ ନିୟମ ରହିଛି ଯାହା ନକରିଲେ ଅନର୍ଥ ଘଟିବାରେ ମଧ୍ୟ ଆଶଂଖ ରହିଛି |
ଅବିତ୍ରୀ ବ୍ରତ ହେଉଛି ନାରୀ ମାନଙ୍କର ପର୍ବ ଅଟେ ତେଣୁ ଆମେ ଜାଣିଛୁ ଯେ ଜଣେ ସଧବା ନାରୀର ପ୍ରତୀକ ହେଉଛି ତାର ହାତରେ ଥିବା ଶଙ୍ଖ ଓ ମଥାରେ ରହିଥିବା ସିନ୍ଧୁର ତେଣୁ ସଧବା ନାରୀ ମାନେ ସାବିତ୍ରୀ ବ୍ରତରେ ପୁରା ସକାଳୁ ସକାଳୁ ଉଠିବେ ଓ ସ୍ଥାନ ସାରି ନାଲି ରଙ୍ଗର ଚୁଡ଼ି ନାଲି ସିନ୍ଧୁର ନାଲି ସାଡୀ ଓ ନାଲି ଅଳତାକୁ ପୂଜାରେ ଲଗାଇବେ ଓ ବିଭିନ୍ନ ପ୍ରକାରର ଫଳ ଜଠକି ଆମ୍ବ ପଣସ, କଦଳୀ, ନଡ଼ିଆ, ଅଙ୍ଗୁର ଭଳି ଫଳ ଲଗାଇବେ ଓ ଉପବାସ କରି ଦିନ ସାରା ସ୍ୱାମୀଙ୍କର ଶୁଭ ମନାଷୁଥିବେ କଣ କରିବା ଉଚିତ ନୁହେଁ |
ଏହି ସାବିତ୍ରୀ ବ୍ରତ ଦିନ ନାରୀ ମାନେ ବେଶୀ ସମୟ ବିଛଣାରେ ଶୋଇବା ଉଚିତି ନୁହେଁ ତା ସହିତ କଲା ରଙ୍ଗର କୌଣସି ବି ଦିନିଷ ବେବହାର କରିବା ଉଚିତି ନୁହେଁ | ସାବିତ୍ରୀ ବ୍ରତ ଦିନ ଫଳକୁ ପୂଜାରେ ଗୋଟା ଲଗାଇବେ ଓ ଗୋଟା ଖାଇବା ତା ସହିତ ସେହି ଦିନ ସ୍ୱାମୀଙ୍କର ସହିତ କିଛିବି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ | ଏହି ଦିନରେ ଯଦି ନାରୀ ମାନଙ୍କର ମାସିକ ଋତୁ ସ୍ରାବ ହୋଇଥାଏ ତାହାଲେ ଏହି ବ୍ରତ କରିବା ଉଚିତ ନୁହେଁ |
ଅବିତ୍ରୀ ବ୍ରତ ଅମାବାସ୍ୟ ଦିନ ପଡୁଥିବାରୁ ସ୍ୱାମୀ ସ୍ତ୍ରୀ ତାଙ୍କର ପୋଷାକକୁ ରାତିରେ ବାହାରେ ସୁକାଇବେ ନାହିଁ କିମ୍ବା ଘରେ କେହି ବି ଲୁଗା ପଟା ବାହାରେ ସୁକେଇବେ ନାହିଁ ତା ସହିତ ରନ୍ଧା ଖାଦ୍ୟ ଭୁଲୁରେ ଖାଇବେ ନାହିଁ | ଯାହାକି ଆପଣଙ୍କ ସ୍ୱାମୀଙ୍କ ର ଆୟୁଷ କୁ କମାଇ ଦେଇଥାଏ | ତେଣୁ ବନ୍ଧୁଗଣ ଏହି ପରି ଭାବରେ ଆପଣ ସାବିତ୍ରୀ ବ୍ରତ ପାଳିବେ ତାହାଲେ ଆପଣଙ୍କର ବ୍ରତ ସାର୍ଥକ ହେବା ସହିତ ଆପଣଙ୍କ ସ୍ୱାମୀଙ୍କର ଆୟୁଷ ଦିର୍ଘଉ ହେବ |
Check Also
ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…
ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …