Breaking News

ରୁପା ଓ ପିଣ୍ଟୁ ଙ୍କ ମାସିକ ରୋଜଗାର ଜାଣିଲେ ଆପଣଙ୍କ ହୋସ ଉଡିଯିବ !!

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଓଡିଶାର ପରିଚିତ ଯୋଡି ରୁପା ,ପି ଏବଂ ଖୁସୀ ମାସକୁ କେତେ ଟଙ୍କା ରୋଜଗାର କରୁଛନ୍ତି। ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ଓଡିଶାର ଲୋକପ୍ରିୟ ୟୁଟ୍ୟୁବ ଚ୍ୟାନେଲ ରୁପା ,ପିଣ୍ଟୁ ଖୁସୀ ଏକ୍ସପ୍ରେସ ତାଙ୍କର ଗୋଟେ ଦିନର ଇନିକମ୍ କେତେ ଅର୍ଥାତ୍ ସେ ୟୁଟ୍ୟୁବ ଚ୍ୟାନେଲରୁ ରୋଜଗାର କେତେ କରୁଛନ୍ତି।

ତେବେ ଦର୍ଶକ ବନ୍ଧୁ ଆପଣମାନେ ତାଙ୍କ ଚ୍ୟାନେଲ ଦେଖିଥିବେ ଏବଂ ବହୁତ ପସନ୍ଦ ମଧ୍ଯ କରୁଥିବେ ତେବେ ଆମେ ଜାଣିବା ଭାରତରେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ କେତେ ନମ୍ବର ସ୍ଥାନରେ ଅଛି। ବନ୍ଧୁଗଣ ଆପଣମାନେ ଜାଣିଥିବେ ତାଙ୍କର ଏହି ୟୁଟ୍ୟୁବ ଚ୍ୟାନେଲ ବହୁତ ଲୋକ ପ୍ରିୟତା ହାସଲ କରିଛି ଲୋକମାନେ ତାଙ୍କ ଭିଡ଼ିଓ ଦେଖିବାକୁ ସର୍ବଦା ଚାହଁ ରହିଥାନ୍ତି |

ଏବଂ ଅନେକ ଦର୍ଶକ ଖୁବ ଭଲ ପାଆନ୍ତି ସେ ତାଙ୍କ ଚ୍ୟାନେଲରେ ଭଲ ଭଲ ଭିଡିଓ ପୋଷ୍ଟ କରିଥାନ୍ତି ବର୍ତ୍ତମାନ ମ ସାରା ଓଡ଼ିଶାରେ ଲୋକପ୍ରିୟ ହୋଇ ସାରିଛି ଏବଂ ସାରା ଭାରତରେ ତାଙ୍କ ଚ୍ୟାନେଲ 10221 ସ୍ଥାନରେ ରହିଛି ଏବଂ ଅନେକ ଲୋକମାନେ ଏହା ପ୍ରଶ୍ନ କରୁଛନ୍ତି ଯେ ତାଙ୍କର ମାସିକ ଦରମା କେତେ ଏବଂ ତାଙ୍କ ୟୁଟ୍ୟୁବରୁ କେତେ ଟଙ୍କା ଆସୁଛି।

ତେବେ ଦର୍ଶକ ବନ୍ଧୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ମାସିକ ପଇସା ଆସୁଛି 4700 ରୁ 75000 ଆମେରିକା ଡ଼ଲାରରେ ରହୁଛି ଏବଂ ତାଙ୍କ ୟୁଟ୍ୟୁବରୁ ମାସିକ ଇନିକମ୍ ଦେଖିବାକୁ ଗଲେ 6000 ରୁ ନେଇ 9000 ରେ ଆମେରିକା ଡଲାର ରହୁଛି ତେବେ ଆମେ ଆପଣମାନଙ୍କୁ ଜଣାଇବାକୁ ଚାହୁଁ ଭାରତରେ ଏକ ଆମେରିକା ଡଲାରର ମୂଳ ହେଉଛି 71 ଭରତୀୟ ମୁଦ୍ରା ରହୁଛି।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.