ନମସ୍କାର ଦର୍ଶକବନ୍ଧୁ ଆପଣଙ୍କର ରାସନ କାର୍ଡ ଅଛି ଯଦି ଆସିଲା ବଡ ଖୁସି ଖବର ଏବେ ମିଳିବ ଆହୁରି ଅଧିକ ସୁବିଧା ଜାଣିଲେ ଖୁସିରେ ନାଚି ଉଠିବେ ଆପଣମାନେ | ନମସ୍କାର ବନ୍ଧୁଗଣ ଗତକାଲି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ନୂଆ ଘୋଷଣା ଜାରି କରିଛନ୍ତି ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ବିଷୟରେ ନିହାତି ଭାବରେ ଜାଣିଥିବେ |
ଯାହାବି ଗତ ବର୍ଷ କରୋନା ସମୟରେ ଏହି ଯୋଜନା ଲାଗୁ କରାଯାଇଥିଲା ଏହିଥିରେ ମିଳୁଥିଲା ସମସ୍ତେଙ୍କୁ ମାଗଣା ରାସନ ଠିକ ସେମିତି ଏହି ମାଗଣା ରାସନକୁ ଆଉ ଚାରି ମାସ ସରକାର ବୃଦ୍ଧି କରିଛନ୍ତି ତେବେ କେଉଁ ତାରିଖ ଆଡକୁ ମାଗଣା ରାସନ ମିଳିବ କଣ ରହିଛି ନୂଆ ରୁଲ ରେଗୁଲେସନ ଆସନ୍ତୁ ଜାଣିବା |
ତେବେ ଦର୍ଶକବନ୍ଧୁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାର ସମ୍ପ୍ରସାରଣ କୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଅନୁମଦନ କରିଛି | ଗତବର୍ଷ କରାନା ବିସ୍ପୋରଣରେ ଆର୍ଥିକକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଆଇନି ଦ୍ବାରା ଅନ୍ତର୍ଭୂକ୍ତ ସମସ୍ତଙ୍କୁ ମାଗଣା ରାସନ ଘୋଷଣା କରିଥିଲେ ତେବେ ଏହି ଯୋଜନାକୁ ପ୍ରୟ 80 କୋଟି ହିତାଧିକାରୀଙ୍କୁ ମାଗଣାରେ ଖାଦ୍ୟ ପୋଷଣ କରିଥିଲେ |
ତେବେ ଏହି କେବିନେଟ ବୟିଠକରେ ସୂଚନା ପ୍ରଚାରଣ ମନ୍ତ୍ରୀ ସୂଚନାଦେଇ ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନା ମାର୍ଚ 2022 ପ୍ରଯନ୍ତ ଅର୍ଥାତ ଆଉ ଚାରି ମାସ ବୃଦ୍ଧି କରିଛନ୍ତି ତେବେ ଦର୍ଶକବନ୍ଧୁ ଏହା ଥିଲା ବର୍ତ୍ତମାନ ସମୟର ବଡ଼ ଅପଡେଟ |