Breaking News

ସାବାସ ସିଲୁ! ଚାକିରି ଛାଡି ବେକାର ଯୁବକ ମାନଙ୍କୁ ମାଗଣା ଦେଉଛନ୍ତି ଆର୍ମୀ ଟ୍ରେନିଂ ତାଙ୍କ ପାଇଁ ନିଶ୍ଚୟ ଲାଇକ ଓ ସେୟାର କରନ୍ତୁ

ଭିଡିଓ ଟି ରେ ଆପଣ ମାନେ ଦେଖି ପାରୁଥିବେ ନଦୀ ପଠା ଉପରେ ଖୋଲିଛି ଆର୍ମୀ ବାରକ । ଆଉ ସେହି କ୍ଷେତ୍ର ମଧ୍ୟରେ ଆପଣ ଯୁଆଡେ ଚାହିଁବେ ଦେଖିବା ପାଇଁ ପାଇବେ ଯେ ସେନା ପ୍ରଶିକ୍ଷଣ ପାଇଁ ହୋଇଛି ବ୍ୟବସ୍ଥା । ନଦୀର ପଠା ବାଲିରେ ଆର୍ମୀ ରେ ଭର୍ତ୍ତି ହେବା ପାଇଁ ଯୁବକ ମାନେ କରୁଛନ୍ତି ଦୌଡ ପ୍ରଶିକ୍ଷଣ । ସେନାରେ ଭର୍ତ୍ତି ହେବା ପାଇଁ ଏହି ଠାରେ ରହିଛି ସମସ୍ତ ପ୍ରକାରାର ବ୍ୟବସ୍ଥା ଯାହା ଦ୍ଵାରତା ଯୁବକ ମାନେ ସେନାର ଇଣ୍ଟରଭ୍ୟୁରେ ସଫଳତା ପାଇ ପାରିବେ । ଏହାକୁ ଦେଖିଲେ ଆପଣ ଭବିବେ ଏଠାରେ କୌଣସି ସେନାର ପ୍ରଶିକ୍ଷଣ ଛାଲିଛି, କିନ୍ତୁ ଏହା ପଛର ସତ୍ୟ ଆଉ କିଛି, ବାସ୍ତବତା ଜାଣିଲେ ଅପାନ ବି ଆଶ୍ଚର୍ଯ୍ୟ ହୋଇ ଯିବେ ।

ଜଗତସିଂପୁର ଜିଲ୍ଲାରର ନଉଗାଁ ଅରଖକୁଦ ଗ୍ରାମର ଶିଲୁ ନାୟକ, ତାଙ୍କର ପିଲା ଟି ଦିନରୁ ସମାଜ ପାଇଁ କରିବାର କିଛି ଅଭିଳାଷ ରହିଥିଲା । ସେ 23 ବର୍ଷ ବୟସରେ CISF ରେ ଭର୍ତ୍ତି ହୋଇଥିଲେ । ହେଲେ ସେ ସେହି ସମୟ ଦେଖିଥିଲେ ଅନେକ ଯୁବକ ଫିଜିକାଲ ଇଣ୍ଟରଭ୍ୟୁ ରେ ବିଫଳ ହୋଥିଲେ ଯାହା ତାଙ୍କର ମନକୁ ବହୁତ ଆନ୍ଦୋଳିତ କରିଥିଲା । ସେ ଟ୍ରେନିଂ ଅଧାରୁ ଚାକିରି ଛାଡି ପଳାଇ ଆସି ସେ ନିଜ ଗ୍ରାମ ଅରଖକୁଦାରେ ପ୍ରତିଷ୍ଠା କରିଥିଲେ ମହାଗୁର ବାଟାଲିୟନ । ଯେଉଁ ଯୁବକ ମାନେ ଆର୍ମୀ କିମ୍ବା ପୋଲିସରେ ଭର୍ତ୍ତି ହେବା ପାଇଁ ଚାହୁଁଛନ୍ତି ସେ ସେମାନଙ୍କୁ ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେଉଛନ୍ତି ।

ତାଙ୍କର କହିବା କଥା ଆମ ଅଂଚଳ ର ପିଲା ମାନେ କିପରି ସେନାରେ ଅଧିକ ରୁ ଅଧିକ ଯୋଗ ଦେଇ ଭାରତ ମାର ସେବାରେ ନିଯୋଜିତ ହେବେ ସେଥିପାଇଁ ତାଙ୍କର ଏହି ପ୍ରୟାସ । ତେଣୁ ସେ ପିଲା ମାନଙ୍କୁ ସେଠାରେ ସବୁ ପ୍ରକାରର ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ସେ ପିଲା ମାନଙ୍କୁ ପିଜିକାଲ ଟ୍ରେନିଂ ଦେବା ସହ ପିଲା ମାନଙ୍କୁ ସାଧାରଣ ଜ୍ଞାନ ଓ ସେମାନଙ୍କୁ ବିଜ୍ଞାନ ଅନ୍ୟାନ ବିଷୟରେ ଶିକ୍ଷା ଦାନ ଦେଉଛନ୍ତି । ଯାହା ଦ୍ଵାରା ପିଲା ମାନେ ଲିଖିତ ପରୀକ୍ଷାରେ ମଧ୍ୟ ସଫଳତା ପାଇ ପାରିବେ । 2016 ମସିହାରୁ ସିଲୁ ବାଲିକୁଦା ଓ ନାଉଗାଁ ଅଂଚଳର ପିଲା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ଏବେ ସେଠାରେ ପ୍ରାୟ 60 ଜଣ ପିଲା ପ୍ରଶିୟାନ ନେଉଛନ୍ତି ।

ଆଉ ସେଠାରୁ ପ୍ରଶିକ୍ଷଣ ନେଇ ପ୍ରାୟ 40 ରୁ ଅଧିକା ପିଲା ଆର୍ମୀ, ପୋଲିସ ରେ ଭର୍ତ୍ତି ହୋଇ ସାରିଲେଣି । ସିଲୁଙ୍କୁ ଯେତେ ପ୍ରଶଂସା କରିଲେ ତାଙ୍କ କାମ ପାଇଁ ତାଙ୍କୁ ସାଲ୍ୟୁଟ କରାଯାଉ ଓ ତାଙ୍କ ପାଇଁ ଲାଇକ ଓ ସେୟାର କରନ୍ତୁ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ସ୍କୁଲ ଖୋଲିବା ଫାଇନାଲ ତାରିଖ ଏହି ତାରିଖରେ ଖୋଲିବ ସମସ୍ତ ସ୍କୁଲ କଲେଜ ..

ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ସରକାର ମଧ୍ୟ ଘୋଷଣା କରିଦେଇଛନ୍ତି କେବେ ଖୋଲିବ ରାଜ୍ୟରେ ସମସ୍ତ ସ୍କୁଲ …

Leave a Reply

Your email address will not be published.