ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହୁଛନ୍ତି ତେବେ ଲୋକମାନେ ସମସ୍ତେ ସୋସିଆଲ ମିଡିଆରେ ଦେଶ ବିଦେଶ ର ଘଟଣା ଓ ଖବର ବିଷୟ ରେ ଅତି ସହଜ ରେ ଜାଣିବା ସହ ଜେ କୌଣସି ସ୍ଥାନ ରେ ରହି ନିଜ ର ମନୋରଞ୍ଜନ କରିପାରୁଛନ୍ତି | ସୋସିଆଲ ମିଡ଼ିଆ ହଉଚି ଏପରି ଏକ ପ୍ଲାଟଫର୍ମ ଯେଉଁଥିରେ ଲୋକମାନେ ଫେମସ ହୋଇପାରିବେ | ଆଜି ଆମେ ଆପଣଙ୍କୁ ଏକ ଏପରି YouTube ଆକାଉଣ୍ଟ ବିଷୟ ରେ କହିବାକୁ ଯାଉଛୁ |
ଯାହା ଅତି କମ୍ ସମୟ ଭିତରେ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛି | ଆପଣ ସମସ୍ତେ YouTube ରେ ରୂପା ପିଣ୍ଟୁ ଲାଇଫଷ୍ଟିଲେ ସହିତ ବ୍ଲଗିଂ ଓ ଆଲବମ୍ ଭିଡିଓ ମଧ୍ୟ ଅପଲୋଡ ହୁଏ ଉଭୟ ରୂପ ଓ ପିଣ୍ଟୁ ମିଶି ଭିଡିଓ ଅପଲୋଡ କରନ୍ତି | ଲୋକମାନେ ଏହି ଦୁଇଜଣଙ୍କୁ ଖୁବ୍ ଭଲପାଇବା ଦେଇଛନ୍ତି।ଏହି ଦୁଇଜଣ ଙ୍କ YouTube ଆକାଉଣ୍ଟ ଭେରିଫାଏ ହୋଇଯାଇଛି | ତେବେ ଗତ କିଛି ଦିନ ହେବ ଏହି ଦୁଇଜଣ ଙ୍କ ଭିଡିଓ YouTube ରେ ଭାଇରାଲ୍ ମଧ୍ୟ ହୋଇଛି | ଏହି ଭିଡିଓ ରେ ରୂପ କାନ୍ଦୁଥିବ ର ନଜର ଆସୁଛନ୍ତି | ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ବିଷୟ ରେ କହିବାକୁ ଯାଉଛୁ | ବନ୍ଧୁଗଣ ଏହି ଭିଡିଓ ରେ ରୂପ କାନ୍ଦୁଥିବାର ନଜର ଆସୁଛନ୍ତି |
ରୂପ କାନ୍ଦିବା ସମୟ ରେ ପିଣ୍ଟୁ ତାଙ୍କ ସହ ମଜାକ କରୁଛନ୍ତି | ପିଣ୍ଟୁ କହୁଛନ୍ତି ଆଜି ରୂପ ଗାଁ ମେଳଣ ଆଜି ସେ ନିଜ ଗାଁକୁ ଯାଇଥାନ୍ତେ | ହେଲେ ପିଣ୍ଟୁ ମନା କରିବାରୁ ସେ କାନ୍ଦୁଛନ୍ତି | ଏହାପରେ ପିଣ୍ଟୁ ରୂପ ଙ୍କୁ ପଚାରୁଛନ୍ତି ଏହା ସତା ନ ମିଛ ରୂପ ନିଜ ମୁହଁ ଲୁଚାଇ ମୁଣ୍ଡ ଟୁଙ୍ଗାରି ହଁ କହୁଛନ୍ତି | ବନ୍ଧୁଗଣ ରୂପ କାନ୍ଦୁଥିବ ସମୟ ରେ ପିଣ୍ଟୁ ତାଙ୍କ ସହ ଖୁବ୍ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି | ଏହି ଭିଡିଓ ଟିକୁ ତାଙ୍କ ଫ୍ୟାନ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି | ତେହେଲ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ରୂପ ଓ ପିଣ୍ଟୁ ଙ୍କ ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିନ୍ତ ଜଣାନ୍ତୁ |
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …