Breaking News

ରିୟଲ ଲାଇଫରେ କିଛି ଏପରି ଦେଖାଯାନ୍ତି ଝିଅ ଆମର ନୂଆବୋହୁ ସିରିଏଲ ର ହିରୋଇନ ପୂଜା

ତେବେ ଦର୍ଶକବନ୍ଧୁ ଆପଣମାନେ ପ୍ରତ୍ୟେକ ଦିନ ଝିଅ ଆମର ନୂଆ ବୋହୁ ସିରିଏଲ ତ ପ୍ରତ୍ୟେକ ଦିନ ଦେଖୁଥିବେ ଆଉ ଏହି ସିରିଏଲ ର ଲିଡ଼ ନାୟିକା ପୂଜା ଗୋଟେ ଓଡ଼ିଆ ଘରର ବୋହୁ କ୍ୟାରେକ୍ଟର ରେ ଦେଖାଯାଆନ୍ତି ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଛନ୍ତି କି ପୂଜା ତାଙ୍କ ରିଅଲ ଲାଇଫ ରେ କେମିତି ଜୀବନ ଜାପନ କରୁଛନ୍ତି ଆଉ ତାଙ୍କ ପ୍ରକୃତ ନାଁ କଣ ସିଏ କଣ ପାଠ ପଡିଛନ୍ତି ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା |

ତେବେ ଦର୍ଶକବନ୍ଧୁ ଆପଣମାନେ ଝିଅ ଆମର ନୂଆ ବୋହୁ ସିରିଏଲ ରେ ପୂଜାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚିତ ଭାବରେ ଦେଖିସାରିଥିବେ ତେବେ ଦର୍ଶକବନ୍ଧୁ ପୂଜାଙ୍କ ପ୍ରକୃତ ନାଁ ରହିଛି ଲାବରିନ ଖାନମ ଆଉ ସେ ଯାଜପୁର ରୁ ତାଙ୍କ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି ଫକୀର ମୋହନ କଲେଜ ରୁ ତେବେ ସେ ବୋଲିଉଡ଼ ଇଣ୍ଡଷ୍ଟ୍ରି ଜଣେ ମଡେଲ ଭାବରେ 2 ବର୍ଷ କାମ କରିସାରିଛନ୍ତି |

ଆପଣମାନେ ଜାଣିଥିବେ ଯେ ତାଙ୍କର ଗୋଟେ କାଷ୍ଟିଙ୍ଗ କମ୍ପାନୀ ମଧ୍ୟ ରହିଛି ଯାହାଦ୍ୱାରା ସେ ଆକ୍ଟର ଏବଂ ଆକ୍ଟ୍ରେସ ମାନଙ୍କୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଯୋଗାଇଥାନ୍ତି ଆଉ ଯେତେବେଳେ ଝିଅ ଆମର ନୂଆ ବୋହୁ ସିରିଏଲ ର ଅଡିସନ ପାଇଁ ତାଙ୍କ ପାଖରୁ ପିଲାମାନଙ୍କୁ ମଗାଯାଇଥିଲା ତେବେ ସେ ନିଜେ ହିଁ ଏହି ସିରିଏଲ ରେ ଅଡିସନ ଦବାକୁ ଆସିଥିଲେ ଆଉ ପ୍ରଥମ ଚଏସ ଭାବରେ ଜଜ ମାନଙ୍କର ସିଲେକ୍ଟ ହୋଇଥିଲେ |

ଆଉ ଏହି ସିରିଏଲ ରେ ଅଭିନୟ କରିବା ପାଇଁ ତାଙ୍କୁ ଗୋଟେ ଏପିସଡ଼ କୁ ପ୍ରାୟ 20 ରୁ 25 ହଜାର ଟଙ୍କା ମିଳୁଛି ଓ ତାଙ୍କର ଅଭିନୟ ଏବେ ଘରେ ଘରେ ବହୁତ ସାରା ଲୋକପ୍ରିୟତା ହୋଇଚାଲିଛି ତେବେ ଦର୍ଶକବନ୍ଧୁ ଝିଅ ଆମର ନୂଆ ବୋହୁ ସିରିଏଲ ରେ ଆପଣମାନଙ୍କୁ ପୂଜାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.