Breaking News

ରାତିରେ ଭାତ ଖାଉଛନ୍ତିକି ! ତାହେଲେ ହୋଇ ଯାଆନ୍ତି ସାବଧାନ, ଜାଣି ରଖନ୍ତୁ ଏହି କଥା…

ବନ୍ଧୁଗଣ ଭାତକୁ ଆମ ଭୋଜନର ଏକ ମହତ୍ୱ ପୂର୍ଣ୍ଣ ଭାଗ ମନାଯାଏ ଏହାକୁ ଆମେ ଏକ ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ଭାବରେ ସେବନ କରିଥାଉ ଭାତ ଦ୍ୱାରା ଆମ ଶରୀରକୁ ବହୁତ ଖାଦ୍ୟ ସାର ପ୍ରାପ୍ତ ହୋଇଥାଏ | ଭାତ ଆମ ଭିତରେ ବହୁତ ଲୋକ ବହୁତ ସମୟରେ ଖାଇଥାନ୍ତି କିନ୍ତୁ ବେଶୀ ଭାତ ଖାଇବା ଦ୍ୱାରା ବା ସବୁଦିନ ଭାତ ଖାଇବା ଦ୍ୱାରା ଆମକୁ ବହୁତ ସାରା ସମସ୍ୟାର ସାମ୍ନା କରିବାକୁ ପଡିଥାଏ ଆମ ଶରୀର ସୃଦୁଢ ଗଠନ ପାଇଁ ସବୁ ପ୍ରକାରର ଖାଦ୍ୟ ସାରାର ଆବଶକ୍ୟ ରହିଥାଏ |

ମାତ୍ର ଆମ ଶରୀର ପାଇଁ ଭାତର ଉପଯୁକ୍ତ ପରିମାଣର ଖାଦ୍ୟ ସାର ରହିନଥାଏ ଭାତରେ କେବଳ ସ୍ଵାତସାର ରହିଥାଏ ଆଉ ଭିଟାମିନି C ମିଳିଥାଏ | ଅଧିକ ଭାତ ଖାଇବା ଦ୍ୱାରା ଆମର ମୋଟା ପଣ ବଢି ଯାଇଥାଏ ଭାତରେ ଅଧିକ ପରିମାଣର ମୋଟା ପଣ ରହିଥିବାରୁ ଆମ ଶରୀରେ ମୋଟାର ପରିମାଣ ବହୁତ ବୃଦ୍ଧି ଘଟିଥାଏ ଏବଂ ଆମେ ମୋଟା ହୋଇଯାଇଥାଉ ତେଣୁ ଲୋକ ମାନଙ୍କ ପାଇଁ ଭାତର ଅଧିକ ସେବନ ଜମାବି ଭଲ ନୁହେଁ |

ଅଧିକ ମାତ୍ରାରେ ଭାତ ଖାଇବା ଦ୍ୱାରା ଆମ ଶରୀରେ ସୁଗାରର ମାତ୍ର ବଡି ଯାଇଥାଏ ଏଣୁ ଆମ ଶରୀର ଡାଇବେଟିସି ର ପରିମାଣ ଏହା ଦ୍ୱାରା ବଢି ଯାଇଥାଏ ସେଥି ପାଇଁ ଡାଇବେଟିସ ଥିବା ଲୋକ ମାନଙ୍କ ପାଇଁ ଭାତ ଅଧିକ ଖାଇବା ଦ୍ୱାରା ଜମାବି ଭଲ ନୁହେଁ |

ଅଧିକ ଭାତ ଖାଇବା ଦ୍ୱାରା ଆମକୁ ଅଳସୁଆ ଲାଗି ରହିଥାଏ ଭାତ ଖାଇବା ଦ୍ୱାରା ଆମ ଶରୀରରେ ସୁଗାର ର ମାତ୍ରା ବହୁତ ଶୀଘ୍ର ବଢ଼ିଯାଇଥାଏ ତେଣୁ ଏହା ଆମର ଆଳସ୍ୟ କୁ ବଢ଼ାଇ ଥାଏ | ଯେଉଁ ମାନେ ଖାଇବା ପରେ କାମ କରନ୍ତି ସେମାନଙ୍କ ପାଇଁ ଭାତର ଅଧିକ ସେବନ କରିବା ଦ୍ୱାରା ଏହା ଭଲ ହୋଇନଥାଏ |

ଏହା ସହିତ ଅଧିକ ଭାତ ଖାଇବା ଦ୍ୱାରା ଆମର ହାଡ ମଧ୍ୟ ଦୁର୍ବଳ ହୋଇଯାଇଥାଏ ଆମ ହାଡ଼ ପାଇଁ ଭିଟାମିନ C ର ଅବଶକ୍ୟତା ବହୁତ ରହିଥାଏ କିନ୍ତୁ ଧଳା ଭାତରେ ଭିଟାମିନ C ଜମାରୁ ନଥାଏ ତେଣୁ ଆମର ହାଡ଼ ଦୁର୍ବଳ ହୋଇଯାଇଥାଏ | ବନ୍ଧୁଗଣ ରାତ୍ରି ଭୋଜନରେ ରୁଟି ଖାଇବା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.