ନମସ୍କାର ବନ୍ଧୁଗଣ, ଯେପରିକି ଆପଣ ମାନେ ସମସ୍ତେ ଜାଣିଥିବେ ଓଡିଆ ଗାୟିକା ଅସୀମା ପଣ୍ଡା ଙ୍କୁ ଆଜି ଓଡ଼ିଶାର ପ୍ରତି କୋଣ ଅନୁକଣ ରେ ସେ ବହୁତ ଭଲଭାବେ ପରିଚିତ। ତାଙ୍କର ସୁରିଲା କଣ୍ଠ ପାଇଁ ତାଙ୍କୁ ଓଡିଶା ବାସୀ ବହୁତ ଭଲ ପାଇବା ଦେଉଛନ୍ତି। ସେ ତାଙ୍କର ସମସ୍ତ ଚଳଚିତ୍ର ଗୀତ ଠାରୁ ଆରମ୍ଭ କରି ଆଲବମ ପର୍ଯ୍ୟନ୍ତ ସେ ଅନେକ ଗୀତ ଗାଇସାରିଛନ୍ତି। ଏ ପର୍ଯ୍ୟନ୍ତ ସେ ପ୍ରାୟ ତା 300 ରୁ ଅଧିକ ଗୀତ ଗାଇ ସାରିଲେଣି। ତାଙ୍କର ସୋସିଆଲ ମିଡ଼ିଆ ରେ ଅନେକ ଫ୍ଯାନ ଫୋଲୋଇଂସ ଅଛନ୍ତି।
ଆଜ୍ଞା ହଁ, ଏଥିରେ କୌଣସି ସନ୍ଧେହ ନାହିଁ ଅସୀମା ପଣ୍ଡା ବର୍ତ୍ତମାନ ସମୟରେ ଗୋଟେ ପରେ ଗୋଟେ ହିଟ ଗୀତ ଦେଇ ଚାଲିଛନ୍ତି। ତାଙ୍କର ଏହି ସବୁ ସୁପରହିଟ ଗୀତ ପାଇଁ ସୋଶଲ ମେଡିଆ ରେ ତାଙ୍କ ଫ୍ଯାନ ମାନଙ୍କ ସଂଖ୍ୟା ବହୁତ ଅଧିକ। ତେବେ ଏଇ ସମୟ ରେ ସୋସିଆଲ ମିଡ଼ିଆ ରେ ଅସୀମା ପଣ୍ଡା ଙ୍କ ର ଗୋଟିଏ ଭଡ଼ିଓ ଜୋର ସୋର ରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଭଡ଼ିଓ ଟି।
ଏବେ ର ସମୟ ହେଉଛି ପିକନିକ ର ସମୟ। ସମସ୍ତେ ଏହି ଶୀତ ଦିନ ରେ ପିକନିକ ଯିବା ପାଇଁ ବହୁତ ଭଲ ପାଇ ଥାନ୍ତି। ନିଜ ନିଜର ପରିବାର ହେଉ କିମ୍ବା ସାଙ୍ଗ ସାଥୀଙ୍କ ସହ ହେଉ ସମସ୍ତେ ଏହି ସମୟ ର ବୁଲିବାକୁ ବହୁତ ଭଲ ଓଆଇଥାନ୍ତି। ତେବେ ଅସୀମା ଓଅଣ୍ଡା ମଧ୍ୟ ନିଜର ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଛନ୍ତି। ସେ ଆଉ କୋଉ ଜାଗାକୁ ନୁହଁ ବରଂ ଆମ ଓଡ଼ିଶା ର ପ୍ରସିଦ୍ଧ ସ୍ଥାନ ପୁରୀ କୁ ଯାଇ ଛନ୍ତି।
ଏହି ପୁରୀ ବେଳାଭୂମିରେ ଅସୀମା ଏକ ଘୋଡା ଉପରେ ବସିଥିବା ବେଳେ ଏହାର ଲାଇଭ ଭିଡ଼ିଓ ବନାଇ ଛନ୍ତି ଓ ଏହାକୁ ନିଜର ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଛନ୍ତି।ତେବେ ଏହି ଭଡ଼ିଓ ରେ ତାଙ୍କର ଅନ୍ୟ ଜଣେ ସାଙ୍ଗ ଆଉ ଏକ ଘୋଡା ରେ ବସିଥିବା ର ମଧ୍ୟ ଦେଖିବାକୁ ମିଳୁଛି। ଦୁହେଁ ଏହି ସମୟ କୁ ବହୁତ ଉପଭୋଗ କରୁ ଥିବା ର ଦେଖି ବାକୁ ମିଳୁଛି।
ତେବେ ଅସୀମା ପଣ୍ଡା ଙ୍କର ଏହି ଭଡ଼ିଓ କୁ ତାଙ୍କର ପ୍ରଶଂସକ ମାନେ ବହୁତ ପ୍ରଶଂସା କରି ଛନ୍ତି। କାହିଁକି ନା ଏହି ଭଡ଼ିଓ ରେ ସେ ବହୁତ ଖୁସି ଥିବା ନଜର ଆସୁଛନ୍ତି। ଘୋଡା ଉପରେ ବସି ଆନନ୍ଦ ନେବାର ସେ ଦେଖା ଯାଉଛନ୍ତି। ସେ ଲାଇଭ ଆସି ନିଜର ପ୍ରଶଂସକ ମାନଙ୍କୁ କହିଛନ୍ତି କି ପୁରୀକୁ ଆସି ଘୋଡା ଉପରେ ବସିବା ବହୁତ ମଜା ଦାୟକ ହୋଇ ଥାଏ। ତେଣୁ ସେ ନିଜର ପ୍ରଶଂସକ ମାନଙ୍କୁ କହିଛନ୍ତି କି ପୁରୀ ନିଶ୍ଚୟା ଆସନ୍ତୁ ଆଉ ଏଠାକୁ ଆସି ଘୋଡା ଚଢା ର ମଜା ନିଶ୍ଚିତ ଭାବରେ ଉପ ଭୋଗ କରନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ