Breaking News

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡ ପ୍ରକୃତ କଥା ହେଉଛି ସ୍ଥାନୀୟ ଅଞ୍ଚଳରେ ଜଣେ ବ୍ୟକ୍ତି ରାକ୍ଷସ ବେଶରେ ବୁଲୁଥିବା ଦେଖିବାକୁ ମିଳୁଛି ଏହି ବ୍ୟକ୍ତି ଜଣଙ୍କ ନାଁ ହେଉଛି ସାମାଇ ଖାନ ମଙ୍ଗଖୁନୁ ବେଶରେ ସେ ଜଣେ ଵେବସାୟୀ ପରିଚାଳକ ସପ୍ତାହ ରେ ୬ ଦିନ ସେ ନିଜ ପେଶାକୁ ସମ୍ପୂର୍ଣ ସମୟ ଦେଇ ଥାନ୍ତି ହେଲେ ଛୁଟି ଦିନରେ ଦାନଵ ବେଶ ଧାରଣ କରି ଘୁରି ବୁଲନ୍ତି ରାଜା ରାସ୍ତାରେ ଭଲକରି ଦେଖନ୍ତୁ ଅଜବ ଦେଖାଯାଉଥିବା ଗୋଟେ ଗାଡ଼ିରେ କିପରି ଦାଂଵ ବେଶରେ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି |

ଦୀର୍ଘ ୬ ବର୍ଷ ହେଲା ଏପରି କରି ଆସୁଛନ୍ତି ସାମାଇ 1987 ରେ ମୁକ୍ତି ଲାଭ କରିଥିଲା ଗୋଟେ ଫିଲ୍ମ ରେ ଯେମିତି ଜଣେ ଏହି ଭଳି ରୋଲ କରିଥିଲା | ସେହିଭଳି ଏହି ପୋଷାକ ପିନ୍ଧି ବୁଲୁଛନ୍ତି ସାମାଇ ସେହି ପୋଷାକ ନିଜେ ହିଁ ତିଆରି କରଛନ୍ତି ରବର ଓ ଧାତୁର ର ଵେବହାରରେ କରି ଏପରି ପୋଷାକ ତିଆରି କରିଛନ୍ତି | ଏପରି ଗୋଟେ ଦାନଵ ପୋଷାକ ତିଆରି କରିବାକୁ ତାଙ୍କୁ 40 ରୁ 50 ଦିନ ଲାଗୁଛି ତଥାପି ନିଜ ପାଇଁ ପୋଷାକ ତିଆରି କରିବା ସହିତ ଅନ୍ୟ ଲୋକଙ୍କ ପାଇଁ ତିଆରି କରୁଛନ୍ତି ପୋଷାକ |

ଏଭଳି ଗୋଟେ ପୋଷାକକୁ ଯାହା ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ଏକ ଲକ୍ଷ 25 ହଜାର ଟଙ୍କା ସେ ଯେଉଁ ବାଇକି ଟି ବେବହାର କରୁଛନ୍ତି ତାକୁ ମଧ୍ୟ ସେ ନିଜେ ହିଁ ସଜାଇ ଛନ୍ତି ଏପରି କରିବାକୁ ବହୁତ ସମୟ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲେ ମଧ୍ୟ ସେ 6ବର୍ଷ ହେଲା ଏହା କରି ଆସୁଛନ୍ତି ଏମିତି ରାକ୍ଷସ ବେଶରେ ରାସ୍ତାରେ ବୁଲୁଥିବା ବେଳେ ସେ ଅନେକ ଥର ପୋଲସ ଆଭୁଡାରେ ପଡିଛନ୍ତି |

ତେବେ ତାଙ୍କ ସମ୍ପୂର୍ଣ ପରିଚୟ ଜାଣିଲା ପରେ ପୋଲିସ ତାଙ୍କୁ ଚଡି ଦେଇଛି ଏପରି ବେଶ ପୋଷାକ ପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ହୋଇଛନ୍ତି ଏହା ସହିତ ତାଙ୍କ ସହିତ ସୋସିଆଲ ମିଡିଆରେ ଲୋକ ପ୍ରିୟ ହେବା ପରେ ସାରା ଦୁନିଆରେ ତାଙ୍କୁ ଲୋକ ଜାଣିବାକୁ ଆଗ୍ରହ ପ୍ରକାଶ କଲେଣି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.