ତେବେ ପଶ୍ଚିମ ଦେଶ ଗୁଡିକ ଠାରୁ ସହାୟତା ମାଗି ନିଵାସ ହୋଇଥିବା ୟୁକ୍ରେନ ଏବେ ସୁରକ୍ଷା କରିବାକୁ ଏକାକୀ ଅଣ୍ଟା ଭିଡିଛି ଗୁରୁବାର ଆରମ୍ଭ ହୋଇଥିବା ଯୁଦ୍ଧ ରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି ରୁଷ ସେନା ୟୁକ୍ରେନ ର ରାଜଧାନୀ କିବ ରେ ବୋମା ବର୍ଶଣ କରୁଛନ୍ତି ହେଲେ ୟୁକ୍ରେନ ଭୟବିତ୍ତ ନ ହୋଇ କଡା ମୁକାବିଲା କରୁଛି |
ରୁଷ ସେନା ର ଏକାଧିକ ଗାଡି କୁ ରୁଷ ସେନା ଧ୍ବଂସ କରି ଦେଇଛି ଗୁରୁବାର ଦିନ ଆକ୍ରମଣ କରି ରୁଷ ସେନା ଅନେକ ଅଞ୍ଚଳ କୁ ୟୁକ୍ରେନ ନିଜ ଅଧୀନ ରେ ଆଣିଥିବାର ସୂଚନା ମିଳିଛି | ମିଳିଥିବା ସୂଚନା ଅନୁସାରେ ୟୁକ୍ରେନ ସେନା କିବ ଏୟାରପୋର୍ଟ ରେ ଗୋଟେ ଅଞ୍ଚଳ କୁ ନିଜ ଅଧୀନରେ ଆସିଥିଲେ |
ଏଠାରେ ଥିବା ଅଂଚଳ କୁ ରୁଷ ସେନା ନିଜ ଅଧୀନ ରେ ନେଇଥିଲା କିନ୍ତୁ ଫୁଣିଥରେ ୟୁକ୍ରେନ ସେନା ଏହାକୁ ନିଜ ଅଧୀନ ରେ ଆଣିବାରେ ସକ୍ଷମ ହୋଇଛି ଓ ରୁଷ ସେନା ମାନଙ୍କ ଗାଡି ନିଜ ଅଂଚଳ କୁ ପାଶୈ ଦେଇନାହାନ୍ତି ୟୁକ୍ରେନ ସେନା |
ତେବେ ବର୍ତ୍ତମାନ ସମୟର ସୂଚନା ଅନୁସାରେ ଯୁଦ୍ଧ ଟଳିବାର କିଛି ବାଟ ଦେଖିବାକୁ ମିଳିନାହିଁ ଦୁଇ ଦେଶ ର ସେନା ମାନଙ୍କ ମଧ୍ୟ ଭୀଷଣ ଯୁଦ୍ଧ ର ପରିସ୍ଥିତି ଦେଖିବାକୁ ମିଳିଛି ଏହା ସହ ଅନେକ ସାରା ଖବର ଏବେ ସାମ୍ନା କୁ ଆସିଛି ତେବେ ଏହାକୁ ନେଇ ଆପଣଙ୍କର କଣ ପ୍ରତିକ୍ରିୟା ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |