Breaking News

ରାସନ କାର୍ଡ ର ନୂଆ ନିୟମ, ରାସନ କାର୍ଡ ଥିଲେ ହେଇଯାନ୍ତୁ ସଚେତନ ନହଲେ ପଡ଼ି ପାରିବେ ଅସୁବିଦାରେ !

ସରକାର ରାସନ କାର୍ଡଙ୍କ ପାଇଁ କଲେ ବଡ ଘୋଷଣା ଲାଗୁ ହେଲା ନୂଆ ନିୟମ ଶୀଘ୍ର ସାରି ଦିଅନ୍ତୁ ଏହି କାମ ନହଲେ ମିଳିବ ନାହିଁ ଚାଉଳ | ଯଦି ଆପଣ ଜଣେ ରାସନ କାର୍ଡ ଉପଯୋଗି ଏବଂ ଆପଣ ଜଣେ ରାସନ କାର୍ଡ ଉପଭୋକ୍ତ ଜାଣି ନିଅନ୍ତୁ ଏହି କଥା ସରକାର କରିଛନ୍ତି ନିୟମରେ କରିଛନ୍ତି ବଡ ପରିବର୍ତନ | ରାସନ କାର୍ଡ ହିତାଧିକାରୀ ଙ୍କ ପାଇଁ ବଡ ଜରୁରୀ ଖବର ଅଛି ହିତାଧିକାରୀ ମାନଙ୍କୁ ସରକାର ବଡ ସୁଯଗ ଦେଇଛନ୍ତି |

ବାସ୍ତବରେ ରାସନ କାର୍ଡକୁ ଆଧାର ସହିତ ଯୋଡିବାକୁ ସରକାର ଶେଷ ତରିକା ବଢ଼ାଇ ଦେଇଛନ୍ତି ହିତାଧିକାରୀ ମାନେ ବର୍ତମାନେ ଜୁନୁ 30.2022 ସୁଦ୍ଧା ଆଧାର ସହିତ ସେମାନଙ୍କ ରାସନ କାର୍ଡ କୁ ଲିଙ୍କ କରିବାକୁ ସକ୍ଷମ ହେବେ ଯଦି ଆପଣ ଏପର୍ଯ୍ୟନ୍ତ ଆପଣ ଆପଣଙ୍କ ରାସନ କାର୍ଡକୁ ଆଧାର ସହିତ ଲିଙ୍କ କରିନାହାନ୍ତି ତେବେ ଶୀଘ୍ର କରିନିଅନ୍ତୁ ଖାଦ୍ୟ ଓ ସର୍ବ ଜନୀନ ବିତରଣ ବିବାହାଗ ଏଥିପାଇଁ ବିଜ୍ଞାପତି ଜାରି କରି ସୂଚନା ଦେଇଛନ୍ତି |

ଏହାର ଶେଷ ତରିକା ମାର୍ଚ୍ଚ 31 ରେ ଶେଷ ହେଉଥିଲା ସୂଚନା ଯୋଗ୍ୟ ରାସନ କାର୍ଡର ହିତାଧିକାରୀ ମାନେ କାମ ମୂଲ୍ୟରେ ରାସନ ପାଇବା ସହିତ ଅନନ୍ୟାନ ସୁବିଦା ମଧ୍ୟ ପାଇଥାନ୍ତି କେନ୍ଦ୍ର ସରକାର ରାସନ କାର୍ଡ ଯୋଜନା ଆରମ୍ଭ କରିଛନ୍ତି | ଏହି ଯୋଜନା ଅନ୍ତର୍ଗତ ସରକାର ସାଧରଣ ଜନତାକୁ ଚାଉଳ ଗହମ ସମେତ ଅନେକ ସୁବିଦା ଦେଉଛନ୍ତି | କୋରନା କାଳରେ କେନ୍ଦ୍ର ସରକାର ମଗ୍ନ ରାସନ ସୁବିଦା ଆରମ୍ଭ କରିଥିଲେ ଯେଉଁ ଥିରେ ସମସ୍ତ ଗରିବ ଅସହ୍ୟ ଲୋକଙ୍କୁ ମାସକୁ 5 କିଲୋ ଗ୍ରାମ ମାଗଣା ଶସ୍ୟ ସାମଗ୍ରୀ ଦିଆଯିବ |

ଆଧାର କାର୍ଡକୁ ରାସନ କାର୍ଡ ସହିତ ଲିଙ୍କ କରିବାକୁ ଅବଶକ୍ୟ ଡକମେଣ୍ଟ ଗୁଡିକ ହେଉଛି ଆଧାର କାର୍ଡଏ କପି ରାସନ କାର୍ଡର କପି ଏବଂ ରାସନ କାର୍ଡ ଧାରୀଙ୍କ ଗୋଟେ ଛୋଟ ଫୋଟ ଦରକାର ରାସନ କାର୍ଡ କେନ୍ଦ୍ରରେ ଜମା କରିବାକୁ ହେବ | ଏହା ବେତିତ ଆପଣଙ୍କର ଆଧାର କାର୍ଡ ତର୍ଜମା ମଧ୍ୟ ରାସନ କାର୍ଡ କେନ୍ଦ୍ରରେ ତର୍ଜମା କରାଯିବ |

About odisha news

Check Also

ଭଦ୍ରକରେ ଦେଖିବାକୁ ମିଳିଲା ସୁପରଷ୍ଟାର Anubhav ଙ୍କ ଡୁପ୍ଲିକେଟ, ନଦେଖିଲ ବିଶ୍ୱାସ କରିବେ ନାହିଁ…ଆପଣ ଥରେ ଦେଖନ୍ତୁ ଆଉ କହିବେ ଇଏତ…

ନମସ୍କାର ଦର୍ଶକବନ୍ଧୁ ଅନୁଭବଙ୍କ ଭଳି ଚାଲି ଚଳଣି ଅନୁଭବଙ୍କ ପରି ହେୟାର ଷ୍ଟାଇଲ ଆଉ ଦେଖା ଯାଉଛନ୍ତି ଅବିକଳ ଅନୁଭବଙ୍କ …

Leave a Reply

Your email address will not be published.