Breaking News

ସାବଧାନ ! ମାର୍କେଟରେ ମିଳୁଛି ନକଲି ଅଣ୍ଡା ,ଏହି ଉପାୟରେ ଜାଣନ୍ତୁ ଅଣ୍ଡା ଅସଲି ନାକି ନାହିଁ

ଘରେ ଘରେ ଏବେ ରୋଗୀ ଏମିତି କୋଉ ଘର ନାହିଁ ଯୋଉଠିକି କେହି ରୋଗୀ ନାହାନ୍ତି। ଏସବୁ ହେବାର ମୁଖ୍ୟ କାରଣ ହେଉଛି ଆମେ ନୀତିଦିନ ଖାଉଥିବା ଖାଦ୍ୟ। ଆଗକାଳରେ ମାନେ ଆମ ଜେଜେ ଙ୍କ ସମୟ ର କଥା ଟିକିଏ ଭାବନ୍ତୁ ସେତେବେଳେ ଲୋକେ ଔଷଧ କଣ ଜାଣୁନଥିଲେ। କାରଣ ସେତେବେଳେ ଯାହା ବି ଖାଦ୍ୟ ମିଳୁଥିଲା ସ୍ଵାସ୍ତ୍ୟପକ୍ଷେ ଭଲ ଆଉ ହିତକର ଥିଲା।ତେଣୁ ସେମାନେ ରୋଗ କଣ ଜାଣୁନଥିଲେ। କିନ୍ତୁ ଦର୍ଶକବନ୍ଧୁ ଆପଣ ମାନେ ତ ଜାଣିଥିବେ ଏବେକା ଖାଦ୍ୟ ରେ କେତେମାତ୍ରାରେ ମିଶ୍ରଣ କରାଯାଉଛି।

ଏମିତିକି ପ୍ରତେକ ଖାଦ୍ୟ ଏବେ ନକଲି ଉତ୍ପାଦନ ବି ବାହାର କରାଯାଉଛି। ସେମିତି ଏବେ ଏକ ଖବର ହଲଚଲ ସୃଷ୍ଟି କରିଛି। କିଛି ଟା ରିସର୍ଚ୍ଚ ର ଏବେ ଜଣାପଡିଛି କି ମାର୍କେଟ ଅସଲି ସହ କିଛି ଜଣ ନକଲି ଅଣ୍ଡା ବି ବିକ୍ରୟ କରୁଛନ୍ତି। ଆପଣ ବି ସହଜରେ ଜାଣିପାରିବବେନି କୋଉଟା ଅସଲି କୋଉଟା ନକଲି। ତେବେ ଆଜି ଆମେ ଆପଣଙ୍କୁ ଆମର ଏହି ପେଜ୍ ଜରିଆରେ ଏମିତି କିଛି ଉପାୟ କହିବୁ ଯାହାକି ଆପଣ ମାନଙ୍କୁ ନକଲି ଅଣ୍ଡା ଚିହ୍ନିବା ପାଇଁ ବହୁତ ସାହାଯ୍ୟ କରିବ।

ପ୍ରଥମେ ଜାଣିନିଅନ୍ତୁ କି ନକଲି ଅଣ୍ଡାର ଚୋପା ହେଉଛି ଧଳା ଯାହାକୁ କି ଯଦି ଆପଣ ନିଆଁ ଆଗରେ ଦେଖାଇବେ ତାହାଲେ ଏହା ଅତି ସହଜରେ ଜଳିଯିବ , କିନ୍ତୁ ଯଦି ଅସଲି ଅଣ୍ଡାର ଚୋପା ନିଆଁରେ ପକେଇବେ ତାର ରଙ୍ଗ କେବଳ କଳା ପଡିବ ଏବଂ ବହୁତ ସମୟ ବି ଲାଗିବ ଏହାକୁ ନିଆଁ ରେ ଜଳିବା ପାଇଁ । ତାହାଲେ ମନେ ରଖନ୍ତୁ ଯେବେବି ଆପଣ ଅଣ୍ଡାକୁ ଘରକୁ ଆଣୁଛନ୍ତି ତାକୁ ଖାଇବା ପୂର୍ବରୁ ତାର ଚୋପାକୁ ନିଆଁରେ ପ୍ରଥମ ପରିକ୍ଷା କରି ନିଅନ୍ତୁ ତାହା ଅସଲି କି ନକଲି ।

ଆହୁରି ବି ଯେତେବେଳେ ଦୋକାନରୁ ଅଣ୍ଡା କିଣି ଆଣୁସିଛନ୍ତି ତାକୁ ପ୍ରଥମେ କାନ ପାଖରେ ବଜାନ୍ତୁ ଯଦି ସେଥିରୁ କିଛି ଶବ୍ଦ ଆସିବ ତ ଜାଣିବେ ଅଣ୍ଡାଟି ଅସଲି ନୁହେଁ ବରଂ ନକଲି।ଏହା ବ୍ୟତୀତ ଘରକୁ ଅଣ୍ଡା ଆଣିବା ମାତ୍ରେ ସାଙ୍ଗେ ସାଙ୍ଗେ ତାକୁ ଏକ ପାଣି ପାତ୍ର ରେ ପକାଇ ଦିଅନ୍ତୁ ଆଉ ତା ପରେ ଦେଖନ୍ତୁ ଯଦି ଦେଖିଲେ ଅଣ୍ଡା ଟିପାଣି ରେ ବୁଡି ଯାଇଛି ତାହାଲେ ଜାଣିବେ ସେଟା ଅସଲି ମାତ୍ର ଯଦି ସେଟା ପାଣି ଉପରେ ଭାସି ରହୁଚି ତାହାଲେ ସିଓର ହେଇଯିବେ ଅଣ୍ଡାଟି ନକଲି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *