Breaking News

Big Breaking: ରେଙ୍ଗାଲି ଡ଼୍ୟାମ ଏବେ ବିପଦରେ, ଏମିତି କଥା ଆସିଲା ସାମ୍ନାକୁ….ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଓଡ଼ିଶାର ଅନୁଗୁଳ ଜିଲ୍ଲାରୁ ପ୍ରାୟ 70 କିଲୋମିଟର ଦୂରରେ ରେଙ୍ଗାଲି ବୋଲି ଗୋଟେ ଗାଁ ପାଖରେ ରେଙ୍ଗାଲି ଡ୍ୟାମ ନିର୍ମାଣ କରାଯାଇଛି । ହୀରାକୁଦ ଡ଼୍ୟାମ ପରେ ରେଙ୍ଗାଲି ଡ୍ୟାମ ଓଡ଼ିଶାର ବୃହତ୍ତମ ଡ୍ୟାମ । ମାନେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବୃହତ୍ତମ ଡ୍ୟାମ ରେ ରେଙ୍ଗାଲି ଡ୍ୟାମ ନାଁ ଆସେ । ବ୍ରାହ୍ମଣୀ ନଦୀକୁ ବାନ୍ଧି ରେଙ୍ଗାଲି ଡ୍ୟାମ ନିର୍ମାଣ କରାଯାଇଛି । 1985 ମସିହାରେ ରେଙ୍ଗାଲି ଡ୍ୟାମ ନିର୍ମାଣ କରାଯାଇଥିଲା । 1975 ରୁ 1985 ମସିହା ଭିତରେ ଏହି ଡ୍ୟାମର କାମ କମ୍ପଲଟି ହୋଇଥିଲା ।

ଯେତେ ବେଳେ ରେଙ୍ଗାଲି ଡ୍ୟାମ ନିର୍ମାଣ କରାଯାଇଥିଲା । ସେଠାରେ ରହିଥିବା ପାଖ ଆଖର ଲୋକ ଡ୍ୟାମ ତିଆରି ନ ହେଉ ବୋଲି ଦାବି କରିଥିଲେ । ଏହି ଡ୍ୟାମ ତିଆରି ହେବା ଯୋଗୁ ପାଖା ପାଖି 10 ହଜାର 7 ଶହ ପରିବାର ବିସ୍ଥାପିତ ହୋଇଥିଲେ । ରେଙ୍ଗାଲି ଡ୍ୟାମର ଉଚ୍ଚତା 70 . 5 ମିଟର ଅର୍ଥାତ୍ 2 ଶହ ଫୁଟ ଓ ଡ୍ୟାମର ଲମ୍ବା 10 ହଜାର 40 ମିଟର ଅର୍ଥାତ୍ 3 ହଜାର 412 ଫୁଟ । ରେଙ୍ଗାଲି ଡ୍ୟାମରେ 5 ଟି 50 ମେଗା ୱାଟର ଟ୍ରବାଇଲିଁ ଲଗାଯାଇଛି ।

ସବୁ ଟ୍ରବାଇଲିଁ କୁ ମିଶାଇଲେ 250 ମେଗା ୱାଟର ବିଦ୍ୟୁତ ବାହାରିବା ପାଇଁ ଟ୍ରବାଇଲିଁ ଲଗାଯାଇଛି । ଡ୍ୟାମର। ପାଣିକୁ ନିୟନ୍ତ୍ରିତ କରିବା ପାଇଁ ଦୁଇଟି କେନାଲ ତିଆରି କରାଯାଇଛି । ଏହି ଅଞ୍ଚଳରେ ବାର୍ଷିକ ହରା ହରି 15 ଶହ 70 ମିଳି ମିଟର ବର୍ଷା ହୋଇଥାଏ । 2008 ମସିହାର ଏକ ରିପୋର୍ଟ ଅନୁସାରେ ଏଥିରେ ପ୍ରାୟ 16 ଶହ 85 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ମୂଳ ଖର୍ଚ୍ଚ ଠାରୁ 6 ଗୁଣ ଅଧିକ ଖର୍ଚ୍ଚ ହୋଇଛି । ଜଣିକି ଆର୍ଶ୍ଚଯ୍ୟ ହେବେ ଏତେ ଟଙ୍କା ଖର୍ଚ୍ଚ ହେଲା ପରେ ମଧ୍ୟ ଏହି ଡ୍ୟାମର କାମ ସମ୍ପୂର୍ଣ୍ଣ ହେଇ ନାହିଁ ।

ଯେଉଁ ଜଳ ସୋଚନ ଉପରେ କାମ ହେବା କଥା ଏଯାଏଁ ଲୋକଙ୍କୁ ଦିଆଯାଇ ନାହିଁ । ଆଜିକୁ ପ୍ରାୟ 20 ବର୍ଷ ହେବ ଓଜନିଆ ଜାନ ବାହାନ ଚଳାଚଳି ହେଉ ନାହିଁ । ରେଙ୍ଗାଲି ଦ୍ୟାମର ବ୍ରିଜ ତଳେ ଏକ ଡ୍ୟାମ୍ ତିଆରି ହେବ ବୋଲି ସରକାର ପ୍ରସ୍ତାବ ଦେଇଛନ୍ତି । ନଭେମ୍ବର ରୁ ମାର୍ଚ୍ଚ ମାସ ଭିତରେ ଏହି ଜାଗାକୁ ଓଡ଼ିଶାର ସବୁ ଜିଲ୍ଲାରୁ ଲୋକମାନେ ପିକନିକ ପାଇଁ ଆସିଥାନ୍ତି ଡ୍ୟାମ ଉପରକୁ ଚଢିଲେ ଦୂରରେ ଥିବା ପାହାଡ଼ର ସୁନ୍ଦ୍ରଜ୍ୟ କୁ ଉପଭୋଗ କରୁ ପାରିବେ । ଆପଣମାନେ କେବେ ଏହି ଡ୍ୟାମକୁ ଯାଇଛନ୍ତି । ଯଦି ଯାଇଛନ୍ତି ଆମକୁ କମେଣ୍ଟ ରେ ଜାଣନ୍ତୁ ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.