Breaking News

ଆଜିର ରାଶିଫଳ : 05 ମାର୍ଚ୍ଚ 2022 ଶନିବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ସବୁ ଅର୍ଥ ସମ୍ପର୍କ ଆଦାନ ପ୍ରଦାନ କଲା ବେଳେ ଧ୍ୟାନ ଦିଅନ୍ତୁ | ପାରିବାରିକ ବିପଦକୁ ସମାଧାନ କରିବାରେ ଆପଣଙ୍କ ଚୁଆଲିଆ ସ୍ୱଭାବ ବିଶେଷ ଭୂମିକା କରିବ | ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ଅଟେ | କେହି ଜଣେ ପୁରୁଣା ଚିଂହା ଲୋକ ଆଜି ଆପଣଙ୍କୁ ସଂପର୍କ କରି ପାରନ୍ତି ଓ ଆପଣଙ୍କ ଦିନକୁ ସ୍ମରଣୀୟ କରିପାରନ୍ତି |

ବୃଷ ରାଶି
ନିଜର ବିଚାର ପ୍ରକାଶିତ କଲା ବେଳେ ସଂକୋଚ କରନ୍ତୁ ନାହିଁ | ଆତ୍ମବିଶ୍ଵାସରେ ତ୍ରୁଟିକୁ ନିଜ ଉପରେ ହବି ହେବାକୁ ଦିଅନ୍ତୁ ନାହିଁ, କାରଣ ଏହା କେବଳ ଆପଣଙ୍କ ସମସ୍ୟାକୁ ଆହୁରି ଶକ୍ତିଶାଳୀ ବନେଇବ, ତା ସହିତ ଆପଣଙ୍କ ଉନ୍ନତିରେ ବାଧା ହେବ | ନିଜର ଆତ୍ମବିଶ୍ୱାସ ପୁଣି ଠାରେ ପାଇବା ପାଇଁ ନିଜର କଥା ଖୋଲିକି କୁହନ୍ତୁ ଓ ବିପଦର ସମାନ ଆଉ ଠାରେ ହସ ସହିତ କରନ୍ତୁ |

ମିଥୁନ ରାଶି
ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ, ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା ର ସାମନା କରିବାକୁ ପଡ଼ି ପାରେ | ଯେଉଁ ବ୍ୟକ୍ତିମାନେ କର ଚୁକ୍ତି ନ କରନ୍ତି ଓ କର ଚୋରି କରନ୍ତି , ସେମାନେ ସାବଧାନ | ଆଜି ଆପଣ ଫସି ପାରନ୍ତି | ତେଣୁ କର ଚୋରି କରିବାରୁ ନିବୃତ୍ତ ରୁହନ୍ତୁ | ଘରର କିଛି ସମୟରୁ ରହି ଯାଇ ଥିବା ସମୟ ଖର୍ଚ ହୋଇ ପାରେ | ପ୍ରେମର ଋତୁ ଆସିଛି |

କର୍କଟ ରାଶି
କୌଣସି ଖୁସି ଖରାପ ମିଳିବାର ସମ୍ଭାବନା ଅଛି | ଏକ ନୂତନ ବିତିୟ ବୁଝାବଣା ଶେଷ ରୂପ ନେବ ଓ ଧନ ପ୍ରାପ୍ତି ହେବ | ଆଜି ମା ବାପାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ | ଆଜି ପ୍ରେମ ଭାବନାରେ ଭରି ଉଠିବେ | ଖୁଚୁରା ବିକ୍ରେତା ଓ ପାଇକାରୀ ବେପାରୀ ମାନଙ୍କ ପାଇଁ ଶୁଭ ଦିନ ଅଟେ | ସମୟ ସହିତ ଚାଲିବା ସହିତ ନିଜକୁ ନାଧ୍ୟ ସମୟ ଦେବା ଦରକାର |

ସିଂହ ରାଶି
ନିଜକୁ ମାନସିକ ଭାବରେ ଖୁସି ଓ ଶରୀରକୁ ସୁସ୍ତ ରଖିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ | ଆଜି ଦିନସାରା ଆପଣ ଧନଲାଭ ପାଇଁ ଚେଷ୍ଟାକରୁଥିଲେ ମଧ୍ୟ ଧାନ ଲାଭ ସନ୍ଧ୍ୟାପରେ ହେବ | ପିଲା ମାନେ ଖୁସି ଖବର ଆଣି ପାରିବେ ଓ ତାହାକୁ ଶୁଣି ଆପଣଙ୍କ ଦିନ ଖୁସିରେ ଭାରି ଯିବ | କେହି ଆପଣଙ୍କୁ ହୃଦୟରୁ ପ୍ରଶଂସା କରିବ |

କନ୍ୟା ରାଶି
ନିଜର ଶରୀରକୁ ସୁସ୍ତ ରଖିବା ପାଇଁ ଆପଣଙ୍କୁ ଆଜି ଖେଳ-କୁଦ ପରି ଗତିବିଧିରେ ସମୟ ବ୍ୟତୀତ କରିବା ଉଚିତ | ଖର୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ କେବଳ ଦରକାରୀ ଜିନିଷ ହିଁ କିଣନ୍ତୁ | ଆପଣଙ୍କ ପରିହାସ କରିବାର ପ୍ରକୃତି ଯୋଗୁଁ ପରିବେଶରେ ଥିବା ଲୋକ ମାନେ ଖୁସିରେ ଭରି ଉଠିବେ | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି |

ତୁଳା ରାଶି
କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି | ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ |

ବିଛା ରାଶି
କୌଣସି ପ୍ରକାରର ଦ୍ଵନ୍ଦ କିମ୍ବା ବିରୋଧ ଠୁ ନିଜକୁ ରକ୍ଷା କରନ୍ତୁ ,କାରଣ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ | ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ |

ଧନୁ ରାଶି
ଘରେ ଚିନ୍ତାଜନକ ସ୍ତିତି ଆପଣଙ୍କୁ କ୍ରୋଧିତ କରି ପାରେ | ଏହାକୁ ମନ ଭିତରେ ରଖିଲେ ସ୍ବାସ୍ଥ୍ୟ ଖରାପ ହୋଇ ପାରେ | ଶାରୀରିକ ଗତିବିଧିରେ ବୃଦ୍ଧି ଆଣି ଏହା ଠୁ ନିଜାତ ପାଆନ୍ତୁ | ଖରାପ ଅବସ୍ଥା ଠୁ ଦୁରେଇ ରହିବ ହିଁ ଉତ୍ତମ | ଆପଣଙ୍କ ପଇସା କେଉଁଠି ଓ କେମିତି ଖର୍ଚ୍ଚ ହେଉଛି ତା’ ବିଷୟରେ ଆପଣ ଯତ୍ନ ବାନ ହେବ ଉଚିତ ନଚେତ ଆଗାମୀ ଦିନମାନଙ୍କରେ ପଶ୍ଚାତାପ କରିବାକୁ ପଡ଼ିପାରେ |

ମକର ରାଶି
ଚଣା-ଛଣି କାଧ୍ୟ ଖେଇବାଠୁ ପରିହାର କରନ୍ତୁ | ଅର୍ଥକୁ ନେଇ କୌଣସି ଯୋଜନା କରିବା ଆଗରୁ ଭାବି ଚିନ୍ତି ଆଗକୁ ବଢନ୍ତୁ | କୌଣସି ବିବାଦ ସ୍ତୃଷ୍ଟି କରିବା ବିଷୟ ଉପରେ ଅଳଲୋଚନା କରନ୍ତୁ ନାହିଁ,ଯାହା କାରଣରୁ ଆପଣ ଓ ଆପଣଙ୍କ ପରିଜଣଙ୍କ ମଧ୍ୟରେ ଯୄକ୍ତି-ତର୍କ ହୋଇ ପାରେ | ଆଜି ହିଁ ଲମ୍ବା ସମୟରୁ ଚାଲୁଥିବା ବିବାଦକୁ ସମାଧାନ କରି ନିୟନ୍ତୁ, କାରଣ ହେଇ ପାରେ କି କଳିକୁ ବହୁତ ଡେରି ହେଇ ଯାଇ ପାରେ |

କୁମ୍ଭ ରାଶି
ମାଡ଼ ଠୁ ରକ୍ଷା ପାଇବା ପାଇଁ ସାବଧାନ ହୋଇ ବସନ୍ତୁ | ତା ସହିତ ଠିକ ଭାବରେ ଅଂଟା ସିଧା କରି ବସିଲେ ନା କେବଳ ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବ, ତା ଛଡ଼ା ସ୍ୱାସ୍ଥ୍ୟ ଓ ଆତ୍ମ-ବିଶ୍ୱାସର ସ୍ତରକୁ ବି ଉପରକୁ ନେଇ ଯିବ | ଆଜି କୌଣସି ଧାରକ ଆପଣଙ୍କୁ ଉଦ୍ଧାର ଫେରାଇଦେବାକୁ ଆପଣଙ୍କୁ କହିପାରେ | ତାଙ୍କୁ ଉଦ୍ଧାର ଫେରାଇ ଆପଣ ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି |

ମୀନ ରାଶି
ଆପଣଙ୍କ ବିନମ୍ର ସ୍ଵଭାବକୁ ପସନ୍ଦ କରା ଯିବ | ବହୁତ ସାରା ଲୋକ ବିଶେଷ କରିକି ଆପଣଙ୍କ ପ୍ରଶଂସା କରି ପାରନ୍ତି | ସବୁ ଅର୍ଥ ସମ୍ପର୍କ ଆଦାନ ପ୍ରଦାନ କଲା ବେଳେ ଧ୍ୟାନ ଦିଅନ୍ତୁ | ନିଜ ଜୀବନରେ ଗୋଟେ ସଂଗୀତ ଜନ୍ମ କରନ୍ତୁ, ସମର୍ପଣର ମୂଲ୍ୟ ବୁଝନ୍ତୁ ଓ ହୃଦୟରେ ପ୍ରେମ କିମ୍ବା କୃତଜ୍ଞ ହେବାର ଫୁଲ ଫୁଟାନ୍ତୁ | ଆପଣ ଅନୁଭବ କରିବେ କି ଆପଣଙ୍କ ଜୀବନ ଅଧିକ ଅର୍ଥପୁର୍ଣ ହୋଉଛି |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.