Breaking News

ଆଜିର ରାଶିଫଳ : ୧୪ ମାର୍ଚ୍ଚ ୨୦୨୨ ସୋମବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ଖୁସି ହେଇ ଯାଆନ୍ତୁ କାରଣ ଆପଣଙ୍କର ଭଲ ସମୟ ଆସୁଛି ଓ ଆପଣ ନିଜ ଭିତରେ ଅତିରିକ୍ତ ଉର୍ଜା ଅନୁଭବ କରିବେ | ଆଜି ଆପଣଙ୍କ ପିତା ମାତାଙ୍କ ମଧ୍ୟରୁ କେହି ଆପଣଙ୍କୁ ଧନ ସଞ୍ଚୟ କରିବା ପାଇଁ ଉପଦେଶ ଦେବେ | ଆପଣ ତାଙ୍କ ଉପଦେଶ ଧ୍ୟାନପୂର୍ବକ ଶୁଣନ୍ତୁ ନଚେତ ଆଗାମୀ ଦିନ ମାନଙ୍କରେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ |

ବୃଷ ରାଶି
ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ | ଯେଉଁ ମାନେ ଆପଣଙ୍କ ପାଇଁ ସବୁଠୁ ଅଧିକ ମହତ୍ୱ ରଖନ୍ତି,ସେମାନଙ୍କୁ ନିଜର କଥା ବୁଝେଇବା ପାଇଁ ଆପଣ ବିଶେଷ କରିକି ଅସୁବିଧା ଅନୁଭବ କରିବେ |

ମିଥୁନ ରାଶି
ଗୁରୁଜନୋଚିତ ଲୋକଙ୍କୁ ନିଜର ସ୍ୱାସ୍ଥ୍ୟର ଧ୍ୟାନ ରଖିବା ଉଚିତ | ଜମିଜମା କାମରେ ନିବେଶ କରିବା ଲାଭକାରୀ ରହିବ | ଘର ପଟୁ ଅସୁବିଧା ବଢି ବଢି ଚାଲିବ ତେଣୁ ଭାବି ଚିନ୍ତିକି କଥା ବାର୍ତା କରନ୍ତୁ | ପ୍ରେମୀ ଦୁହେଁ-ଦୁହିଁଙ୍କ ପାରିବାରିକ ଭାବନାକୁ ବୁଝିବେ | କାର୍ଯ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିର ସହିତ କାମ କରିବେ | ଯାତ୍ରା କରିବାର ମୌକାକୁ ହାଥ ଛଡ଼ା କରିବା ଉଚିତ ନୁହେଁ |

କର୍କଟ ରାଶି
ନିଜର ମାନସିକ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ,ଯାହାକି ଆଧ୍ୟାତ୍ମକ ଜୀବନ ପାଇଁ ଆବଶ୍ୟକ|ମସ୍ତିସ୍କ ଜୀବନର ଦ୍ୱାର ଅଟେ,କାରଣ ଭଲ-ଖରାପ ସବୁ କିଛି ଏଇ ମାଧ୍ୟମରୁ ହିଁ ଆସେ|ଏହା ଜୀବନର ସମସ୍ୟାକୁ ଦୂର କରିବାରେ ସହାୟକ ହୁଏ ଓ ସଠିକ ଭାବନା ଦ୍ୱାରା ବ୍ୟକ୍ତିଙ୍କୁ ଆଲୋକିତ କରେ ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ |

ସିଂହ ରାଶି
ଯଦି ସମ୍ଭବ ହୁଏ ତାହେଲେ ଲମ୍ବା ଯାତ୍ରା କରନ୍ତୁ ନାହିଁ, କାରଣ ଲମ୍ବା ଯାତ୍ରା ପାଇଁ ଏବେ ଆପଣ ଦୁର୍ବଳ ଅଛନ୍ତି ଓ ଯାତ୍ରା କଲେ ଦୁର୍ବଳତା ଆହୁରି ବଢ଼ିବ | ଯେଉଁମାନେ ବିନା ଚିନ୍ତାରେ ଅର୍ଥ ଖର୍ଚ୍ଚ କରନ୍ତି , ସେମାନଙ୍କୁ ଆଜି ଅର୍ଥର ଆବଶ୍ୟକତା ପଡ଼ିପାରେ ଏବଂ ଆଜି ଆପଣ ଆବଶ୍ୟକତା ସମୟରେ ଅର୍ଥର ମହତ୍ୱ ବୁଝିପାରିବେ | ଆଜି ଆପଣ ଅଧର୍ଯ୍ୟ ହୋଇ ପାରନ୍ତି |

କନ୍ୟା ରାଶି
ଆପଣଙ୍କ ଦରର ଚିକିଷ୍ୟା ହେବାର ସମୟ ଆସି ଯାଇଛି | ଆପଣଙ୍କୁ ବୁଝିବା ଦରକାର କି ନା କେବେ ଏହା ଶାରୀରିକ ଉର୍ଜାକୁ ଶୋଷି ନିଏ, ତା ସହିତ ଜୀବନ କୁ ବି କମ କରି ଦିଏ | ଆଜି ଆପଣଙ୍କର ମାତା ବା ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ | ଏହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସମ୍ବନ୍ଧରେ ଉନ୍ନତି ହେବ |

ତୁଳା ରାଶି
ନିଜକୁ ଏମିତି ଗତିବିଧି ସହିତ ସକ୍ରିୟ ରଖନ୍ତୁ ଆପଣକୁ ମାନସିକ ଶାନ୍ତି ଦବ | ବିନା ଚିନ୍ତାକରି କାହାକୁବି ଧନ ଦେବା କଥା ନୁହେଁ, ନହେଲେ ଆପଣଙ୍କୁ ଆଗାମୀ ସମୟରେ ବଡ଼ ଅସୁବିଧାର ସମ୍ମୁଖୀନ ହେବା କୁ ପଡ଼ିବ | ଆପଣଙ୍କ ପିଲା ମାନେ ନିଜ ଭବିଷ୍ୟ ବିଷୟରେ ଯୋଜନା କରିବା ଜାଗାରେ ବାହାରେ ବେଶୀ ସମୟ କାଟିବେ, ଯାହା କାରଣରୁ ଆପଣ ନିରାଶ ହୋଇ ପାରନ୍ତି |

ବିଛା ରାଶି
କିଛି କୌତୁହଳଜନଙ୍କ ପଢ଼ିକି ଟିକେ ମାନସିକ ବ୍ୟୟାମ କରନ୍ତୁ | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ | ସୋସିଆଲ ମିଡ଼ିଆରେ ନିଜ ପ୍ରିୟାର ଦୁଇ-ତିନିଟା ସନ୍ଦେଶ ଦେଖନ୍ତୁ,ଆପଣଙ୍କୁ ଏକ ସୁନ୍ଦର ଆଶ୍ଚର୍ଯ୍ୟ କରିଦେବା ପରି ଅନୁଭବ ହେବ |

ଧନୁ ରାଶି
ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ ଧନ ଓ ଅର୍ଥର ମହତ୍ୱ ଆପଣ ଭଲଭାବରେ ଜାଣନ୍ତି | ସେଥିପାଇଁ ଆପଣଙ୍କର ସଞ୍ଚିତ ଧାନ ଆଜି ଆପଣଙ୍କର ବହୁତ କାମରେ ଆସିବା ଓ ଆପଣ ବହୁତ ବଡ଼ ଅସୁବିଧାରୁ ବାହାରିପାରିବେ | ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ |

ମକର ରାଶି
ପିଲା ମାନଙ୍କ କାରଣରୁ ଆପଣଙ୍କ ସନ୍ଧ୍ୟା ଖୁସିରେ ଚମକିବ | ଥକା ଓ ଦୁର୍ବଳତାକୁ ବିଦାୟ କରିବା ପାଇଁ ଗୋଟେ ବଢିଆ ଦିନରର ଯୋଜନା ବନାନ୍ତୁ | ତାଙ୍କର ସହିତ ରହିବା ଆପଣଙ୍କ ଶରୀରରେ ପୁଣି ଉର୍ଜାରେ ଭାରି ଦେବ | ଆଜି ଆପଣ ବହୁତ ଆରାମରେ ଟଙ୍କା ସଂଗ୍ରହ କରି ପାରିବେ- ଲୋକଙ୍କୁ ଦେଇ ଥିବା ପୁରୁଣା ଋଣ ଆଜି ମିଳି ପାରେ- ନହେଲେ କିଛି ନୂଆ ଯୋଜନା ଉପରେ ନିବେଶ କରି ପାଇଁ ଧନ ଅର୍ଜନ କରି ପାରନ୍ତି |

କୁମ୍ଭ ରାଶି
କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ଆଜି କୌଣସି ନିକଟ ସମ୍ବନ୍ଧିୟଙ୍କ ସହାୟତାରେ ଆପଣଙ୍କୁ ଅର୍ଥଲାଭ ହୋଇପାରେ | ଯଦି ଆପଣ ସାମାଜିକ ଭୋଜି ଓ କାର୍ଯ୍ୟକ୍ରମରେ ଭାଗ ନେବେ,ତାହେଲେ ଆପଣ ନିଜର ସାଙ୍ଗ-ସାଥୀ ମାନଙ୍କ ସହିତ ସମ୍ବନ୍ଧରେ ବୃଦ୍ଧି ଆଣି ପାରିବେ | ଆଜି ସାଥୀ ସାଙ୍ଗରେ ବାହାରକୁ ଯିବେ |

ମୀନ ରାଶି
ଜୀବନସାଥୀ ଖୁସିର କାରଣ ପ୍ରମାଣିତ ହେବେ | ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇ ପରେ | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ | ଆଜିର ଦିନ ଆପଣଙ୍କ ପ୍ରେମ ସମ୍ପର୍କରେ ରଙ୍ଗ ଭରିଦେବ କିନ୍ତୁ ରାତିରେ କୋଣସି ପୁରୁଣା କଥାକୁନେଇ ପ୍ରେମିକ/ପ୍ରେମିକାଙ୍କ ସହିତ ଯୁକ୍ତି ତର୍କ ସହିତ ମନୋମାଳିନ୍ୟ ହୋଇପାରେ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.