ନମସ୍କାର ଦର୍ଶକବନ୍ଧୁ ସମସ୍ତ ରାସନ କାର୍ଡ ଧାରିଙ୍କ ପାଇଁ ସରକାର କଲେ ବଡ଼ ଘୋଷଣା ଏବେ ହିତାଧିକାରୀ ମାନକୁ ମିଳିବାକୁ ଯାଉଛି ଏହି ଫାଇଦା ମାନେ ରାସନ କାର୍ଡ ଧାରି ମାନଙ୍କୁ ଏବେ ମିଳିବାକୁ ଯାଉଛି ସରକାରଙ୍କ ପକ୍ଷରୁ ବଡ଼ ଫାଇଦା ତେବେ ଜାଣି ନେବା ରାସନ କାର୍ଡ ଧାରି ମାନଙ୍କୁ ମିଳିବାକୁ ଯାଉଛି ଏହି ଫାଇଦା ସରକାରଙ୍କ ତରପରୁ ମିଳୁଥିବା ରାସନ ଯୋଜନାର ଫାଇଦା ଉଠାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ |
ସରକାର ହିତାଧିକାରୀ ମାନକୁ ଅଶସ୍ତୀ ଦେବା ପାଇଁ ବଡ଼ ଘୋଷଣା କରିଛନ୍ତି ଏଥିରେ ରାସନ ନେବା ପାଇଁ ଘଣ୍ଟା ଘଣ୍ଟା ଲାଇନି ରେ ଠିଆ ହେବ ପାଇଁ ପଡିବ ନାହିଁ ଏହି ପଦକ୍ଷେପରେ ଲୋକଙ୍କୁ ଲାଭ ମିଳିବ ଆରମ୍ଭ ହୋଇ ଗଲାଣି ପ୍ରକୃତରେ ଉତରା ଖଣ୍ଡ ସରକାର ଗସନ କରିଛନ୍ତି କି ଜୁଲାଇ 2022 ଶେଷ ସୁଦ୍ଧା ସମସ୍ତ ରାସନ କାର୍ଡ ଧାରୀ ସମସ୍ତ ରାସନ କାର୍ଡ ଡିଜିଟାଲ ହୋଇଯିବ ଡିଜିଟାଲ ରାସନ କାର୍ଡ ଜୁଲାଇ ଶେଷ ସୁଦ୍ଧା ସାରା ରାଜ୍ୟରେ ବିତରଣ କରିଦିଆଯିବା |
ଏହି କାର୍ଡରେ ଅନେକ ଲୋକଙ୍କୁ ବହୁତ ଫାଇଦା ମିଳିବାକୁ ଯାଉଛି ତେବେ ରାସନ କାର୍ଡ କୁ ଡିଜିଟାଲ କରିବା ଯୋଜନା 2020 ରୁ ଆରମ୍ଭ କରାଯାଇଥିଲା କିନ୍ତୁ ଗତ ଦୁଇ ବର୍ଷ କୋଭିଡି ଯୋଗୁଁ ଏହି ଯୋଜନା ପୁରା ଠୋପ ହୋଇ ଯାଇଥିଲା ଏଭଳି କ୍ଷେତ୍ର ରେ ଏହି ଯୋଜନା ଏ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ନାହିଁ ସରକାରଙ୍କ ତରପରୁ କୁହାଯାଇଛି ଜୁଲାଇ 2022 ଶେଷ ସୁଦ୍ଧା ସମସ୍ତଙ୍କୁ ଡିଜିଟାଲ ରାସନ କାର୍ଡ ଦିଆଯିବ ଆପଣ ମାନଙ୍କୁ କହି ରଖୁଛି ମେ 2022 ସୁଦ୍ଧା ରାଜ୍ୟରେ 12 ଲକ୍ଷେ 58 ହଜାର 844 ରାସନ କାର୍ଡ ଧାରୀଙ୍କୁ ଡିଜିଟାଲ ରାସନ କାର୍ଡ ବିତରଣ କରାଯାଇସାରିଛି ଆପଣ ସିଧା ସଳକ ରସନ କାର୍ଡ ATM କାଢି ପାରିବେ ଦିନିଷ |
ରାଜ୍ୟର ଖାଦ୍ୟ ମନ୍ତ୍ରୀ କହିଛନ୍ତି ବିବାହାଗ ଏହି ଯୋଜନା ସହଜ କରିବା ପାଇଁ ନୂଆ ପ୍ୟାନ ଉପରେ କାମ କରୁଛି ଖୁବୁ ଶୀଘ୍ର ପ୍ରଜେକ୍ଟ ରୂପେ କିଛି ଜିଲ୍ଲାରେ ଆରମ୍ଭ କରାଯିବ ଯେମିତି କୌଣସି ବ୍ୟକ୍ତି ଅବଶକ୍ୟ ପଡିଲେ ATM ରୁ ପଇସା କାଢନ୍ତି ଠିକି ସେହି ପରି ଦରକାର ପଡିଲେ ରାସନ ନେଇ ପାରିବେ ଏବେ ସମସ୍ତ ରାସନ କାର୍ଡ ଧରି ପାଇପାରିବେ ରାସନ କାର୍ଡ ATM ରାସନ ଦିନିଷ ତେବେ ସରକାରଙ୍କ ଏହି ବଡ଼ ପଦକ୍ଷେପ ଆପଣ ମାନଙ୍କୁ କେମିତି ଲାଗିଲା ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …