Breaking News

ସାବିତ୍ରୀ ବ୍ରତ ଦିନ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୪ କାମ, ନହଲେ ସ୍ୱାମୀ ର ହୋଇଥାଏ ଅକାଳ ମୃତ୍ୟୁ…

ଓଡ଼ିଆ ଘରର ସଧବା ନାରୀ ମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ ଓ ସାବିତ୍ରୀ ଓଷା ସାବିତ୍ରୀ ସ୍ଵାଧୀ ନାରୀଙ୍କ ଆଦର୍ଶ ଏହା ନିଜ ସ୍ୱାମୀଙ୍କ ଆୟୁଷ ନିମନ୍ତେ ମଙ୍ଗଳ କାମନା କରାଯାଇଥାଏ ସଧବା ସ୍ତ୍ରୀ ମାନେ ସାବିତ୍ରୀଙ୍କ ପରି ଆଜିବନ ସଧବା ହେବ ପାଇଁ ଚାହିଁଥାନ୍ତି ତେଣୁ ଏହି ଓଷା ପାଳନ କରିଥାନ୍ତି ସେଥିପାଇଁ ଏହି ବ୍ରତକୁ ଖୁବୁ ନିଷ୍ଠାର ସହ ପାଳନ କରିଥାନ୍ତି ସଧବା ନାରୀ ମାନେ | ଜେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟ ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ ଏହିଦିନ ସାବିତ୍ରୀ ଅସତ୍ୟବାନ ଓ ଯମରାଜ ଙ୍କ ପୂଜା କରାଯାଇଥାଏ ପୁରାନିକା କଥା ଅନୁସାରେ ସାବିତ୍ରୀ ହେଇ ବ୍ରତ ପାଳନ କରି ମୃତ ସତ୍ୟ ବାନ ଯମରାଜା ଙ୍କ ଠାରୁ ଫେରାଇ ଆଣିଥିଲେ ସେହିଦିନ ଠାରୁ ପାଳନ କରାଯାଉଅଛି ସାବିତ୍ରୀ ବ୍ରତ |

ଏହି ବର୍ଷ 2022ମେ ମାସ 30 ତାରିଖରେ ଦିନ ପଡୁଛି ସାବିତ୍ରୀ ବ୍ରତ | ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ସାବିତ୍ରୀ ବ୍ରତକୁ ଦିନେ ନୁହେଁ ବରଂ 3 ଦିନ ଧରି ପାଳନ କରିବା ଉଚିତି ଆପଣମାନେ ଜାଣିନଥିବେ କିନ୍ତୁ ଆମେ ପାଞ୍ଜିର ଶାସ୍ତ୍ର ଅନୁସାରେ ଆପଣ ମାନଙ୍କୁ ଜଣାଇ ଦେଉଛି କି ସାବିତ୍ରୀ ବ୍ରତକୁ 3ଦିନ ଧରି ମାନିକି 29 ତାରିଖ 30 ତାରିଖ ଓ 31 ତାରିଖ ମାନେ ରବିବାର ଦିନ ସୋମବାର ଦିନ ଓ ମଙ୍ଗଳବାର ଦିନ କରିବା ଉଚିତି |

ଯଦି ଆପଣ ରବିବାର ଦିନ ଅର୍ଣ୍ଣ ଓ ଆମିଷ ଖାଇ ଦେଲେ ଖାଲି ସୋମବାର ଦିନକୁ ସାବିତ୍ରୀ ବ୍ରତ ଭାବି ପାଳନ କରିନେବେ ତାର ପୂର୍ବ ଓ ପର ଦିନ ଯଦି ଆମିଷ କିମ୍ବା ଅର୍ଣ୍ଣ ଖାଇନେବ ତାହାନେ ଆପଣଙ୍କ ବ୍ରତ ଭାଙ୍ଗିଯିବା ଯଦି ଆପଣ ସାବିତ୍ରୀ ବ୍ରତରେ ଭୁଲୁ ଅଛି ଯାହା ଆପଣ ଅଜାଣତରେ କରି ଦେବେ ଓ ଯାହା ସାବିତ୍ରୀ ରଖି ମାନସିକ କରିଥିବେ ମାଙ୍କୁ ଯାହାବି ମାଗିଥିବେ ତାହା କେବେ ଆପଣଙ୍କର ପୁରାଣ ହେବ ନାହିଁ | ବରଂ ଓଲଟା ଆପଣଙ୍କର ଖେତୀ ହୋଇଯିବ ତେବେ ଏହି ଦିନ କେଉଁ ସବୁ ଭୁଲୁ କରିବା ଠାରୁ ବଞ୍ଚିକି ରହିବ ଉଚିତି ତାହା ଆଜି ଆମେ ଆପଣକୁ କହିବୁ |

ତେବେ ପାଞ୍ଜି ଅନୁସାରେ ରବିବାର 29 ତାରିଖ ଦିନ ଆମର ପ୍ରଥମ ବ୍ରତ ପାଳନ କରିବା ଉଚିତି ଓ ତାପରେ ଏମିତି କରିକି ମେ ମାସ 30 ତାରିଖ ସୋମବାର ଦିନ ଦ୍ୱତୀୟ ପୂଜା କରିନେବେ ଓ ତାପରେ ତୃତୀୟ ଦିନ ଉଜାପନ କରାଯିବ | ପୂଜାର ଯେଉଁ ଦିନ ଶେଷ ପୂଜା ରହିଥିବ ସେଦିନ ହେଉଛି ମଙ୍ଗଳବାର 31 ତାରିଖ ଅପାଙ୍ଏହି 3ଦିନ ପୂଜା ବ୍ରତ କରିବା ଉଚିତି |

ଆପଣ ସାବିତ୍ରୀ ବ୍ରତ ଦିନ ସ୍ୱାମୀ ସହିତ ଶାରୀରିକ ସମ୍ପର୍କ ରଖିବା ମନା ଏହା କଲେ ଆପଣଙ୍କୁବହୁତ ଅସୁବିଦାରେ ପକାଇ ପାରେ କେବଳ ସାବିତ୍ରୀ ବ୍ରତ ନୁହେଁ ମାନେ 30 ତାରିଖ ଦିନ ନୁହେଁ ଆପଣଙ୍କୁ ପ୍ରଥମ ବ୍ରତ ଠାରୁ ମାନେ 29 ତାରିଖ ରବିବାର ଦିନ ଠାରୁ ବି ଆପଣଙ୍କୁ ସ୍ୱମୀ ସଙ୍ଗ କରିବା ମନା ମାନେ 29 ତାରିଖରୁ ନେଇ 31 ତାରିଖ ପର୍ଯ୍ୟନ୍ତ | ଏହି 3 ଦିନ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିବା ମନା ଯଦି ଆପଣ ଏହି ଭୁଲୁ କରିଦେବେ ଆପଣଙ୍କୁ ବହୁତ ବଡ଼ ଅସୁବିଦାର ସମୁଖୀନ ହେବବାକୁ ପଡିବ ତେଣୁ ଆପଣ ଏହି ଭୁଲୁ କରିବା ଠାରୁ ବଞ୍ଚିତ ରୁହନ୍ତୁ |

ସାବିତ୍ରୀ ଅମାବାସ୍ୟ ଦିନ ମହିଳା ମାନେ ଉପବାସ କରିଥାନ୍ତି କିନ୍ତୁ ପୂଜା ସାରିବା ପରେ କିଛିନ କିଛି ସେମାନେ କାମ କରିଦେଇଥାନ୍ତି କିନ୍ତୁ ମହିଳା ମାନକୁ କାମ କରିବା ଠାରୁ ନିବୃତ ରହିବ ଉଚିତି ଯେମିତିକି ସେଲେଇ କରିବା ମାଟି ଖୋଲିବା କୌଣସି ସାମଗ୍ରୀ କାଟିବା କିମ୍ବା ପନିପରିବା ଇତ୍ୟାଦି କାଟିବାର ବାରଣ ଅଟେ ତେଣୁ ଏହି କାମ ସାବିତ୍ରୀ ଅମାବାସ୍ୟ ଦିନ ଭୁଲୁରେ କରନ୍ତୁ ନାହିଁ |

ବନ୍ଧୁଗଣ ଯଦି ଆପଣଙ୍କ ବଂଶରେ କୌଣସି ବ୍ୟକ୍ତି ମୃତ୍ୟ ବରଣ କରିଛନ୍ତି ତେବେ ସେହି ଘରର ବିବାହିତା ମହିଳା ମାନେ ସାବିତ୍ରୀ ବ୍ରତ ରଖନ୍ତୁ ନାହିଁ କିମ୍ଭା ମନ୍ଦିର ଯାଆନ୍ତୁ ନାହିଁ ଶାସ୍ତ୍ର ଅନୁସାରେ ପରିବାରର ଯଦି କାହାର ମୃତ୍ୟ ହୋଇଥାଏ କିମ୍ଭା କୌଣସି ଛୋଟ ଶିଶୁର ଜନ୍ମ ହୋଇଛି ତେବେ ସେହି ସମୟରେ ପୂଜା ପାଠ କରନ୍ତୁ ନାହିଁ ପାନ ଯଦି ଭାବୁଥିବେ ଏହି ବର୍ଷ ଯଦି ସାବିତ୍ରୀ ନରଖିବେ ଆପଣ ସ୍ଵମୀଙ୍କ ଉପରେ କୌଣସି ବିପତି ଆସିବ ସେମତି କିଛି ନୁହେଁ ଆପଣଙ୍କ ସେମିତି ପରିସ୍ଥିତି ପଡିଛି ସେହି ପରିସ୍ଥିରେ ଆପଣଙ୍କୁ ପୂଜା ନକରିବା ଟା ହିଁ ଭଲ ହେବ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.