Breaking News

ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |

ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିଛି ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଯାଇଛି | ସେପଟେ ପାଣିପାଗ ଅନୁସାରେ ଆହୁରି ରାଜ୍ୟରେ ଆହୁରି 24 ଘଣ୍ଟା ପ୍ରବଳ ବରଷିବ ଏନି ଅଧକାଂଶ ଜିଲ୍ଲା ପାଇଁ yellow warning ଜାରିହେଇଛି | ତେବେ ବାଲେଶ୍ୱର ସହିତ 13 ଜିଲ୍ଲା ପାଇଁ ଆଜି yellow warning ଜାରି କରିଛି ପାଣିପାଗ ବିବାଘ |

ଯାହା କି ଆଜି ରାତି ଠାରୁ କାଲି ସଖାଳ 8.30 ମଧ୍ୟରେ ଏସବୁ ଜିଲ୍ଲା ମାନଙ୍କରେ ପ୍ରବଳରୁ ପ୍ରବଳ ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ ସହ ଅଧିକାଂଶ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ଲାଗି ପାଣିପାଗ ବିଭାଗ ସୂଚନା ଦେଇଛି | ତେବେ ଆଜିର ପାଣିପାଗ ନୂଆ ରିପୋର୍ଟ ଲଘୁଚାପ ର ପ୍ରଭାବରେ ଆଜି ରାଜ୍ୟର ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ କେଉଁ ସବୁ ଜିଲ୍ଲା ମାନଙ୍କୁ high alert ଜାରିକଳା ପାଣିପାଗ ବିଭାଗ ନିଶ୍ଚୟ ଜାଣି ରଖନ୍ତୁ ତା ପୂର୍ବରୁ ଆପଣ ମାନଙ୍କର ଅଂଚଳରେ ପରିସ୍ତିଥି କଣ ରହିଛି ଏବଂ ଆପଣ ମାନଙ୍କ ଜିଲ୍ଲାରେ କେତେ ପରିମାଣ ରେ ବର୍ଷା ହେଉଛି କମେନ୍ଟ ବକ୍ସ ରେ ଜଣାନ୍ତୁ |

ତେବେ ଆଂଚଳିକ ପାଣିପାଗ ବିଭାଗ ରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପଟି ଅଧିକ ଘନି ଭୁତ ହେବା ସହ ଅଧିକ ପ୍ରେସର ରେ ଲଘୁଚାପରେ ପରିଣତ ହୋଇଛି | ଏବଂ ଲଘୁଚାପ କ୍ଷେତ୍ର ଟି ଉତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ର ଉପକୂଳ ରେ ସକ୍ରିୟ ରହିଛି ଏବଂ ଏହା ସମୁଦ୍ର ପତନ ଠାରୁ 7.6 କିଲୋମିଟର ଯାଏ ବ୍ୟାପିଛି |ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ ଏହା ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି |

ଯାହାର ପ୍ରଭାବରେ ଆଜି ରାଜ୍ୟ ରେ ଉପକୂଳ ଗୁଡିକ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ ଏହା ସହ ପଶ୍ଚିମ ଓଡିଶା ଏବଂ ଆଭ୍ୟନ୍ତରଣ ଓଡ଼ିଶାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ମଧ୍ୟ high alert ଜାରି କରୁଛି ପାଣି ପାଗ ବିଭାଗ | ତେବେ ସେ ସବୁ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ୱର ,ଭଦ୍ରକ ,କେନ୍ଦ୍ରାପଡା ,ଜଗସିଂପୁର ,ଯାଜପୁର ମୟୁର ଭଞ୍ଜ ,କେଉଁଝର ଏବଂ ସୁନ୍ଦରଗଡ଼ ଅନୁଗୁଳ ,ବୌଦ୍ଧ ,ବଲାଙ୍ଗୀରି ,ନୂଆପଡା ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ଏଲୋ warning ଜାରି କରିଛି ପାଣିପାଗ ବିଭାଗ | ସେପଟେ ରାଜ୍ୟ ରେ ଗତ 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବା ପାଇଁ ମିଳିଚି |
ତେବେ ଦୁଇଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଛି ଯାହାକି 140 ମିଲି ମିଟର ରୁ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି | ତେବେ ସେସବୁ ଜିଲ୍ଲା ଗୁଡିକ ହେଉଛି କଟକ ଯାହା କି ବାଙ୍କୀ ଠାରେ 140 ମିଲିମିଟର ବର୍ଷା ସର୍ବାଧିକ ହୋଇଛି ଏବଂ ନୟାଗଡ଼ ର ଖଣ୍ଡପଡ଼ା ଠାରେ 117.4 ମିଲିମିଟର ରୁ ଅତିପ୍ରବଳ ବର୍ଷା ଦେଖିବା ପାଇଁ ମିଳୁଛି | ଏହା ସହ ଗଞ୍ଜାମର 111.8 ମିଲିମିଟର ବାଲେଶ୍ୱର ରେ 96.8 ମିଲିମିଟର ବର୍ଷା ସର୍ବାଧିକ ଦେଖିବା ପାଇଁ ମିଳିଛି |

About odisha news

Check Also

ଏବେ ଏବେ ବାତ୍ୟାକୁ ନେଇ ଆସିଲା ବଡ ଖବର, ଏହି ୧0ଟି ଜିଲ୍ଲାରେ କରିବ ଲ୍ୟାଣ୍ଡଫଲ କରିବା ବାତ୍ୟା ( ଆସାନି ) !

ଦର୍ଶକବନ୍ଧୁ ଏବେ ଏବେ ବାତ୍ୟାକୁ ନେଇ ଆସିଲା ବଡ଼ ଖବର ବେଙ୍ଗାପ ସାଗରରେ ହେବାକୁ ଥିବା ବାତ୍ୟା ଗତି ପଥ …

Leave a Reply

Your email address will not be published.