Breaking News

ରାତି ଅଧରେ ନିଦ ଭାଗୁଥିଲେ ସାବଧାନ ଆପଣଙ୍କ ସହ ଘଟୁଛି କିଛି ଏପରି

ଦର୍ଶକବନ୍ଧୁ ଆପଣଙ୍କର ନିଦ 1ରୁ 2ଟା ରାତିରେ ଭାଙ୍ଗୁଛି କି ସାବଧାନ ରୁହନ୍ତୁ କାରଣ ଏହି କଥା ଶୁଣିକି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ବନ୍ଧୁଗଣ ଏହି ଦୁନିଆକୁ ରହସ୍ୟ ମୟ ଦୁନିଆ ବୋଲି କୁହାଯାଇଥାଏ | ଆଜିବି ବହୁତ ବଡ଼ କଥାର ରହସ୍ୟ ମୟ ହୋଇ ପଡ଼ିରହିଛି ଯାହାକି ଏହି ସବୁ କଥା କାହାକୁବି ଜଣା ନଥାଏ ଆଜି ଆମେ ଆପଣଙ୍କୁ ଏପରି ରହସ୍ୟ ମୟ କଥା ବିଷୟରେ କହିବୁ ଯାହାକି ରାତି 1 ରୁ 3ଟା ଭିତରେ ଭୟଙ୍କର ରୂପ ଧାରଣ କରିଥାଏ |

ସେହି ସମୟରେ ଯଦି ନିଦ ଭାଙ୍ଗେ ତାର ପ୍ରଭାବ ଶରୀର ଉପରେ ପଡିଥାଏ କଣ ସେହି ରହସ୍ୟ ଆସନ୍ତୁ ଜାଣିବା | ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନିଚୟ ଅଧ ରାତ୍ରିରେ ନ କେବେ କୋଉ ଭଗବାନ ଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ ନ ମନ୍ଦିରର ପହଡ଼ ଖୋଲେ ନ ସୂର୍ଯ୍ୟ ଉଦୟ ହୋଇଥାଏ କାରଣ ସେହି ସମୟ ଟାକୁ ଅଶୁଭ ସମୟ ବୋଲି ମନାଯାଇଥାଏ |

ରାତି 1 ରୁ 3ଟା ଭିତରେ ଏହି ନକରତ୍ମକ ଶକ୍ତି ଉର୍ଜା ସହେ ଗୁଣ ଅଧିକ ହୋଇଥାଏ ସେହି ସମୟରେ ସିଦ୍ଧି ପ୍ରାପ୍ତି କରିବା ପାଇଁ ତାନ୍ତ୍ରିକ ମାନେ ସବୁ ପ୍ରକାରର ସାଧନା କରିଥନ୍ତା ଯେମିତି କି ବଳି ଦେବା କିମ୍ବା ଗୁପ୍ତ ସାଧନା କରିଥାନ୍ତି | ତନ୍ତ୍ର ବିଦ୍ୟା ଅନୁସାରେ ରାତି 1 ରୁ 3ଟା କରାଯାଉଥିବା ସାଧନା ଦିଅ ଯାଉଥିବା ବଳି ସଫଳ ହୋଇଥାଏ | ସେଥି ପାଇଁ ତାନ୍ତ୍ରିକ ମାନାଙ୍କ ପାଇଁ ଏହି ସମୟଟି ଶୁଭ ମନା ଯାଇଥାଏ ଅଧ ରାତ୍ରିରେ 1 ରୁ 3ଟା ମଧ୍ୟରେ ନକରତ୍ମକ ଶକ୍ତି ବା ପେତ ଆତ୍ମା ଶକ୍ତି ଶହେ ଗୁଣ ବଢ଼ିଯାଇଥାଏ |

ସେମାନେ ରାତିରେ ବହୁତ ଶକ୍ତି ସାଳି ମଧ୍ୟ ହୋଇଥାନ୍ତି ଏବଂ ସେମାନେ ବାହାରେ ମଧ୍ୟ ବୁଲା ଉଁଳି କରିଥାନ୍ତି ସେହି ସମୟରେ ନିଦ ଭାଙ୍ଗିଲେ କିମ୍ବା ବାହାରକୁ ଗଲେ ସେମାନେ ଶରୀର ଭିତରକୁ ପଶିବାକୁ ସୁଯଗ ମିଳିଥାଏ ଏବଂ ଶରୀରେ ପଶି ନକରାତ୍ମକ ଶକ୍ତି କୁ ନଷ୍ଟ କରିବାକୁ ମଧ୍ୟ ସୁଯଗ ମିଳିଥାଏ | ଏମିତିକି ଜ୍ୟୋତିଷ ଶାସ୍ତ୍ର ଅନୁସାରେ 3 ସଂଖ୍ୟା କୁ ଅଶୁଭ ସଂଖ୍ୟା କୁହାଯାଏ ସେହି ସମୟରେ ଯେଉଁ ସବୁ କାମ କରାଯାଇଥାଏ ସବୁ ଅଶୁଭ ହିଁ ହୋଇଥାଏ |

ରାତିରେ ଶୋଇବା ସମୟରେ କୌଣସି ଭୁତ ପ୍ରେତ କଥା ପକାନ୍ତୁ ନାହିଁ କୌଣସି ଭୁତ ସିରିଏଲ କିମ୍ୱା ଫିଲ୍ମି ଦେଖନ୍ତୁ ନାହିଁ କାରଣ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ | ରାତିରେ ଶୋଇବା ସମୟରେ ଭଗବାନ ନାମ ନେଇ ସୁଅନ୍ତୁ ଶରୀରରେ କୌଣସି ପ୍ରଭାବ ପଡିବ ନାହିଁ ଯଦି ରାତି 1 ରୁ 3ଟା ମଧ୍ୟରେ ନିଦ ଭାଙ୍ଗୁଛି ତାହାନେ ସାବଧାନ ରୁହନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.