Breaking News

ସବ୍ୟ – ଅର୍ଚିତା ଙ୍କ ବିବାହ କୁ ନେଇ ଏମିତି କହିଲେ ସୁପର ଷ୍ଟାର ବାବୁସାନ

ସବ୍ୟ ସଚ୍ଚି ଏବଂ ଅର୍ଚ୍ଚିତା ଙ୍କ ବିବାହ ଫଟୋ ରେ ଅଭିନେତା ସବ୍ୟସାଚୀ ଙ୍କୁ ବର ବେଶ ରେ ଅଭିନେତ୍ରୀ ଅର୍ଚ୍ଚିତା ଙ୍କୁ ବଧୂ ବେଶ୍ ରେ ଦେଖିବାକୁ ମିଳିଛି । ପୂର୍ବ ରୁ ଉଭୟ ଙ୍କ ର ହଳଦୀ ସେରିମନି ଫଟୋ ମଧ୍ୟ ନଜର କୁ ଆସିଥିଲା । ଅନେକ ଦିନ ଧରି ସବ୍ୟ, ଅର୍ଚ୍ଚିତା ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ଚାଲିଥିଲା । କ୍ଷଣି ଙ୍କ ଭିତ ରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନ ରେ ଉଭୟ ଆବଦ୍ଧ ହୋଇଛନ୍ତି ।ବିବାହ ପରେ ଉଭୟ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ମଧ୍ୟ ମିଳୁଛି । ଅଭିନେତା ସବ୍ୟସାଚୀ ୨୦୦୭ ରୁ ପାଗଳ ପ୍ରେମୀ ଚଳଚ୍ଚିତ୍ର ରେ ମାଧ୍ୟମ ଉଳୀଉଡ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ ରେ ଓ ମାଇଁ ଲଭ୍ ରେ ପ୍ରଥମ ଥର ଅଭିନୟ କରିବାର ସୁଯୋଗ ପାଇଥିଲେ ।

ବର୍ତ୍ତମାନ ଓଲିଉଡ ଅଭିନେତା ସବ୍ୟସଚୀ ଏବଂ ଅର୍ଚିତା ଙ୍କ ବାହାଘର ଚର୍ଚାର ପରିସର ମଧ୍ୟରେ ରହିଛି | ସେମାନେ ରାଜସ୍ଥାନ ର ଏକ ରିସର୍ଟ ରେ ବିବାହ କରିଥିଲେ | କାଲି ସନ୍ଧ୍ଯାରେ ଓଡିଶା ମଧ୍ୟ ଫେରିଛନ୍ତି | ଆହୁରି ମଧ୍ୟ ସେମାନଙ୍କ ବିବାହ କୁ ନେଇ ମତ ରଖିଛନ୍ତି ବାବୁଶାନ | ଏବଂ ସେହି ଦୁହିଁ ଙ୍କୁ ବିବାଘର ନିମନ୍ତେ ଅନେକ ଶୁଭକାମନା ମଧ୍ୟ ଜଣାଇଛନ୍ତି |


ସେ କହିଛନ୍ତି ଯେ , ସାଇରାମ ସେ ମାନଙ୍କୁ ବହୁତ ଖୁସି ରେ ରଖନ୍ତୁ | ଏବଂ ସେମାନଙ୍କ ଯୋଡି ସବୁଦିନ ପାଇଁ ଅତୁଟ ରହୁ | ଅତୀତରେ ମଧ୍ୟ ବାବୁଶାନ ସବ୍ୟସଚୀ ଙ୍କ ସହ ଏକ ରୁ ଦୁଇ ଟି ମୁଭି କରିଥିଲେ | ଆହୁରିମଧ୍ୟ ବାବୁଶାନ ଅର୍ଚିତା ଙ୍କ ସହ ଅନେକ ମୁଭି କରିଛନ୍ତି | ସେ ନିକଟ ଅତୀତରେ ଅଜବ ସଞ୍ଜୁର ଗଜବ ଲଭରେ ମଧ୍ୟ ଅର୍ଚିତା ଙ୍କ ସହ ଦେଖିବାକୁ ମିଳିଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *