Breaking News

ରାଉରକେଲା ବିଷୟରେ ମାଳିକାର ଆଶ୍ଚର୍ଯ୍ୟ ଜନକ ଭବିଷ୍ୟବାଣୀ – ଜଳି ପୋଡିଯିବ ସୁନ୍ଦରଗଡ଼ ଓ ରାଉଲକେଲା ସାରା ଦୁନିଆ ଦେଖିବ, ମାଳିକା ଦେଲା ଚେତାବନୀ

ସ୍ଥାନ ତତ୍ବ ନିରୂପଣ ଓଡ଼ିଶାର ସ୍ଥାନ ତତ୍ବ ନିରୂପଣ କଥା ଆପଣଙ୍କ ଆଗରେ ଆମେ କହିବୁ ମହାପୁରୁଷ ଆଗତ ଭବିଷ୍ୟତ କଣ କହିଛନ୍ତି ରାଉରକେଲା ଓ ସୁନ୍ଦରଗଡ଼ ମାଟି କୁ ନେଇ ସବୁ ଦିଗରୁ ଯିଏ ସୁନ୍ଦର୍ ନାମ ତାର ସୁନ୍ଦରଗଡ଼ ତେଣୁ ସେଥି ପାଇଁ ମହାପପୁରୁଷ ବଡ଼ ସୁନ୍ଦର୍ ଭାବେ କହିଲେ ରାଉଲୁକେଲା ମାଟିରେ କଣ ହବ ।

“ଅଂସୁ ଘାତ୍ ବହୁ ଜୀବନ ଜୀବ” ,

ରାଉଲକେଲା ରେ ଅଗ୍ନି ଜଳିବ ଭୟଙ୍କର ଅଂଶୁଘାତ ସେଠୀ ହବ ଆଉ ଅଗ୍ନି ଜଳିବ ସେ ଜାଗାରେ ଆଉ ତା ସହିତ ତାହା କ୍ରୋଧ ହିଂସାର ଅଗ୍ନି ହଉ ନା ଅନ୍ୟ ତର୍ ଅଗ୍ନି ହେଉ ନିଆଁ ସୂର୍ଯ୍ୟ ଙ୍କ ରୌଦ୍ରତାପ୍ ଅଗ୍ନି ହଉ ଅଗ୍ନି ବର୍ଷା କଥା ଲେଖା ଯାଇଛି ଆଉ ସହିତ ଆଉ ତା ସହ କଣ ହବ “ସବୁ ଧର୍ମ ଲୋକ ଏକାଠି ହେବେ ବହୁ ଜ୍ଞାନୀ ଗୁଣୀ ସେଠି ଜନ୍ମି ବେ” ରାଉରକେଲା ମାଟି କୁ ପ୍ରଣାମ କରିବି ଯୋଉଠି ବହୁ ଜ୍ଞାନୀ ଗୁଣୀ କଳାକାର ହବ ସନ୍ଥ ସାଧୁ ମାନେ ଏକାଠି ହେବେ ଆବ୍ରିଭାବ ହବ ବୋଲି ମହାପୁରୁଷ କହୁଛନ୍ତି ।

 

ସବୁ ଧର୍ମର ଲୋକ ହିନ୍ଦୁ,ମୁସଲମାନ ସମସ୍ତେ ସେଠି ପରିପୂର୍ଣ ହବ ବୋଲି ମହାପୁରୁଷ କହୁଛନ୍ତି ତା ସହିତ ସେ ଜାଗାରେ କଣ ହବ ଆଗତ ଭବିଷ୍ୟତ ରେ ମହାଯଜ୍ଞ ହବ ପୁଣି ସେଠାରେ । ସାଧୁ ମେଳା ପୁଣି ବେଦ ବାସ୍ୟରେ ମହା ସାଧୁ ମେଳା ହବ ଆଉ ମହା ଯଜ୍ଞ କଣ । ସେହି ଜାଗାରେ ପୂର୍ଣ୍ଣକୁମ୍ଭ ଅନୁଷ୍ଠିତ ହବ ବିଶ୍ଵ ରେ ସମସ୍ତ ସାଧୁ ସନ୍ଥ ଏକାଠି ହେବେ, ପୁନଶ୍ଚ ବିଶ୍ଵ ଦରବାର ଦେଖିଲା ଭଳି ସାଧୁ ସନ୍ଥ ମାନେ ଯଜ୍ଞ କରିବେ କଳିର ବିପର୍ତ୍ତକୁ ନାଶ କରିବା ପାଇଁ ଏହି ଭୟଙ୍କର କଳିକାଳରେ ।

ତା ସହିତ ମହା ଯଜ୍ଞ ହେବ ସେଠାରେ ସାଧୁ ମେଳା ହେବ ବେଦ୍ ବାସ୍ୟା ରେ ରାଉଲକେଲା ତା ସହିତ ବେଦବ୍ୟାସରେ ମହା ପ୍ରଭୁଙ୍କର ସାଧୁ ମେଳା ହେବ ଏବଂ ଏହି ଦିବ୍ୟ ସାଧନ ମାନେ ଆସି ଯଜ୍ଞ ଆରମ୍ଭ କରିବେ । ତା ସହିତ “ମାତା ବୈଷ୍ଣଦେବୀ କୃପା ଅପାର ତାଙ୍କୁ ସେ ବୁଧିବେ ଭକତ ନର”  ବୈଷ୍ଣଦେବୀ ଯାହା କୁ ଆମେ ଦେଖିନୁ ଆଉ ବୈଷ୍ଣଦେବୀ ଯୋଉଠେ ଅଛନ୍ତି ଭକ୍ତ ମାନଙ୍କୁ କୃପା କରିବେ ସୁନ୍ଦରଗଡ଼ର୍ ବୈଷ୍ଣଦେବୀ ଆଉ ତାକୁ ମାତୃ କୃପା ଶକ୍ତି ହିନ ହେବେନି ମଣିଷ ଅପାର କୃପା ।

 

ଆଉ ସବୁଠୁ ବଡ଼ କଥା ହେଲା ରାଉଲକେଲା ଯିଏ ଆଶା ନେଇ ଆସେ ସିଏ କେବେ ହେଲେ ନିରାଶ ହୋଇ ଫେରେନି ଅନେକ ସମୃଦ୍ଧି ଶାଳୀ ହେଇଚି ସେଠାରେ ଅନେକ ଦୁଃଖ ସେଠାରେ ସୁଖରେ ବଦଳି ଯାଇଛି । ରାଉଲକେଲା ମାଟିର ଗର୍ବ ଗୌରବ ଆପଣ ମାନେ ସେଠି ଗର୍ବ ଗୌରବ ଇସିପାତ୍ କାରଖାନା ଠାରୁ ଆରମ୍ଭ କରି ସମସ୍ତ ଗଡ଼ି ଉଠିଛି । ତେଣୁ ମହା ପୁରୁଷ କହୁଛନ୍ତି ସେ ଜାଗାରେ ଜ୍ଞାନୀ ଗୁଣୀ ଜନ୍ମ ହେବା ସହିତ ମହା ସାଧୁ ମେଳା ହବ ।

ଅଂଶୁଘାତ ପ୍ରାଣ ଯିବ ଆଉ ତା ସହିତ “ ମାତା ବୈଷ୍ଣଦେବୀ କୃପା ଅପାର” ସେ ଜାଗାରେ ଆଗତ ଭବିଷ୍ୟତରେ ହବା ଆଉ ସମସ୍ତ ଧର୍ମ ର ଲୋକ ସେଇ ଜାଗାରେ ଏକାଠି ହେବେ ବୋଲି ଆଗତ ଭବିଷ୍ୟତ କଥା କଣ କଣ ଜିଲ୍ଲା ଙ୍କୁ ନେଇ ଆଗତ ଭବିଷ୍ୟତ ରେ ଏକତ୍ରିତ ହବ। ପାଟି ମିଛ କହି ପାରେ ସତ ହେଲେ ମାଟି କେବେ ମିଛ କହି କହେନା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *