ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ଫେମସ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ ।ଏହି ଦୁଇଜଣ ଙ୍କର ଅଭିନୟ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି।ତେବେ ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ତାଙ୍କର ସୁନ୍ଦର ଅଭିନୟ ପାଇଁ ସାରା ଓଡ଼ିଶାରେ ଘରେ ଘରେ ପରିଚିତ ହୋଇପାରିଛନ୍ତି।
ଏହି ଦୁଇଜଣ ଏବେ ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ତେବେ ବିବାହ ପରେ ଏହି ଦୁଇଜଣ କେତେଗୁଡିଏ ରୋମାଣ୍ଟିକ ଫଟୋ ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯାହା ଏବେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।ତେବେ ଆସନ୍ତୁ ଏହି ଦୁଇଜଣ ଙ୍କର ବିଷୟରେ ଅଧିକ କିଛି ଜାଣିବା ଓ ଏହି ରୋମାଣ୍ଟିକ ଫଟୋ ଗୁଡିକୁ ଦ୍ଵଖିବା।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇଜଣ ମାର୍ଚ୍ଚ 1 ତାରିଖରେ ବିବାହ ବନ୍ଧନ ଏରେ ବାନ୍ଧି ହୋଇଥିଲେ।ତେବେ ଏହି ଦୁଇଜଣ କେବଳ ତାଙ୍କ ଦୁଇ ପରିବାର କୁ ନେଇ ରାଜସ୍ଥାନ ର ଗୋଟିଏ ବିଳାସ ପୂର୍ଣ୍ଣ ଜାଗାରେ ଯାଇ ବିବାହ କରିଥିଲେ।ତେବେ ଏହି ଦୁଇଜଣ ବିବାହ ପୂର୍ବ ରାତିରେ ହିଁ ଜଣାଇ ଥିଲେ କି ସେ ବିବାହ କରିବାକୁ ଯାଉଛନ୍ତି।ତେବେ ଏହି ଖବର ପାଇ ଚାରି ଆଡୁ ତାଙ୍କୁ ଅଭିନନ୍ଦନ ଜାଣିଥିଲେ ସମସ୍ତେ।
ତେବେ ସେ ରାଜସ୍ଥାନ ରେ ବିବାହ କରି ସେଠାରେ 5 ଦିନ ବୁଲା ବୁଲି କରି ଓଡିଶା ଫେରିଥିଲେ।ସେ ଯେତେବେଳେ ଭୁବନେଶ୍ୱର ରେ ପହଞ୍ଚି ଥିଲେ ତାଙ୍କୁ ସ୍ବାଗତ କରିବା ପାଇଁ ବହୁତ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା।ତେବେ ଏବେ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ସବ୍ୟସାଚୀ ଓ ଅର୍ଚ୍ଚିତା ଗୋଟିଏ ସ୍ୱିମିଙ୍ଗ ପୁଲ ରେ ଏକାଠି ଗାଧୋଉଛନ୍ତି ତେବେ ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ