Breaking News

ସରକାର ଙ୍କ ବଡ ନିଷ୍ପତି,ବର୍ତ୍ତମାନ ଗୋଟିଏ କଲରେ ଆପଣଙ୍କ ଆକାଉଂଟରେ ଜମା ହେବ ସବସିଡି ପଇସା. . .

ବର୍ତ୍ତମାନ ଗ୍ଯାସ ଉପଭୋକ୍ତା ଙ୍କ ପାଇଁ ଖୁସି ଖବର ଆଧାର କାର୍ଡ ନମ୍ବର ନଥିଲେ ବି ମିଳିବ ସବସିଡ | ସାଧାରଣତଃ ଏଲ.ପି.ଜି ଗ୍ଯାସ କ୍ରୟ କଲେ ଗ୍ରାହକ ମାନଙ୍କୁ ମିଳିଥାଏ ସବସିଡ, ଏଠି ପାଇଁ ସରକାର ସିଧାସଳଖ ଏକାଉନ୍ଟ କୁ ପଇସା ପଠାଇଥାନ୍ତି | ଯେଉଁଥି ପାଇଁ ଆପଣଙ୍କ ବାଙ୍କ ଏକାଉନ୍ଟ ସହ ଆଧାର କାର୍ଡ ନମ୍ବର ଲିଙ୍କ ଥିବା ନିହାତି ରୂପେ ଆବଶ୍ୟକ ଅଟେ |


କିନ୍ତୁ ବର୍ତମାନ ସମୟରେ ଆପଣଙ୍କ ବାଙ୍କ ଏକାଉନ୍ଟ ସହ ଆଧାର କାର୍ଡ ଲିଙ୍କ ନଥିଲେ ବି ପାଇପାରିବେ ସବସିଡ | ଏଥିପାଇଁ ଆପଣଙ୍କ ଗ୍ଯାସ ଏଜେନ୍ସି ପାଖକୁ ଯାଇ ସେଠାରେ ନିଜର ଏକାଉନ୍ଟ ନମ୍ବର , ifsc code, ୧୭ ଅଙ୍କ ବିଶିଷ୍ଠ consumer କୋଡ ଦେବାକୁ ପଡିବ |
L . P . G ସହ କିପରି କରିବେ ଆଧାର ଲିଙ୍କ ???


L . P . G କନେକସନ ରେ ଆଧାର ଲିଙ୍କ କରିବାକୁ ଚାହୁଁଥିଲେ, ରେଜିସ୍ଟର୍ଡ ମୋବାଇଲ ନମ୍ବର ରେ କସ୍ଟମର କେୟାର ନମ୍ବର ୧୮୦୦୨୩୩୩୫୫୫ କୁ ପ୍ରଥମେ କଲ କରିବାକୁ ହେବ | ତେବେ ଏହି ଟୋଲ ଫ୍ରୀ ନମ୍ବର ରେ କଲ କରିବା ପରେ କସ୍ଟମର କେୟାର ଙ୍କୁ ନିଜ ଆଧାର ନମ୍ବର ଜଣାଇଲେ ଆପଣଙ୍କ L . P . G କନେକସନ ସହ ଆଧାର ଲିଙ୍କ ହୋଈଯିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *