Breaking News

ଭୟଙ୍କର ଶସ୍ତା ହେଲା ମଦ ଦର !

କମିବାକୁ ଯାଉଛି ମଦ ଦର ୩୦ ରୁ ୩୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଛାଡ କରିବେ ରାଜ୍ୟସ୍ତର ସରକାର |
ନୂଆ ଅବକାରୀ ରୂପରେ ଅତିରିକ୍ତ ଶୁଳ୍କ ଏବଂ ଏମଆରପି ହ୍ରାସ କରିବା ପାଇଁ ଘୋଷଣା କରାଯାଇଛି | ଯେଉଁଥିରେ ଶୁଳ୍କ ୩୦ ରୁ ୩୫ ଦର ଭିତରେ ରହିବା ପାଇଁ ସ୍ଥିର କରାଯାଇଛି |


ତେବେ ଏହା ଚଳିତ ମାସଠୁ ନୁହେଁ ଆସନ୍ତା ଏପ୍ରିଲ ମାସ ଠାରୁ ଲାଗୁ ହେବାକୁ ଯାଉଛି | ଏଠାରେ ଆମେ ସ୍ପଷ୍ଟ ଭାବେ କହିରଖିବୁ ଯେ ମଦ ଦର ଓଡିଶା ରେ ନୁହେଁ ରାଜସ୍ଥାନ ରେ କମିବ | ୨୦୨୧ -୨୨ ମସିହାରେ ଲାଗୁ ହୋଇଥିବା ଅବକାରୀ ବିତ୍ତି ଅନୁଯାଇ ଏପ୍ରିଲ ମାସ ୧ ତାରିଖ ରୁ ଏହା ଲାଗୁ ହେବାକୁ ଯାଉଛି | ତେବେ ଏହି ବିତ୍ତି ହିସାବରେ ଶୁଳ୍କ ଏବଂ ଏମଆରପି ହ୍ରାସ କରିବାକୁ ଯାଉଛନ୍ତି |


ଯାହାଦ୍ୱାରା ବିୟର ଉପରେ ଅତିରିକ୍ତ ୩୦ ରୁ ୩୫ ଟଙ୍କା ଶୁଳ୍କ ହ୍ରାସ କରାଯିବ ବୋଲି ସରକାର ଙ୍କ ପକ୍ଷ ରୁ ସୂଚନା ରହିଛି | ଏଠାରେ ଆମେ କହି ରଖୁଛୁ ଯେ ସରକାରୀ ମୂଲ୍ଯରେ ବିକ୍ରୟ ହେଉଥିବା ଦେଶୀ ମଦ ର ଦାମ ହ୍ରାସ କରାଯିବ ନାହିଁ |

ସରକାରୀ ନିୟମ ଅନୁସାରେ ସକାଳ ୧୦ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ନିୟମ ରହିଛି | ତେବେ ମଦ ରେଟ ହ୍ରାସ ଖବର ଶୁଣିବା ପାରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି | କହିଛନ୍ତି ଯେ ରାଜ୍ୟ ସରକାର ମଦ ରେଟ ରେ ହ୍ରାସ କରିବା ସ୍ଵାଗତ ଯୋଗ୍ୟ କାରଣ ଯେପରି ଭାବେ ମଦ ଉପରେ ଟାକ୍ସ ନିଆଯାଉଛି ତେବେ ଅନେକ ଲୋକେ ମଦ କିଣି ପାରୁନାହାନ୍ତି | ଦେଶୀ କିମ୍ବା ଅପମିଶ୍ରିତ ମଦ ପିଇ ଅସୁସ୍ଥ ଏବଂ ମୃତ୍ୟୁ ମୁଖରେ ପଡ଼ୁଛନ୍ତି | ସରକାର ଙ୍କ ଏପରି ନିସ୍ପତି ସ୍ଵାଗତ ଯୋଗ୍ୟ |


ଅନ୍ୟପକ୍ଷରେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ପେଟ୍ରୋଲ ଏବଂ ଡିଜେଲ ର ଦର ୧୦୦ ଛୁଇଁବାକୁ ବସିଲାଣି | ଯାହାଦ୍ଵାରା ସବୁ ସାମଗ୍ରୀ ର ଦର ହୁ ହୁ ହୋଇ ବଢିବାରେ ଲାଗିଛି | କିନ୍ତୁ ସରକାର ତାର ଦର କମଉନାହାନ୍ତି ଓଲଟି ମଦ ଦର କମାଉ ଛନ୍ତି | ଯାହାଦ୍ୱାରା ସମାଜରେ ହିଂସା କାଣ୍ଡ ବଢିବାରେ ଲାଗୁଛି | ତେବେ ମଦ ଦର ନୁହେଁ ବରଂ ଅନ୍ୟାନ ଖାଉଟି ସାମଗ୍ରୀ ର ଦର କମାଇବା ଦରକାର ବୋଲି ଖାଉଟି କହୁଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *