Breaking News

ରଥଯାତ୍ରା ଠାରୁ ବଦଳି ଯିବ ଏହି ୫ ରାଶିର ଭାଗ୍ୟ, ଏହି ରାଶିର ଲୋକ ମାନଙ୍କୁ ଶ୍ରୀ ଜଗନ୍ନାଥଙ୍କ ବେଶେଷ କୃପା ଦୁଷ୍ଟି ପଡ଼ିପାକୁ ଯାଉଛି, ଦେଖନ୍ତୁ ଆପଣଙ୍କ ରାଶି ଅଛି କି !

ଦର୍ଶକବନ୍ଧୁ ଆସିବାକୁ ଯାଉଛି ପବିତ୍ର ଗୁଣ୍ଡିଚା ଯାତ୍ରା ଘୋଷ ଯାତ୍ର ବା ଶ୍ରୀ ଗୁଣ୍ଡିଚା ଯାତ୍ରା ସମଗ୍ର ବିଶ୍ୱରେ ଏହି ରଥ ଯାତ୍ରାର ବହୁତ ମହତ୍ୱ ରହିଛି କିନ୍ତୁ ଏହି ରଥଯାତ୍ରା ର ଏପରି କିଛି ୫ ଗୋଟି ରାଶି ରହିଛି ଯେଉଁ ମାନଙ୍କ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ଏସ କୃପା ହେବାକୁ ଯାଉଛି ତାହା ଫୁଣି ଆଗାମୀ ୫ ମାସ ପର୍ଯ୍ୟନ୍ତ ଏହି ୫ଟି ରାଶିର ଭାଗ୍ୟ ଅଚାନକ ଭାବରେ ଖୋଲିବା ପାଇଁ ଯାଉଅଛି ଆଜି ରାତ୍ରି ପରଠାରୁ ଏହି ୫ଟି ରାଶିରେ ଅଧୁଭୂତ ପରିବର୍ତନ ହେବ ଓ ପାଞ୍ଚଟି ରାଶିର ଲୋକ ମାନେ ଖୁବୁ ଉପକୃତ ହେବେ | ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କଣ ସେହି ଭାଗ୍ୟ ସାଳି ରାଶି ଯେଉଁ ମାନଙ୍କ ଭାଗ୍ୟରେ ଖୁସିର ଲହରୀ ଲାଗି ରହିବ |

ବୃଷ ରାଶି
ଏହି ରାଶିର ଲୋକ ମାନଙ୍କ ଉପରେ ଆଜି ଠାରୁ ପ୍ରଭୁ ଶ୍ରୀ ଜଗନ୍ନଥା ଙ୍କର କୃପା ବନି ରହିବ ଯେଉଁ କାରଣରୁ ଏମାନେ ଧନ ବାନ ହେବାର ସମ୍ଭାବନା ରହିଛି ଏମାନଙ୍କ ଜୀବନରେ ଆସିଥିବା ସବୁ କଷ୍ଟ ବର୍ତମାନ ଦୂର ହେବାକୁ ଲାଗିବ ଏମାନଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ ଓ ଏମାନେ ସମାଜ ପାଇଁ କିଛି ମହତ୍ୱ ପୁର୍ଣ କାର୍ଯ୍ୟ କରିବେ ନିଜର ଅପେକ୍ଷା ରେ ଯାହାକି ଏମାନଙ୍କୁ ବହୁତ ବଡ଼ ସଫଳତା ଆଡକୁ ଟାଣିନେବ |

ସିଂହ ରାଶି
ଏହି ସିଂହ ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଶ୍ରୀ ଜଗନ୍ନଥା ଙ୍କର ବିଶେଷ କୃପା ହେବାକୁ ଯାଉଛି ଯାହା ଦ୍ୱାରା ଏମାନେ ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ ଓ ଘର ପରିବାରର ସୁଖ ଶାନ୍ତି ର ବାତାବରଣ ଲାଗି ରହିବ ଏମାନଙ୍କୁ ଜୀବନ ସାଥିଙ୍କର ପୁରା ସାହାଯ୍ୟ ମିଳିବ ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କର ଆର୍ଥିକ ସ୍ତିତି ସୁଧୁରି ଯିବା ଓ ଚାକିରୀ କରୁଥିବା ଲୋକ ମାନେ ପାଡପିରେ ଉର୍ନତିରେ କରିବେ | ଜଗନ୍ନଥା ଙ୍କର ଆରାଧନା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ |

କନ୍ୟା ରାଶି
ଏହି ଏହି ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ବିଶେଷ କୃପା ବରଷିବାକୁ ଯାଉଅଛି ଓ ଏମାନେ କରିଥିବା ପରିଶ୍ରମର ଫଳ ଏମାନଙ୍କୁ ପ୍ରାପ୍ତ ହେବ ଯଦି ଏମାନେ କିଛି ନୂଆ କାମ କରିବା ପାଇଁ ଭାବୁଛନ୍ତି ତେବେ ଏହି ସମୟରେ ଆରମ୍ଭ କରିପାରିବେ ଏମାନଙ୍କୁ ସଫଳତା ଅବଶ୍ୟ ପ୍ରାପ୍ତ ହେବ ଏମାନଙ୍କ ଉପରୁ ସବୁ ଖରାପ ଶକ୍ତି ଦୂର ହୋଇଯିବ ମାତା ପିତାଙ୍କର ସାହାଯ୍ୟ ଏମାନଙ୍କୁ ମିଳିବ ଏବଂ ଦାମ୍ପତ୍ୟ ଜୀବନ ସୁଖ ମୟ ହେବ |

ତୁଳା ରାଶି
ଏହି ରାଶିର ବା ତୁଳା ରାଶିରେ ପ୍ରଭୁ ଜଗନ୍ନଥା ଙ୍କ ଅପାର କୃପା ଦୁଷ୍ଟି ଲାଗି ରହିବ ଯାହାକି ଏମାନଙ୍କ ପାଇଁ ଲାଭ କାରି ସିଦ୍ଧ ହେବ ଓ ଏମାନଙ୍କୁ ସବୁ ଖରାପ ସମୟ ଠାରୁ ଦୁରକୁ ନେଇଯିବା ଏମାନେ ତୀବ୍ର ଗତିରେ ସଫାଲତା ହାସଲ କରିବେ ସନ୍ତାନ ମାନଙ୍କ ଠାରୁ କିଛି ଖୁସି ଖବର ମିଳିବ କାରଣରୁ ଏମାନଙ୍କ ମନ ପ୍ରଫୁଲୀତା ହେବ ଏମାନଙ୍କୁ ସଫଳତାର ନୂଆ ଅବସର ପ୍ରାପ୍ତ ହେବ
ଏମାନଙ୍କୁ ଆକସ୍ମିକ ଧନ ଲାଭ ମଧ୍ୟ ହୋଇପାରେ |

କୁମ୍ଭ ରାଶି
ଏହି କୁମ୍ଭ ରାଶିର ଲୋକ ମାନଙ୍କ ଉପରେ ପ୍ରଭୁ ଜଗନ୍ନଥା ଧନର ବର୍ଷା କରିବେ ପ୍ରଭୁ ଜଗନ୍ନଥା ଙ୍କ କୃପାରୁ ଏମାନଙ୍କ ଜୀବନରେ କେତେଗୁଡିଏ ପରିବର୍ତନ ହେବାକୁ ଯାଉଛି ଯଦି ଏମାନେ ବେପାର କରିବେ ତାହାଲେ ମାତା ଲକ୍ଷ୍ମୀ ଙ୍କର କୃପାରୁ ଏମାନଙ୍କୁ ମଧ୍ୟ ଅତ୍ୟଧିକ ଲାଭ ମିଳିବ ସଫଳତା ପାଇବା ପାଇଁ ଏମାନେ ନିଜର ପରିବାର ଓ ମିତ୍ରଙ୍କର ସାହାଯ୍ୟ ନେଇ ପାରନ୍ତି ମାତା ଲକ୍ଷ୍ମୀ ଏମାନଙ୍କର ଆର୍ଥିକ ପରିସ୍ଥିତ ସୁଧୁଡ଼ କରିବେ ଏମାନଙ୍କର ସବୁ ଦୁଃଖ କଷ୍ଟକୁ ଦୂର କରିଦେବେ | ଦର୍ଶକବନ୍ଧୁ ଏହା ଥିଲା ସେହି ୫ଗୋଟି ରାଶି ଯେଉଁ ମାନଙ୍କର ଭାଗ୍ୟ ଆଜି ରାତି ଠାରୁ ବଦଳିବାକୁ ଯାଉଅଛି ଏହା ସହିତ ଏମାନଙ୍କ ଜୀବନରେ ଅନେକକିଛି ପରିବର୍ତନ ଆଗାମୀ ୫ମାସ ପର୍ଯ୍ୟନ୍ତ ହେବାକୁ ଯାଉଅଛି ଯାହାକି ପ୍ରଭୁ ଶ୍ରୀ ଜଗନ୍ନଥା ଙ୍କ କୃପାରୁ ହେବାକୁ ଯାଉଅଛି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.