Breaking News

ରୁପା ତାଙ୍କ ଶାଶୁ ଘରେ କଣ କଣ ସବୁ ରୋଷେଇ କରନ୍ତି !

ଦର୍ଶକବନ୍ଧୁ ରୁପା ପିଣ୍ଟୁଙ୍କ ବ୍ଲଗ ତ ଆପଣମାନେ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ବ୍ଲଗ ଗୁଡିକ ମଧ୍ୟ ପସନ୍ଦ କରୁଥିବେ ତେବେ ବନ୍ଧୁଗଣ ଆପଣମାନେ ତାଙ୍କ ବ୍ଲଗ ରେ ଦେଖିଥିବେ ରୁପା ବହୁତ ସାରା ସ୍ୱାଦିଷ୍ଟ ଖାଦ୍ୟ ବନାଉଥିବାର ନଜରରେ ଆସନ୍ତି ଆଉ ଏହାକୁ ସେ ନିଜ ବ୍ଲଗ ରେ ଅପ୍ଲୋଡ କରନ୍ତି |

ତେବେ ଦର୍ଶକବନ୍ଧୁ ତାହା ଭେଜ ହେଉ ବା ନନଭେଜ ସେ ସବୁ ପ୍ରକାରର ଖାଦ୍ୟ ତାଙ୍କ ଘରେ ବନାନ୍ତି ଆଉ ତାଙ୍କ ଶାଶୂଘର ଲୋକଙ୍କୁ ଖାଇବାକୁ ଦିଅନ୍ତି ଯିଏ ଥରେ ତାଙ୍କ ହାତ ରନ୍ଧା ଖାଦ୍ୟ ହାଇଛି ସେ ସବୁବେଳେ ତାଙ୍କ ପ୍ରଶଂସା ନ କରି ରହିପାରନ୍ତି ନାହିଁ | ତେବେ ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଯେ ରୁପା କେଉଁ ସବୁ ଆଇଟମ ତିଆରି କରି ପାରିବେ |

ଦର୍ଶକବନ୍ଧୁ ଆପଣମାନେ ଦେଖିଥିବେ ଯେ ରୁପା ନିଜ ରୋଷେଇ କୁ ଗ୍ୟାସ ରେ ନକରି ଗୋଟେ ଓଡ଼ିଆ ଘରର ବୋହୁ ଭଳି ଚୁଲି ରେ ରୋଷେଇ କରିଥାନ୍ତି କିନ୍ତୁ ବେଳେ ବେଳେ କିଛି ବର୍ଷା ବା ଅସୁବିଧା ସମୟରେ ସେ ଗ୍ୟାସ ର ବ୍ୟବହାର କରିଥାନ୍ତି | ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଛନ୍ତି କି ରୁପା କେଉଁ ସବୁ ଆଇଟମ ଭଲ ରାନ୍ଧି ପାରନ୍ତି |

ତେବେ ବନ୍ଧୁଗଣ ଆପଣମାନେ ତାଙ୍କ ବ୍ଲଗ ରେ ଦେଖିଥିବେ ଯେ ରୁପା ଚିକେନ ମଟନ ମାଛ ଚିଙ୍ଗୁଡ଼ି ଏବଂ ଅନ୍ୟାନ୍ୟ ପ୍ରକାରର ନନ-ଭେଜ ଖାଦ୍ୟ କୁ ବହୁତ ସହଜ ଉପାୟରେ ତିଆରି କରିଥାନ୍ତି ଏଥିପାଇଁ ସେ ଶିଳରେ ବଟାଯାଇଥିବା ମସଲା ହଳଦୀଗୁଣ୍ଡ ଲଙ୍କା ଗୁଣ୍ଡ ତେଜ ପତ୍ର ଆଦି ମସଲା ର ବ୍ୟବହାର କରିଥାନ୍ତି |

ତେବେ ସୋମବାର ଓ ଗୁରୁବାର ଭଳି ନିରାମିଷ ବାରରେ ସେ ଛତୁ ତରକାରୀ ପନିର ତରକାରୀ ଡାଲମା ଶାଗଭଜା ଓ ଅନ୍ୟାନ୍ୟ ଖାଦ୍ୟ ଗୁଡିକୁ ତିଆରି କରିଥାନ୍ତି ଓ ଏହା ବ୍ୟତୀତ ରୂପ କୌଣସି ପର୍ବ ଗେଷ୍ଟ ମାନେ ଆସିଲେ ସେ ତାଙ୍କ ପାଇଁ ସ୍ପେସିଆଲ ଖାଦ୍ୟ ତିଆରି କରିଥାନ୍ତି | ତେବେ ଦର୍ଶକବନ୍ଧୁ ଆପଣଙ୍କୁ ରୂପ ପିଣ୍ଟୁ ଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.