Breaking News

Big News : ସାବଧାନ ଓଡିଶା ମୁହାଁ ପୁଣି ବାତ୍ୟା IMD ଦେଲା ଭୟଙ୍କର ଖବର, ଏହି ସବୁ ଜିଲ୍ଲା ହୋଇ ଯାଆନ୍ତୁ ସାବଧାନ !

ବର୍ତମାନର ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ଓଡ଼ିଶାରେ ମୌସୁମୀ ବାୟୁ ଦୁଇ ରୀ ତିନି ଜିଲ୍ଲାରେ କିଛି ଜିଲ୍ଲା ଛୁଇଁବ 20 ପରେ ବଢିବ ବର୍ଷାର ପରିମାଣ | ତେବେ ମାଲକାନଗିରି କୋରାପୁଟ ନବରଙ୍ଗପୁର ଆଦି ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ ଭାବରେ ପ୍ରବେଶ କରିଛି ନୂଆପଡା କଳାହାଣ୍ଡି ଓ ରୟାଗଡ ଜିଲ୍ଲାକୁ ଆଂଶିକ ଛୁଇଁଛି ଭରତୀୟ ପାଣିପାଗ ବିଭାଗ IMD ଏହି ଦାବି କରିଛି ଆଜି ଆକଳନ କରିଛି ପାଗ ବିଗୁଡୁଥିବାରୁ ଆସନ୍ତା ଦୁଇ ରୁ 3 ଦିନ ମଧ୍ୟରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ମାଢି ପରେ ମୌସୁମୀ ବିଶେଷ କରି ଦକ୍ଷିଣ ଓଡିଶା ଓ ପ୍ରସବତି ଜିଲ୍ଲା ଗୁଡିକ ମୌସୁମୀ ଆଗେଇବ |

ମୌସୁମୀ ପ୍ରବେଶ ପରେ ବି ପାଗ ବଦଳିଥିଲେବି ବର୍ଷା ସେଭଳି ନାହିଁ ହେଲେ ପାଗ ବଦଳି ଥିବାରୁ ପାରଦ ଖସିଛି ତାତିରୁ କିଛି ମାତ୍ରାରେ ଆସସ୍ତ୍ୱସ୍ତି ମିଳିଛି ରାଜ୍ୟ ତାମମାମେ ତାପ ମାତ୍ର 39 ଡିଗ୍ରୀ ରହିଥିଲା ବେଳେ | ମାଲକାନଗିରି ତାପ ମାତ୍ର 38 ଦୋଗ୍ରୀ ରହିଥିଲା ବେଳ କୋରାପୁଟ ତାପମାତ୍ରା 33ଦଶମିକି 5 ଡିଗ୍ରୀ | ସମ୍ବଲପୁର ଓ ନବରଙ୍ଗପୁର ରେ 32 ଡିଗ୍ରୀ ରେକଡ଼ ହୋଇଛି ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ କହିଛନ୍ତି ବର୍ଷା ବଢିଛି ବର୍ତମାନ ରାଜ୍ୟରେ ବର୍ଷା 7 ଦଶମୀକି 2 ମିଲିଟର ବର୍ଷା ହେବ କଥା |

ମାତ୍ର ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 9ଦଶମୀକି 9 ମିଲିଲିଟର ବର୍ଷା ହେଇଛି ଗତ କିଛି ଦିନ ହେବ ରାଜ୍ୟରେ ବର୍ଷା ପ୍ରୟ ନଥିଲା ବର୍ଷା ସ୍ତିସ୍ଥି ଦେଖା ଦେଇଥିଲା | ଜୁନ 1 ରୁ 15 ତାରିଖ ମଧ୍ୟରେ 73 ପ୍ରତିଶତ ବର୍ଷା ସମ୍ଭାବନା ଥିଲା ଏହା କମି 64 ପ୍ରତିଶତ ଆସିଛି ଆଗକୁ ବର୍ଷା ସ୍ତିତି ସୁଧୁରିବ ଓ ପାଣିପାଗ କେନ୍ଦ୍ର ରୁ ନିର୍ଦେଶକ ସୋରଜ ଚନ୍ଦ୍ର ସାହୁ ନିର୍ଦେଶକ ପୂର୍ବାନୁମାନ କରିଛନ୍ତି ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ |

ଆସନ୍ତା 23 କିମ୍ବା 24 ତାରିଖ ବେଳକୁ ରାଜ୍ୟରେ ବଡ ବର୍ଷା ହୋଇ ପାରେ ବୋଙ୍ଗାପ ସାଗରରେ ଘୁ ନି ବଳୟ ସୃଷ୍ଟି ହେବାରୁ ତାର ପ୍ରଭାବରେ ଓଡିଶା ଓ ପଶ୍ଟିମ ବୋଙ୍ଗପ ସ୍ଥାନର କେତକ ସ୍ଥାନରେ ବର୍ଷା ହେବେ | ପୁରୁ ରୁ 21 ତାରିଖ ବେଳକୁ ଘନି ଭୁତ ଆରମ୍ଭ ହେବ ତେବେ କୃଷି ପାଣିପାଗ ବିଶାରତ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା ଅନୁଯାଇ ଆସନ୍ତା ସପ୍ତାହ ମଧ୍ୟରେ ରାଜ୍ୟରେ କିଛି ସ୍ଥାନକୁ ପ୍ରବଳ ବର୍ଷା ରହିଛି |

About odisha news

Check Also

ଫୁଣି ପଣିପାଗ ପକ୍ଷରୁ ଆସିଲା ବଡ଼ ଖବର, ଏହି ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, ଦେଖି ରଖନ୍ତୁ କେଉଁ ସବୁ ଜିଲ୍ଲାରେ ଅଧିକ ବର୍ଷା ସହିତ ଘଡଘଡି ହେବାର ସମ୍ଭାବନା ରହିଛି !

ବର୍ତମାନର ବଡ଼ ଖବର ଫୁଣି ପାଣିପାଗକୁ ନେଇ ଆସୁଛି ବଡ଼ ସୂଚନା ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର 16 …

Leave a Reply

Your email address will not be published.