ବନ୍ଧୁଗଣ ଆଜି ଆମେ ଏମିତି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣ ମଧ୍ୟ ଗୋଟିଏ ଧନବାନ ବ୍ୟକ୍ତି ହୋଇ ପାରିବେ ବନ୍ଧୁଗଣ ଘରେ ଯଦି ଆପଣ ଏହି ଦୁଇଟି ଦିନିଷକୁ ଜଳନ୍ତି ତେବେ ଆପଣଙ୍କୁ କୋଟି ପତି ହେବାର କେହିବି ରୋକି ପାରିବେ ନାହିଁ | ଜୀବନରେ ପ୍ରତେକ ମଣିଷକୁ ଟଙ୍କା ପଇସାର ଦରାକର ପଡିଥାଏ ଏବଂ ଧନୀ ହେବାକୁ କିଏବା ଜାଣିନଥାଏ |
ତେଣୁ ସମସ୍ତେ ଖୁସିରେ ଜୀବନ କାଟିବାକୁ ଚାହିଁଥାନ୍ତି ତେଣୁ ଏଥି ପାଇଁ ପଇସାର ଦରକାର ପଡିଥାଏ କିନ୍ତୁ ଆଜିର ସମୟରେ ଧନ କମାଇବା ସହଜ ହୋଇନଥାଏ ଆଜିର ସମୟରେ ମଣିଷ ବହୁତ ପରିଶ୍ରମ କଲା ପରେବି ଜୀବନ ଜିଇଁବା ପାଇଁ ଅଳ୍ପ କିଛି ରଖିଥାଏ | ପ୍ରଥମେ ଆପଣ କପୁର ଲବଙ୍ଗ ଅଣାନ୍ତୁ ଏହି ଦୁଇଟି ଦିନିଷକୁ ଜଳାଇ ଆପଣ ମଧ୍ୟ କୋଟି ପତି ହୋଇପାରନ୍ତି ଏହା ସହିତ ଧନର ସବୁ ସମସ୍ୟା ଏବଂ ଯଦି କରଜ ଭାର ରହିଛି |
ତେବେ ତାହା ମଧ୍ୟ ଦୂର ହେଇପାରିବ ଏହି କାର୍ଯ୍ୟ କରିବା ଦ୍ୱାରା ମଧ୍ୟ ଆପଣଙ୍କର ଅଟକିରହିଥିବା ସବୁ କାର୍ଯ୍ୟ ମଧ୍ୟ ଜୋର ସୋରରେ ଚାଲୁ ହେବାକୁ ଲାଗିବ ଏବଂ ଆପଣଙ୍କର ସବୁ ମନସ୍କମାନ ଏବଂ ସବୁ ଇଚ୍ଛା ନିଚୟ ଭାବରେ ପୁରଣ ହେବାରେ ଲାଗିବ |
ତେବେ ରାତ୍ରି ସମୟରେ ଗୋଟିଏ ଦୀପ ଅଣାନ୍ତୁ ଏବଂ ସେଥିରେ ଗୋଟିଏ କପୁର ଖଣ୍ଡ ଏବଂ ପାଞ୍ଚଟି ଲବଙ୍ଗ ନିଅନ୍ତୁ ତାପରେ ଆପଣ କପୁର ସେହି ଖଣ୍ଡରେ ନିଆଁ ଲଗାଇ ଦିଅନ୍ତୁ ଯେତେବେଳେ ଆପଣ ଦେଖିବେ ସେହି କପୁରରେ ନିଆଁ ଲଗାଇବେ ତେବେ ସେହି କପୁର ଜାଳିବା ସହିତ ଲବଙ୍ଗ ମଧ୍ୟ ଜଳିବ ଏବଂ ଦୁଇଟି ଯାଙ୍କ ଜଳିବାରେ ଲାଗିବ ତାପରେ ଏହାକୁ ଜଳୁଥିବା ଅବସ୍ଥାରେ ଏହାକୁ ନେଇ ଆପଣ ଆପଣଙ୍କର ମୁଖ୍ୟ ଫଟାକର ସାମ୍ନା ବାମପଟେ ରଖିଦିଅନ୍ତୁ |
ଯାହା ଫଳରେ ଏହା ଆପଣଙ୍କ ଘରର ସବୁ ନକାରାତ୍ମକ ଶକ୍ତି ନଷ୍ଟ ହୋଇଯିବ | କାରଣ କପୁର ଜଳିବ ଦ୍ୱାରା ଘରକୁ ନକାରାତ୍ମକ ଉର୍ଜା ଦୂର କାରିଥାଏ ଘରକୁ ଧାନ ଆସିବାର ସବୁ ରାସ୍ତା ଖୋଲି ଦେଇଥାଏ ଯାହା ଦ୍ୱାରା ଆପଣ ଆପଣଙ୍କର ଘରକୁ ଧନ ସମ୍ବଧିତ ଅସୁଵିଦା ବା ଧନ ସମ୍ପତି ଆସିବାର ସବୁ ରାସ୍ତା ଖୋଲି ଯିବା
ଏବଂ ଆପଣଙ୍କ ଘରୁ ସବୁ ଅଭାବ ମଧ୍ୟ ଦୂର ହେବାକୁ ଲାଗିବ ଘରକୁ ଟଙ୍କା ପଇସାର ଆଗମନ ହେବ ଏହା ସହିତ ଘରେ ଧନ ସମ୍ପତି ବା ଟଙ୍କା ପଇସା ସ୍ଥାଇ ରୂପରେ ବାସ କରିଥାଏ ଏହା ସହିତ ମଧ୍ୟ ମାତା ଲକ୍ଷ୍ମୀଙ୍କର ଘରେ ବାସ ହୋଇଥାଏ ଏବଂ ଯେଉଁ ଠାରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେଠାରେ କେବେବି ଧନ ସମ୍ପତିର ଅଭାବ ରହିନଥାଏ |