Breaking News

ରୂପା ଙ୍କ ଆଖି ରେ ଲୁହା କିନ୍ତୁ କାହିଁକି କାନ୍ଦୁଛନ୍ତି ରୂପା, କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହୁଛନ୍ତି ତେବେ ଲୋକମାନେ ସମସ୍ତେ ସୋସିଆଲ ମିଡିଆରେ ଦେଶ ବିଦେଶ ର ଘଟଣା ଓ ଖବର ବିଷୟ ରେ ଅତି ସହଜ ରେ ଜାଣିବା ସହ ଜେ କୌଣସି ସ୍ଥାନ ରେ ରହି ନିଜ ର ମନୋରଞ୍ଜନ କରିପାରୁଛନ୍ତି | ସୋସିଆଲ ମିଡ଼ିଆ ହଉଚି ଏପରି ଏକ ପ୍ଲାଟଫର୍ମ ଯେଉଁଥିରେ ଲୋକମାନେ ଫେମସ ହୋଇପାରିବେ | ଆଜି ଆମେ ଆପଣଙ୍କୁ ଏକ ଏପରି YouTube ଆକାଉଣ୍ଟ ବିଷୟ ରେ କହିବାକୁ ଯାଉଛୁ |

ଯାହା ଅତି କମ୍ ସମୟ ଭିତରେ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛି | ଆପଣ ସମସ୍ତେ YouTube ରେ ରୂପା ପିଣ୍ଟୁ ଲାଇଫଷ୍ଟିଲେ ସହିତ ବ୍ଲଗିଂ ଓ ଆଲବମ୍ ଭିଡିଓ ମଧ୍ୟ ଅପଲୋଡ ହୁଏ ଉଭୟ ରୂପ ଓ ପିଣ୍ଟୁ ମିଶି ଭିଡିଓ ଅପଲୋଡ କରନ୍ତି | ଲୋକମାନେ ଏହି ଦୁଇଜଣଙ୍କୁ ଖୁବ୍ ଭଲପାଇବା ଦେଇଛନ୍ତି।ଏହି ଦୁଇଜଣ ଙ୍କ YouTube ଆକାଉଣ୍ଟ ଭେରିଫାଏ ହୋଇଯାଇଛି | ତେବେ ଗତ କିଛି ଦିନ ହେବ ଏହି ଦୁଇଜଣ ଙ୍କ ଭିଡିଓ YouTube ରେ ଭାଇରାଲ୍ ମଧ୍ୟ ହୋଇଛି | ଏହି ଭିଡିଓ ରେ ରୂପ କାନ୍ଦୁଥିବ ର ନଜର ଆସୁଛନ୍ତି | ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ବିଷୟ ରେ କହିବାକୁ ଯାଉଛୁ | ବନ୍ଧୁଗଣ ଏହି ଭିଡିଓ ରେ ରୂପ କାନ୍ଦୁଥିବାର ନଜର ଆସୁଛନ୍ତି |

ରୂପ କାନ୍ଦିବା ସମୟ ରେ ପିଣ୍ଟୁ ତାଙ୍କ ସହ ମଜାକ କରୁଛନ୍ତି | ପିଣ୍ଟୁ କହୁଛନ୍ତି ଆଜି ରୂପ ଗାଁ ମେଳଣ ଆଜି ସେ ନିଜ ଗାଁକୁ ଯାଇଥାନ୍ତେ | ହେଲେ ପିଣ୍ଟୁ ମନା କରିବାରୁ ସେ କାନ୍ଦୁଛନ୍ତି | ଏହାପରେ ପିଣ୍ଟୁ ରୂପ ଙ୍କୁ ପଚାରୁଛନ୍ତି ଏହା ସତା ନ ମିଛ ରୂପ ନିଜ ମୁହଁ ଲୁଚାଇ ମୁଣ୍ଡ ଟୁଙ୍ଗାରି ହଁ କହୁଛନ୍ତି | ବନ୍ଧୁଗଣ ରୂପ କାନ୍ଦୁଥିବ ସମୟ ରେ ପିଣ୍ଟୁ ତାଙ୍କ ସହ ଖୁବ୍ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି | ଏହି ଭିଡିଓ ଟିକୁ ତାଙ୍କ ଫ୍ୟାନ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି | ତେହେଲ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ରୂପ ଓ ପିଣ୍ଟୁ ଙ୍କ ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚିନ୍ତ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.