ନମସ୍କାର ଦର୍ଶକବନ୍ଧୁ ରାସନ କାର୍ଡକୁ ନେଇ ଆସିଛି ବହୁତ ବଡ ଖୁସି ଖବର ମାଗଣା ରାସନ ନେବା ପାଇଁ ଆଉ ହେବନାହିଁ ରାସନ କାର୍ଡ ସରକାର ପରିବର୍ତନ କଲେ ନିୟମ | ତେବେ ଦର୍ଶକବନ୍ଧୁ କଣ କଣ ପରିବର୍ତନ ହୋଇଛି ଓ କଣ ନିୟମ ଲାଗୁ ହୋଇଛି ତା ସହିତ କଣ କଲେ ମାଗଣା ରାସନ ମିଳିବ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ |
ଯଦି ଆପଣ ରାସନ କାର୍ଡ ଧାରି ଅଟନ୍ତି ତାହାଲେ ଆପଣ ରାସନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରନ୍ତୁ ମୋଦି ସରକାର ଏହି ଦିଗରେ କାର୍ଯ୍ୟ କରୁଛନ୍ତି ଆଧାର ସହିତ ଲିଙ୍କ ହୋଇ ଯିବା ପରେ ଗ୍ରହାକଙ୍କୁ ରାସନ ଦୋକାନୀଙ୍କ ପାଖକୁ ନେଇକି ଯିବାକୁ ପଡ଼ିବନି ରାସନ କାର୍ଡ ନମ୍ବର ଅନୁସରେ ଦୋକାନୀ ଗ୍ରହାକଙ୍କୁ ଖାଦ୍ୟ ସଞ୍ଚାର ଅଂସ ଦେବେ |
ଲକଡାଉନ ପରେ କେନ୍ଦ୍ର ସରକାର ଏପରି ହିତାଧୀକାରୀଙ୍କୁ ମାଗଣାରେ ରାସନ ଦେବାକୁ ପ୍ରଦାନ କରିଥିଲେ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନଥିଲା | ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଓ କେନ୍ଦ୍ର ସଚିତ ଅଞ୍ଚଳରେ ଏହି ଆଦେଶ ପାଳନ କରୁଛନ୍ତି ଓ ମାଗଣାରେ ରାସନ ବାଣ୍ଟୁଛନ୍ତି | ଏହି ଯୋଜନା 3 ମାସ ପାଇଁ କାର୍ଯ୍ୟ କରା ଗଲା କିନ୍ତୁ ପରେ କେନ୍ଦ୍ର ସରକାର ଏହାକୁ ବୃଦ୍ଧି କରିଥିଲେ |
କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ଯେଉଁ ମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେହି ଲୋକମାନଙ୍କୁ 5 କିଲୋ ଗ୍ରାମ ଗହମ ନେହନେ ଚାଉଳ 1 କିଲୋ ଗ୍ରାମ ଡାଲି ଦିୟା ଯାଉଛି କେନ୍ଦ୍ର ସରକାରଙ୍କ ଏହି ଯୋଜନା କେବଳ ନଭେମ୍ବର ପର୍ୟ୍ଯନ୍ତ ରହିଛି |
ନଭେମ୍ବର ମାସ ପରେ ଯେଉଁ ମାନେ ଆଧାର କାର୍ଡ ସହିତ ଲିଙ୍କ ହୋଇଥିବା ରାସନ କାର୍ଡ ପାଇଛନ୍ତି ସେମାନେ ରାସନ କାର୍ଡ ନଥିଲେ ମଧ୍ୟ ସେମାନଙ୍କୁ ରାସନ ମିଳିବା ଜାରି ରହିବ | ତେବେ ଦର୍ଶକବନ୍ଧୁ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |