Breaking News

ଆଜିର ରାଶିଫଳ ୧୩ ମାର୍ଚ୍ଚ ୨୦୨୨ ରବିବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ଆଜି ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ ଓ ସୁଖୀ ଅନୁଭବ କରିବେ | ହଠାତ ଆୟ ବଢ଼ିବା ଯୋଗୁଁ ଆର୍ଥିକ ଅବସ୍ଥାରେ ସୁଧାର ଆସିବ ଓ ରୁଣ ଆରମରେ ସୁଝି ପାରିବେ | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ |

ବୃଷ ରାଶି
ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ପିଲାଙ୍କ ପାଠ ପଢ଼ା ବିଷୟରେ ଚିନ୍ତା କରିବା ଦରକାର ନାହିଁ | ଏହି ସମୟରେ ଆପଣଙ୍କୁ ଯେଉଁ ସମସ୍ୟା ସହିବାକୁ ପଡୁଛି, ତାହା ବହୁତ କମ ସମୟ ପାଇଁ ଓ ଆପେ ଆପେ ସାରି ଯିବ |

ମିଥୁନ ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଧନ ଆଜି ଆପଣଙ୍କ ହାତରେ ରହିବ ନାହିଁ | ସେଥିପାଇଁ ଆପଣଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିବ | ବାହା ହେବ ଯୁବକ ମାନଙ୍କ ବାହାଘର ଠିକ ହୋଇ ପାରେ | ପ୍ରେମର ଦୃଷ୍ଟିରୁ ଏହା ଉତ୍ତମ ଦିନ ଅଟେ | ଆଜି କିଛି ନୂଆ କରିବା ପାଇଁ ଆପଣ ଭାବିବେ |

କର୍କଟ ରାଶି
ଆପଣଙ୍କୁ ଲମ୍ବା ସମୟରୁ ଅନୁଭବ ହୋଉ ଥିବା ଥକା ଓ ମାନସିକ ଚାପି ଠୁ ଆରାମ ମିଳିବ | ଏଇ ଅସୁବିଧାଠୁ ସ୍ଥାଇ ନିଜାତ ପାଇବା ପାଇଁ ଜୀବନ ଶୈଳୀରେ ପରିବର୍ତନ ଆଣିବା ପାଇଁ ଉଚିତ ସମୟ ଅଛି | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି | ଏହି ଧାନଦ୍ୱାରା ଆପଣ ଆପଣଙ୍କର ଅନେକ ସମସ୍ୟାର ସମାଧାନ କରିପାରିବେ |

ସିଂହ ରାଶି
ଆଜି ଶାନ୍ତ ଓ ମାନସିକ ଚାପରୁ ମୁକ୍ତ ରୁହନ୍ତୁ | ଆପଣଙ୍କ ପାଇଁ ଆଜି ଗ୍ରହ ନକ୍ଷେତ୍ରଙ୍କ ଚାଲାଣ ଭଲ ନାହିଁ ତେଣୁ ନିଜର ଧନ ସମ୍ପତ୍ତିକୁ ସଯତନେ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ | ନିଜର ପରିବାରକୁ ପ୍ରଚୁର ସମୟ ଦିଅନ୍ତୁ | ତାଙ୍କୁ ଅନୁଭବ ହେବାକୁ ଦିଆନ୍ତୁକି ଆପଣ ତାଙ୍କର ଧ୍ୟାନ ରଖନ୍ତି | ତାଙ୍କ ସହିତ ଭଲ ସମୟ ବ୍ୟତୀତ ଓ ଅସନ୍ତୋଷ ପ୍ରକାଶ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ |

କନ୍ୟା ରାଶି
ଶାରୀରିକ ଓ ମାନସିକ ଲାଭ ପାଇଁ ଧ୍ୟାନ ଓ ଯୋଗ ଅତି ଉପକାରୀ ଅଟେ | ଧନର ଆଗମନ ଆଜି ଆପଣଙ୍କର ଅନେକ ଆର୍ଥିକ ସମସ୍ୟାର ସମାଧାନ କରିପାରିବ | ନିଜର ବନ୍ଧୁ ବାନ୍ଧବଙ୍କ ସହିତ ବ୍ୟକ୍ତିଗତ କଥା ଆଲୋଚନା କରିବାଠୁ ପରିହାର କରନ୍ତୁ | ଆପଣଙ୍କ ଅସୀମ ପ୍ରେମ ଆପଣଙ୍କ ପ୍ରିୟଙ୍କ ପାଇଁ ଅତି ବହୁମୂଲ୍ୟ ଅଟେ | ଆଜି ଘରେ ପୂଜା ପାଠ ଓ ବିଭିନ ଶୁଭ କାର୍ଯ୍ୟ ହେବ |

ତୁଳା ରାଶି
ସ୍ୱାସ୍ଥ୍ୟରେ ଚିକିସ୍ୟା ପାଇଁ ଉତ୍ତମ ଦିନ ଅଟେ | ଆପଣଙ୍କ ଖୁସି ରହିବା ସ୍ୱଭାବ ହିଁ ଆପଣଙ୍କ ଆତ୍ମା ବିଶ୍ୱାସରେ ବୃଦ୍ଧି ଆଣିବ | ଆଜି ସୃଜନାତ୍ମକ ବିଚାର ପ୍ରୟୋଗ କରି ବେଶୀ ଟଙ୍କା ରୋଜଗାର କରନ୍ତୁ | ଆପଣଙ୍କୁ ପରିବାର ଲୋକଙ୍କ ଓ ସାଙ୍ଗ ମାନଙ୍କ ସହିତ ସମୟ କାଟିବା ପାନ ପ୍ରଚୁର ସମୟ ମିଳିବ | ଆପଣଙ୍କ ନିରାଶ ଓ ଠକ ଜୀବନ ଆପଣଙ୍କ ଜୀବନ-ସାଥିକୁ ମାନସିକ ଚାପି ଦେଇ ପାରିବ |

ବିଛା ରାଶି
କୌଣସି ସାଙ୍ଗର ଜୋତିଶୀୟ ଉପଦେଶ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତି ଲାଭକରି ରହିବ | ଆପଣ ସଞ୍ଚୟ କରିଥିବା ଧାନ ଆଜି ପଣଙ୍କର କାମରେ ଆସିବା କିନ୍ତୁ ତା ସହିତ ଏହି ଧନ ଖର୍ଚ୍ଚ ହେବାର ବା ଯିବାର ଦୁଃଖ ମଧ୍ୟ ଆପଣଙ୍କୁ ହେବ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ |

ଧନୁ ରାଶି
ଆଜି ଆପଣ ଆତ୍ମବିଶ୍ୱାସ ଓ ଉର୍ଜାରେ ଭରି ରହିବେ ବଡ଼ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କୁ ଆଜି ସାବଧାନର ସହିତ ଅର୍ଥ ବିନିଯୋଗ କରିବାକୁ ପଡ଼ିବ | ପାରିବାରିକ କାର୍ଯ୍ୟ ଓ ଲମ୍ବା ସମୟରୁ ପଡ଼ି ଥିବା କାର୍ଯ୍ୟକୁ ସାରିବା ପାଇଁ ଆଜି ଦିନଟା ଉତ୍ତମ ଅଟେ | ଆପଣଙ୍କ ସାଥୀ ଆଜି ଆପଣଙ୍କ ପାଇଁ ଦେବଦୁତ୍ତ ପରି ଲାଗିବେ, ଯଦି ଆପଣ ଟିକେ ଭଲ ପାଇବା ଦେବେ |

ମକର ରାଶି
କୌଣସି ସାଙ୍ଗ ସହିତ ଭୁଲ ବୁଝାମଣା ଅପ୍ରିୟ ସ୍ଥିତି ଛିଡ଼ା କରି ପାରେ,କୌଣସି ବିଶପତିରେ ପହଞ୍ଚିବା ଆଗରୁ ସନ୍ତୁଳିତ ଦୃଷ୍ଟିରୁ ଦୁଇଟା ପକ୍ଷକୁ ପରୀକୟ କରନ୍ତୁ | ଆଜି ଆପଣଙ୍କୁ ଆପଣଙ୍କ ସନ୍ତାନ ଦ୍ୱାରା ଧାନ ପ୍ରାପ୍ତି ହୋଇପାରେ | ଘରେ ଶାନ୍ତି ଓ ଭଲ ପରିବେଶ ରଖିବା ପାଇଁ ତାଳ ପକେଇ କାମ କରନ୍ତୁ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ |

କୁମ୍ଭ ରାଶି
ଜୀବନସାଥୀ ଖୁସିର କାରଣ ପ୍ରମାଣିତ ହେବେ | ଆପଣଙ୍କର ପିତାଙ୍କର କୌଣସି ଉପଦେଶ ଆଜି ଆପଣଙ୍କୁ ଧାନ ଲାଭ କରାଇପାରେ | ନାତି-ନାତୁଣୀ ମାନଙ୍କଠୁ ଆଜି ବହୁତ ଖୁସି ମିଳି ପାରେ | ପ୍ରେମ ସମ୍ପର୍କରେ କୌଣସି ପ୍ରକାରର ଚାପ ପକେଇବାକୁ ଚେଷ୍ଠା କରନ୍ତୁ ନାହିଁ | ଯଦି ନିଜର ଜିନିଷ ସଂଭାଳିକି ନ ରଖିବେ ତାହେଲେ କ୍ଷତି ଓ ଚୋରି ହେବାର ସଂଭାବନା ଅଛି |

ମୀନ ରାଶି
କାର୍ଯ୍ୟସ୍ଥଳୀ ରେ ବରିଷ୍ଠଙ୍କ ଠାରୁ ଚାପ ଓ ଘରେ ଚାଲୁଥିବା ମତଭେଦ ମାନସିକ ଚାପ ଦେଇ ପାରେ – ଯାହାକି କାର୍ଯ୍ୟରେ ଆପଣଙ୍କର ଏକାଗ୍ରତା ଭଙ୍ଗ କରି ପାରେ | ସ୍ଥାନୀୟ ସମ୍ପତିଠୁ ଜଡ଼ିତ ନେବା-ଦେବା ହେବ ଓ ଲାଭ ମଧ୍ୟ ମିଳିବ | ଯାହା ସହିତ ଆପଣ ରୁହନ୍ତି,ତାଙ୍କ ସହିତ ବାଡ଼-ବିବାଦ ହାବଠୁ ନିଜକୁ ରକ୍ଷା କରନ୍ତୁ | ଯଦି କୌଣସି ସମସ୍ୟା ଅଛି,ତାହେଲେ ଶାନ୍ତି ଭାବରେ ସମାଧାନ କରନ୍ତୁ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.