Breaking News

ରଥ ଟଣା ଆରମ୍ଭ ହେବା ପୂର୍ବରୁ ଘଟିଲା ଏଭଳି ଘଟଣା, ବଡ ଦାଣ୍ଡରେ ପଡିଛି ଶ୍ରୀ jagannatha ଙ୍କ ପାଦ ଚିହ୍ନ ଲୋକ ଏହାକୁ ଦେଖିଲା ପରେ….

ପୁରୀରେ ଘଟିଲା ଏମିତି ଘଟଣା ନନ୍ଦୀଘୋଷ ଠାରୁ ପୁରୀ ମନ୍ଦିର ପର୍ଯ୍ୟନ୍ତ ପଡିଛି ମହାପ୍ରଭୁ ଜଗନ୍ନାଥ ଙ୍କ ପାଦ ଚିହ୍ନ | ଜାଗର ପାଦ ଚିହ୍ନ କୁ ନେଇ ଚାରି ଆଡେ ଚହଳ ମହାପ୍ରଭୁ ଙ୍କର ଅଜବ ଲୀଳା | ଲୀଳାତ୍ରି ବିଜୟ ସମୟରେ ବଡ଼ ଦାଣ୍ଡରେ ମହାପ୍ରଭୁ ଙ୍କ ପାଦ ଚିହ୍ନ ପଡିଛି ବୋଲି ତାହାକୁ ଦେଖିବା ପାଇଁ ଲୋକ ମାନେ ପାଗଳ ସତେ ଯେପରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧରା ପୁଷ୍ଟକୁ ଓଲେହି ଆସିଛନ୍ତି |

ଏହି ପାଦ ଚିହ୍ନ ପାଇଁ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଥିଲା ବେଳେ ଭକ୍ତ ମାନେ ବହୁତୁ ଖୁସି ମଧ୍ୟ ହୋଇଛନ୍ତି ଇଏ ହେଉଛନ୍ତି ସେହି ବଡ଼ ଠାକୁର ସାରା ବ୍ରମହାଣ୍ଡର ଠାକୁର ସେଥିପାଇଁ ତାଙ୍କୁ କୁହାଯାଏ ଜଗତର ନାଥ ଜଗନ୍ନାଥ | ପୁରୀ ବଡ଼ ଦାଣ୍ଡ ସିଂହ ଦ୍ୱାର ରତ୍ନ ସିଂହାସନ ରେ ବିଜେ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ସୁବଦ୍ର ଭଉଣୀ ଙ୍କ ସହିତ ବଡ଼ ଠାକୁର ଜଗନ୍ନାଥ ମଧ୍ୟ ସୁଦର୍ଶନ ପୁରୀ ମନ୍ଦିରରେ କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି |

ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଲୀଳା ବିଷୟରେ କାହିଁ କହିଲେ ମଧ୍ୟ ସାରିବ ନାହିଁ ଲୀଳା ଖେଳର ଠାକୁର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ ସେ ଜଣେ ଏପରି ଠାକୁର ଯିଏକି ସେ ସ୍ୱୟଂ ବର୍ଷକୁ ଥରେ ରତ୍ନ ସିଂହାସନ ରେ ବସି ଆସନ୍ତି ଭକ୍ତଙ୍କୁ ଦର୍ଶନ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ସମସ୍ତ ଲୀଳା ସୋ ରଚିତ ତେବେ ଚାଲନ୍ତୁ ଜାଣିବା ଜାଣିବା ଲୀଳା ବିଷୟରେ |

କାଳିଆର ୧୩ ଦିନ ଘୋଷ ଯାତ୍ରାର ଶେଷ ହୋଇଛି ମହାପ୍ରଭୁ ଶୁକ୍ରବାର ଦିନ ବଡ଼ଭାଇ ଶ୍ରୀ ବଳଭଦ୍ର ଓ ସାନ ଭଉଣୀ ସୁବଦ୍ର ଙ୍କ ସହିତ ରତ୍ନ ବେଦୀକୁ ବିଜୟ କରିଛନ୍ତି ତେବେ ଶ୍ରୀଜୁ ମନ୍ଦିରରେ ଯିବା ବେଳେ ସିଂହ ଦ୍ୱାରା ପଡିଥିବା ପାଦ ଚିହ୍ନ ଆଜି ଚର୍ଚାର ବିଷୟ ପାଲଟିଛି | ପ୍ରଭୁ ସୁଦର୍ଶନ ଙ୍କ ପରେ ବଡ଼ ଠାକୁର ବଳଭଦ୍ର ମା ସୁବଦ୍ର ଶ୍ରୀ ମନ୍ଦିରକୁ ବିଜୟ କରିଥିଲେ ଶେଷରେ କାଳିଆ ଠାକୁର ଶ୍ରୀ ମନ୍ଦିର କୁ ବିଷୟ କରହିଥିଲେ ବଡ଼ ଠାକୁର ଓ ସୁବଦ୍ର ଯିବା ବେଳେ ଏଭଳି କିଛି ପାଦ ଚିହ୍ନ ସିଂହ ଦ୍ଵାରରେ ଦେଖିବାକୁ ମିଳିଥିଲା | କିନ୍ତୁ କାଳିଆ ଠାକୁର ନନ୍ଦୀଘୋଷ ରୁ ଓଲାଇ ଶ୍ରୀ ମନ୍ଦିରକୁ ଯିବା ସମୟରେ ଶତାଧିକ ପାଦ ଚିହ୍ନ ସିଂହ ଦ୍ୱାର ସାମ୍ନାରେ ଦେଖିବାକୁ ମିଳିଛି |

ନନ୍ଦୀଘୋଷ ଠାରୁ ସିଂହ ଦ୍ଵାର ଅରୁଣ ସ୍ତମ୍ବ ପର୍ଯ୍ୟନ୍ତ ଲମ୍ବିଥିବା ଏହି ପାଦ ଚିହ୍ନ ଦେଖିବାକୁ ମିଳିଛି ଅଧିକାରୀ ଓ ପୋଲିସ ଙ୍କ ଭିଡ ଜମିଥିଲା ହଳଦିଆ ରଙ୍ଗର ଏହି ପାଦ ଚିହ୍ନ କୁ ଆଜି ଉପସ୍ଥିତ ପୁଲିସ ଓ ସମ୍ବାଦିକ ମାନେ ମୁଣ୍ଡିଆ ମାରିଛନ୍ତି ମଥା ଲଗାଇ ମୁଣ୍ଡିଆ ମାରିଛନ୍ତି କାଳିଆର ଏହି ଲୀଳା ବର୍ତମାନେ ଚାରି ଆଡେ ଚହଳ ପକାଇଛି ଏହାର ପ୍ରକୃତ ରହସ୍ୟ କଣ କେହି ଜାଣିନାହାନ୍ତି କିନ୍ତୁ ଜଗନ୍ନାଥ ପ୍ରେମୀ ମାନେ କୋଉଛନ୍ତି ଏହା ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ପାଦ ଯାହାକି ଭକ୍ତ ମାନକୁ ଦର୍ଶନ ଦେବା ପାଇଁ ସ୍ୱୟଂ ସେ ଧରା ପୁଷ୍ଟକୁ ଅବତରଣ କରିଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.