Breaking News

ଆଜିର ରାଶିଫଳ : 07 ମାର୍ଚ୍ଚ 2022 ସୋମବାର କେମିତି କଟିବ ଆଜିର ଦିନ |

ମେଷ ରାଶି
ନିଜ କାର୍ଯ୍ୟ ପାଇଁ ଅନ୍ୟ ଉପରେ ଚାପି ଦିଅନ୍ତୁ ନାହିଁ | ଅନ୍ୟ ମାନଙ୍କ ଇଚ୍ଛା ଓ ରୁଚି ଉପରେ ବି ଧ୍ୟାନ ଦିଅନ୍ତୁ, ଏହା କଲେ ଆପଣଙ୍କୁ ହୃଦୟରୁ ଖୁସି ମିଳିବ | ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ଆଜି ହାଥ ଖୋଲିକି ବ୍ୟୟ କରିବାଠୁ ଦୁରେଇ ରୁହନ୍ତୁ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ |

ବୃଷ ରାଶି
ଆପଣଙ୍କ ଇଚ୍ଛା ଓ ଆଶା ଉପରେ ଦରର ଛାଇ ପଡ଼ି ପାରେ | ଏହାର ସାମନା କରିବା ପାଇଁ ଆପଣଙ୍କୁ ଉପଯୁକ୍ତ ପରାମର୍ଶ ଆବଶ୍ୟକତା ଅଛି | ପଇସା ଅଭାବରୁ ଆଜି ଘରେ କଳହ ସୃଷ୍ଟି ହୋଇପାରେ | ତେଣୁ ଭାବି ଚିନ୍ତି ଘର ଲୋକଙ୍କ ସହିତ କଥା ହୁଅନ୍ତୁ | ଘରକୁ ଅଥିତି ଆସିବା କାରଣରୁ ଦିନ ଶୁଭ ଓ ବଢ଼ିଆ କାଟିବ | ପ୍ରେମର ଶକ୍ତି ଆପଣଙ୍କୁ ପ୍ରେମ କରିବାର କାରଣ ଦିଏ |

ମିଥୁନ ରାଶି
ଜୀବନର ଉତ୍ତମ ଜିନିଷକୁ ଆନ୍ତରିକ ଭାବରେ ଅନୁଭବ କରିବା ପାଇଁ ମନ ଓ ହୃଦୟର ଦ୍ୱାର ଖୋଲନ୍ତୁ | ଚିନ୍ତାକୁ ଛାଡ଼ିବା ଏହା ପ୍ରତି ପ୍ରଥମ ପାଦ ଅଟେ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ନହେଲେ ଘର ଲୋକଙ୍କ ମନରେ ଦୁଃଖ ଦେଇ ପାରନ୍ତି | ଆପଣଙ୍କୁ ପ୍ରେମରେ ଦୁଃଖର ସମ୍ମୁଖୀନ ହେବାକୁ ପଡି ପାରେ |

କର୍କଟ ରାଶି
ଆଜି ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କାଟିବେ କିନ୍ତୁ ଅଧିକ ଖାଇବାଠୁ ଦୁରେଇ ରୁହନ୍ତୁ ନହେଲେ କାଲି ସଖାଳେ ପେଟ ଖରାପ ହୋଇ ପାରେ | ଆର୍ଥିକ ଅବସ୍ଥାରେ ଉନ୍ନତି ହେବା କାରଣରୁ ନିଜର ଆବଶ୍ୟକ ବସ୍ତୁ କିଣି ପାରିବେ | ପିତାଙ୍କ କଡ଼ା ସ୍ଵଭାଵ ଆପଣଙ୍କୁ ନିରାଶ କରି ପାରେ | କିନ୍ତୁ ସ୍ଥିତିକୁ ନିଅନ୍ତ୍ରଣରେ ରଖିବା ପାଇଁ ଶାନ୍ତ ରୁହନ୍ତୁ |

ସିଂହ ରାଶି
ଯେମିତି ଯେମିତି ସଫଳତା ପାଖେଇ ଆସିବା ସେମିତି ସେମିତି ଉର୍ଜା କମି ଆସିବା | ଏକ ନୂତନ ବିତିୟ ବୁଝାମଣା ଅନ୍ତିମ ରୂପ ନେବା ଓ ଧନ ପ୍ରାପ୍ତି ହେବ | ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ | ନିଜର କାର୍ଯ୍ୟ ପଛରେ ପ୍ରେମ ଓ ଦୂରଦୃଷ୍ଟିର ଭାବନା ହେବ ଦରକାର, ନା କି ଲୋଭର ବିଷ | ଆପଣଙ୍କ ହସ ଆପଣଙ୍କ ପ୍ରିୟାର ରାଗ ଦୂର କରିବା ପାଇଁ ସବୁଠୁ ଉତ୍ତମ ଓଷଧ ଅଟେ |

କନ୍ୟା ରାଶି
ଗାଡ଼ି ଚଳେଇଲା ବେଳେ ସାବଧାନ ରୁହନ୍ତୁ, ବିଶେଷ କରିକି ଯଦି ଆପଣ ରାତ୍ରି ବେଳରେ ଯାତ୍ରା କରୁଛନନ୍ତି | ନଚେତ ଆଉ କାହାର ଭୁଲର ଶାସ୍ତି ଆପଣକୁ ଭୋଗିବାକୁ ପଡ଼ିବ | ଯେଉଁମାନଙ୍କର ଏପର୍ଯ୍ୟନ୍ତ ଦରମା ମିଳିନି ସେମାନେ ଆଜି ମାନସିକ ଦୁଃଶ୍ଚିନ୍ତାରେ ରହିପାରନ୍ତି ଓ ସାଙ୍ଗସାଥୀଙ୍କ ଠାରୁ ଉଧାର ନେଇପାରନ୍ତି | ଆଜି ବନ୍ଧୁ ମାନଙ୍କ ସହିତ ଭଲ ସମୟ କାଟିବେ କିନ୍ତୁ ଗାଡି ଚଲେଇଲା ବେଳେ ସାବଧାନ ହୋଇ ଚଲାନ୍ତୁ |

ତୁଳା ରାଶି
ଆଜି ଊର୍ଜା ସହିତ ଭରା ରହିବା ପରେ ଭି -କାମ ଚାପ ଯୋଗୁଁ ବିରକ୍ତ ରହିବେ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ | ଆପଣଙ୍କର ପ୍ରେମୀ ଆପଣଙ୍କର ସବୁବେଳେ ଭଲ ଚିନ୍ତା କରନ୍ତି |

ବିଛା ରାଶି
ଖୋଲା ହୋଇଥିବା କାଧ୍ୟ ଖାଆନ୍ତୁ ନାହିଁ,ନଚେତ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆଜି ନିଜର ଘରର ସେମିତି ସଦସ୍ୟଙ୍କ ଠାରୁ ଦୂରରେ ରହିବା ଉଚିତ ଯେଉଁମାନେ ଆପଣଙ୍କ ଠାରୁ ପଇସା ନେଇ ଫେରନ୍ତି ନାହିଁ | ଆଜିର ଦିନ ମଜା କରିବା ଦୃଷ୍ଟିରୁ ଉତ୍ତମ ଅଟେ, ତାହା ଯୋଗୁଁ ନିଜର ପସଂଦର କାର୍ଯ୍ୟ କରନ୍ତୁ |

ଧନୁ ରାଶି
ଆପଣଙ୍କ ପାଖରେ ନିଜର ସ୍ୱାସ୍ଥ୍ୟ ଓ ରଙ୍ଗ ରୂପରେ ଉନ୍ନତି କରିବା ପାଇଁ ପ୍ରଚୁର ସମୟ ହେବ | ଆପଣଙ୍କ ଚେଷ୍ଟା ଓ ପରିଶ୍ରମକୁ ଲୋକ ମାନେ ଗୁରୁତ୍ୱ ଦେବେ ଓ ତାହା ଯୋଗୁଁ ଆପଣଙ୍କୁ କିଛି ଆର୍ଥିକ ଲାଭ ମଧ୍ୟ ମିଳି ପାରେ | ଘରୋଇ କଥାରେ ଶୀଘ୍ର ଧ୍ୟାନ ଦେବା ଆବଶ୍ୟକ ଅଛି | ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଓ ଉତ୍ତେଜିତ ଅନୁଭବ କରିବେ |

ମକର ରାଶି
ଆପଣଙ୍କ ଚଢ଼ି ଥିବା ପାରା ଆପଣଙ୍କୁ ବିପଦରେ ପକେଇ ପାରେ | ଯଦିବା ଅର୍ଥ ଆପଣଙ୍କ ପାଇଁ ସବୁଠାରୁ ବେଶୀ ମହତ୍ୱପୂର୍ଣ୍ଣ ତଥାପି ଏହପାଇଁ ଆପଣଙ୍କୁ ଆପଣଙ୍କ ସମ୍ପର୍କ ଖରାପ କରିବା ଉଚିତ ନୁହେଁ | ନିଜର ପରିବାର ଲୋକଙ୍କ ଭଲ ପାଇଁ ପରିଶ୍ରମ କରନ୍ତୁ | ନିଜର କାର୍ଯ୍ୟ ପଛରେ ପ୍ରେମ ଓ ଦୂରଦୃଷ୍ଟିର ଭାବନା ହେବ ଦରକାର, ନା କି ଲୋଭର ବିଷ |

କୁମ୍ଭ ରାଶି
ଯୋଗ ଓ ତପଶ୍ୟା ଆଜି ଆପଣଂକ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ| ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ଲୋକ ଓ ତାଙ୍କର ଉଦେଶ୍ୟ ବିଷୟରେ ଜଲ୍ଦି ନିର୍ଣ୍ଣୟ ନିଅନ୍ତୁ ନାହିଁ | ହୋଇ ପାରେ କି ସେମାନେ କାହା ଚାପରେ ଅଛନ୍ତି ଓ ତାଙ୍କୁ ଆପଣଙ୍କର ସହାନୁଭୂତି ଓ ବିଶ୍ୱାସର ଆବଶ୍ୟକତା ଅଛି |

ମୀନ ରାଶି
ଲୋକଂକ ସହିତ କଥା ହେବ ଓ ଦଳରେ ଭାଗ ନେବାର ଡର ଆପଣଙ୍କ ଉତେଜିତ ହେବାର କାରଣ ହୋଇ ପାରେ | ଏହି ବିପଦ ଠୁ ରକ୍ଷା କରିବା ପାଇଁ ନିଜର ଆତ୍ମବିଶ୍ଵାସରେ ବୃଦ୍ଧି ଅଣାନ୍ତୁ | କୌଣସି ନୂଆ ଚମତ୍କାରୀ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରି ପାରେ | ପରିବାର ଲୋକଙ୍କ ସହିତ ଗତିବିଧି ସମସ୍ତଙ୍କୁ ଖୁସି ରଖିବ |

About odisha news

Check Also

ଆଜିର ରାଶିଫଳ : 23 july 2022 ଶନିବାର କେମିତି କଟିବ ଆଜିର ଦିନ !

ମେଷ ରାଶି ଆଜି ଆପଣଙ୍କୁ ମହତ୍ଵପୁର୍ଣ ନିର୍ଣ୍ଣୟ ନେବାକୁ ପଡ଼ିବ ଯାହା ଯୋଗୁଁ ଆପଣଙ୍କୁ ମାନସିକ ଚାପ ଓ ଅଧୀରତା …

Leave a Reply

Your email address will not be published.