Breaking News

ଆଜିର ରାଶିଫଳ : ୧୧ ମାର୍ଚ୍ଚ ୨୦୨୨ ଶୁକ୍ରବାର କେମିତି କଟିବ ଆଜିର ଦିନ |

ମେଷ ରାଶି
କାର୍ଯ୍ୟାଳୟରୁ ଆଜି ଅତିଶୀଘ୍ର ବାହାରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ପସନ୍ଦ ଆସୁଥିବା ଜିନିଷ କରନ୍ତୁ | ପରିବାରରେ କୌଣସି ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ଆର୍ଥିକ ଅବସ୍ଥା ଦୁର୍ବଳ କରିପାରେ ଯଦିବା ଏହି ସମୟରେ ଆପଣ ଅର୍ଥ ଅପେକ୍ଷ୍ୟା ତାଙ୍କର ସ୍ୱାସ୍ଥ୍ୟ ବିଷୟରେ ବେଶୀ ଚିନ୍ତା କରିବା ଉଚିତ | ହଠାତ ଆଜି ଆପଣଙ୍କୁ କିଛି ଗୋଟେ ଖୁସି ଖବର ମିଳି ପାରେ ଯାହା ଯୋଗୁଁ ଘର ଲୋକେ ଖୁସିରେ ଭରି ଉଠିବେ |

ବୃଷ ରାଶି
ଅସହଜତା ଆପଣଙ୍କ ମାନସିକ ଶାନ୍ତିରେ ବାଧା ଆଣି ପାରେ, କିନ୍ତୁ କେହି ସାଙ୍ଗ ଆପଣଙ୍କ ବିପଦର ସମାଧାନ କରିବାରେ ବହୁତ ସାହାଯ୍ୟ କରିବେ | ମାନସିକ ଚାପଠୁ ନିଜକୁ ରକ୍ଷା କରିବା ପାଇଁ ସଂଗୀତର ସାହାଯ୍ୟ ନିଅନ୍ତୁ | କାହାର ବିନା ପରାମର୍ଶରେ ଆଜି କିଛି ନିବେଶ କରନ୍ତୁ ନାହିଁ | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ |

ମିଥୁନ ରାଶି
ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ଆପଣଙ୍କ ଧାନ ଆପଣଙ୍କ କାମରେ ସେବେ ଆସିପାରିବ ଯେବେ ଆପଣ କୌଣସି ବଦଖର୍ଚ୍ଚ କରିବା କମ କରିବେ | ଆଜି ଆପଣ ଏହା ବେଶୀ ଭଲ ଭାବରେ ବୁଝି ପାରିବେ |

କର୍କଟ ରାଶି
ସୁସ୍ତ ଶରୀର ପାଇଁ ପଦ ଯାତ୍ରା ଅଧିକା ରୁ ଅଧିକା କରିବାକୁ ଚେଷ୍ଟା କରନ୍ତୁ | ଯେଉଁ ବ୍ୟକ୍ତିମାନେ ଅକାରଣ ଧାନ ଅପବ୍ୟୟ କରନ୍ତି ସେମାନେ ଆଜି ନିଜ ବଦଖର୍ଚ୍ଚ ଉପରେ କାବୁ ରଖିବାକୁ ପଡ଼ିବ | ପରିବାର ଲୋକଙ୍କ ପାଇଁ ଆପଣଙ୍କ ଜୀବନରେ ବିଶେଷ ମହତ୍ୱ ରହିବ | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ସଂଧ୍ୟା ବେଳକୁ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ |

ସିଂହ ରାଶି
ପ୍ରତିଦିନ ହେଉ ଥିବା ଗତିବିଧିରେ ଗର୍ଭବତୀ ମହିଳା ମାନଙ୍କୁ ସାବଧାନ ରହିବା ଆବଶ୍ୟକ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଆପଣଙ୍କ ଅଧିକାଂଶ ସମୟ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ବିତିବ | ଆଜି ଦିନ ଆପଣଙ୍କ ପାଇଁ କୌତୁହଳଜନକ ରହିବ,କାରଣ ଆପଣଙ୍କ ପ୍ରିୟ ଆପଣଙ୍କୁ ଉପହାର ଦେଇ ପାରନ୍ତି |

କନ୍ୟା ରାଶି
ଆଜି ଆପଣ ପୁରା ଉର୍ଜାରେ ଭରି ରହିବେ ଓ ଆପଣଙ୍କୁ ତାହାର ସବୁ କାମ ସାରିବା ପାଇଁ ପ୍ରୟୋଗ କରିବା ଉଚିତ | ଯେଉଁ ବ୍ୟପାରୀ ମାନଙ୍କର ଅନ୍ତଃରାଷ୍ଟ୍ରୀୟ ବ୍ୟାପାର ଅଛି ସେମାନେ ବିଶେଷତଃ ବେଶୀ ସଂଯମତାର ସହିତ ଆଜି ଖର୍ଚ୍ଚ କରିବା ଉଚିତ କାରଣ ଆଜି ଧନ ହାନିର ସମ୍ଭାବନା ବହୁତ ଅଛି | ସ୍ତିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ନିଜର ଭାଇର ସାହାଯ୍ୟ ନିଅନ୍ତୁ |

ତୁଳା ରାଶି
ଆପଣଙ୍କ ସକରାତ୍ମକ ଚିନ୍ତା ପୁରସ୍କୃତ ହେବ, କାରଣ ଆପଣ ନିଜର ଚେଷ୍ଟାରୁ ହିଁ ସଫଳତା ପାଇବେ | ଆର୍ଥିକ ରୂପରେ ଆଜି ଅପାଙ୍କ ପାଇଁ ଶୁଭ ଦିନ ଅଟେ | ଗ୍ରହ ନକ୍ଷେତ୍ରଙ୍କ ଚଳନା ଆଜି ଆପଣଙ୍କ ପାଇଁ ଅଧିକ ଧାନ ଅର୍ଜନର ସୁଯୋଗ ଆଣିପାରେ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ |

ବିଛା ରାଶି
ଆପଣଙ୍କ ହସମୁଖ ସ୍ୱଭାବ ଅନ୍ୟ ମାନଙ୍କୁ ଖୁସି ରଖିବ | ଆପଣଙ୍କୁ ଅନେକ ଗୁଡିକ କ୍ଷେତ୍ରରୁ ଧନ ଲାଭ ମିଳି ପାରେ | ଆପଣଙ୍କର ଲକ୍ଷକୁ ପାରିବାରିକ ଚିନ୍ତା ପଥଭ୍ରଷ୍ଠ ନ କରୁ | ଖରାପ ସମୟ ବହୁତ କିଛି ଶିଖାଏ | ଅପ୍ରତୟନସିତ ପ୍ରେମ ଆକର୍ଷଣ ହେବାର ସମ୍ଭାବନା ଅଛି | ଆଜି ଘରର କୌଣସି ସଦସ୍ୟ ଆପଣଙ୍କ ସହିତ ସମୟ କାଟିବାକୁ ଜିଦ ଧରିପାରନ୍ତି |

ଧନୁ ରାଶି
ଯେମିତି ହିଁ ଆପଣଙ୍କ ସ୍ଥିତି ଉପରେ ନିଅନ୍ତ୍ରଣା ରଖିବାକୁ ଚେଷ୍ଟା କରିବେ,ଆପଣଙ୍କ ଉତ୍ତେଜନା କାମ ହୋଇ ଯିବ | ଅତିଶୀଘ୍ର ହିଁ ଆପଣ ଜାଣିବେକି ଏହା ଅସୁବିଧା ସାବୁନର ସେହି ଫେଣ ପରି ଥିଲା ଯାହାକି ଛୁଇଁଲେ ହି ଫାଟି ଯିବ | କୌଣସି ଘନିଷ୍ଠ ବନ୍ଧୁଙ୍କ ସହାୟତାରେ ଆଜି ବାଣିଜ୍ୟ ବ୍ୟାପାରରେ ବହୁତ ଧାନ ଲାଭ ହେବାର ସମ୍ଭାବନା ଅଛି |

ମକର ରାଶି
ଆଜି ନିଜର ସକାରାତ୍ମକ ଚିନ୍ତା ଧାରାରେ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ | ଆପଣଙ୍କ ବଦଖର୍ଚ୍ଚ ପାଇଁ ଆଜି ଆପଣଙ୍କ ପିତା ମାତା ଆପଣଙ୍କ ଉପରେ କ୍ରୋଧ ହୋଇପାରନ୍ତି |ଯଦି ଆପଣ ଘରୁ ବାହାରେ ହଷ୍ଟେଲ ରେ ପଢ଼ିବା ପାଇଁ ରହୁଛନ୍ତି, ତେବେ ଏମିତି ଲୋକଙ୍କଠାରୁ ଦୂରରେ ରହିବା ଶିଖନ୍ତୁ ଯେଉଁମାନେ ଆପଣଙ୍କର ଅର୍ଥ ଓ ଧନ ନଷ୍ଟ କରିବେ |

କୁମ୍ଭ ରାଶି
ଧାର୍ମିକ ଭାବନା ଆସିପାରେ, ଯାହା ଯୋଗୁଁ ଆପଣ ଧାର୍ମିକ ଜାଗାକୁ ଯାଇ କୋଣସି ପବିତ୍ର ମନ ରଖୁଥିବା ଗୁରୁଙ୍କଠୁ ଜ୍ଞାନ ପ୍ରାପ୍ତି କରିବେ | ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ | ଏହାଦ୍ୱାରା ଧାନ ଲାଭ ହୋଇପାରେ | ନିଅଯର କଥା ଉପରେ ନିଅନ୍ତ୍ରଣ ରକଃନ୍ତୁ,ନଚେତ ଘରର ବୃଦ୍ଧ ଲୋକ ମାନେ ଦୁଖୀ ଅନୁଭବ କରିବେ |

ମୀନ ରାଶି
ଅନ୍ୟ ମାନଙ୍କ ଆଲୋଚନା କରିବାର ଆପଣଙ୍କ ଅଭ୍ୟାସ କାରଣରୁ ଆପଣଙ୍କୁ ବି ଆଲୋଚନାର ଶିକାର ହେବାକୁ ପଡ଼ି ପାରେ | ନିଜର ସେନ୍ସ ଅ ହ୍ୱିୟୁମରରେ ବୃଦ୍ଧି ଆଣନ୍ତୁ ଓ ଯୁକ୍ତି-ତର୍କ କରନ୍ତୁ ନାହିଁ | ଏମିତି କଲେ ଆପଣ ଆରାମରେ ଅନ୍ୟ ମାନଙ୍କୁ କଡ଼ା କଥା ଠୁ ନିଜାତ ପାଇଁ ଯିବେ | ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.