Breaking News

ରାସନ କାର୍ଡ ଥିଲେ ନିହାତି ଦେଖନ୍ତୁ ଯଦି ଆପଣଙ୍କର ଘରେ ଏହି ସବୁ ଦିନିଷ ଅଛି ତାହାଲେ ଆପଣଙ୍କର Ration କାର୍ଡ ରୁ କଟିଯିବ ନାଁ, ଯଦି ଏହି ସବୁ ଦିନିଷ ଥାଏ ତାହାଲେ କଣ କରିବେ ଦେଖନ୍ତୁ….

ଫ୍ରେଣ୍ଡ ଏହି କାରଣ ପାଇଁ ବାତିଲି ହୋଇଯିବ ଆପଣ ମାନଙ୍କ ରାସନ କାର୍ଡ ବେବେ ଆସିଲା ରାସନ କାର୍ଡକୁ ନେଇ ଏକ ବଡ଼ ଖବର ଆପଣ ବି କରୁନାହାନ୍ତି ତ ଏପରି କାମ | ଯଦି କରୁଥାନ୍ତି ଏହି କାମ ହୋଇ ଯାଆନ୍ତୁ ସାବଧାନ ନଚେତ ଆପଣଙ୍କୁ ସବୁ ଦିନ ପାଇଁ ବନ୍ଦ ହୋଇଯିବ ରାସନ କାର୍ଡ କଣ ରହିଛି ରାସନ କାର୍ଡ କୁ ନେଇ ଏହି ବଡ଼ ଖବରଟି |

ଦର୍ଶକବନ୍ଧୁ ସମସ୍ତ ଭାରତ ବର୍ଷର ପ୍ରାୟ 15 କୋଟି ରାସନ କାର୍ଡ ଧରି ଅଛନ୍ତି ଯଦି ଆପଣ ଏହି 15 କୋଟି ଲୋକଙ୍କ ମଧ୍ୟରୁ ଜଣେ ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର | 2020 ମସିହାରେ କୋରାନ ସମୟରେ ସରକାରଙ୍କ ପାଇଁ ମାଗଣା ରାସନ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ଏହି ଯୋଜନା ସେପ୍ଟମ୍ବର ତାରିଖରେ ଶେଷ ହେବାକୁ ଯାଉଛି ଅବଶ୍ୟ ସରକାର ଏହାକୁ ଆଗକୁ ନେବାକୁ ଚିନ୍ତା କରୁଛନ୍ତି ବୋଲି କେତେକ ଗଣ ମାଧ୍ୟମ ରିପୋଟ ରେ କୁହାଯାଇଛି |

କିଛି ଦିନ ପୂର୍ବରୁ ସରକାର ଜାଣିବାକୁ ପାଇଥିଲେ କିଛି ଅଯୋଗ୍ୟ ପ୍ରଥି ମାଗଣା ରାସନ ଯୋଜନାରେ ଲାଭ ଉଠାଉଛନ୍ତି ଏଭଳି ପରିସ୍ଥିତିରେ ସରକାର ସମୟ ସମୟ ରାସନ କାର୍ଡ ଚଳିତ ନିୟମକୁ ପରିବର୍ତନ କରୁଛନ୍ତି ନିକଟରେ ସରକାର ଅଯୋଗ୍ୟ କାର୍ଡ ଧାରୀଙ୍କୁ ରାସନ କାର୍ଡ ଫେରାଇବାକୁ ଆବେଦନ କରିଥିଲେ ବୋଲି ଗଣ ମାଧ୍ୟମ ରିପୋଟର କୁହାଯାଇଛି | ତେବେ ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେଉଁ ମାନେ ରାସନ କାର୍ଡ ଆଣି ନିଜେ ସମର୍ପଣ ନକରିବେ ସେମାନଙ୍କ ଉପରେ କଢ଼ା କାର୍ଯ୍ୟ ଅନୁଷ୍ଠାନ ନିଆଯିବ |

ତେବେ ପ୍ରତେକ କାର୍ଡ ଧାରକ ରାସନ କାର୍ଡ ସହ ଚଳିତ ନିୟମ ବିଷୟରେ ଆପଣ ଅବଗତ ରହିବ ଅବଶକ୍ୟ ନଚେତ ଆପଣ ମାନେ ଯଦି ଏପରି ଭୁଲୁ କରୁଛନ୍ତି ତେବେ ଆପଣ ମାନଙ୍କୁ ଦଣ୍ଡ ଯୁକ୍ତ ହେବାକୁ ପଡିବ ତେବେ ଅନୁସନ୍ଧାନରେ ରେ ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଆପଣଙ୍କ ବିରୋଧରେ କଢ଼ା କାର୍ଯ୍ୟ ଅନୁଷ୍ଠାନ ନିଆଯିବ ଆସନ୍ତୁ ଜାଣିବା ରାସନ କାର୍ଡ ଜଡିତ କଣ ରହିଛି ନୂଆ ସବୁ ନିୟମ |

ତେବେ ରାସନ କାର୍ଡ ନିୟମ ଗୁଡିକ ହେଉଛି ଯଦି ରାସନ କାର୍ଡ ଧାରକ ନିଜର ରୋଜଗାର କେତେ ଓ ଫ୍ଲାଟ କିମ୍ଭା ଘର ଅଛି ଚାରି ଚକିଆ ଯାନ ଅଛି ବା ଟ୍ରାକ୍ଟର ବା ଅସ୍ତ୍ର ଶାସ୍ତ୍ର ଲାଇସେନ୍ସ ଏହି ପରି ଲୋକ ସରକାରଙ୍କର ରାସନ ଚାଉଳ ନେବାକୁ ଉପଯୋଗୀ ନୁହନ୍ତି | ତେବେ ଫ୍ରେଣ୍ଡ ଇଏ ଥିଲା ରାସନ କାର୍ଡର ଏକ ନୂଆ ନିୟମ ଯଦି ଆପଣ ମାନେ ଏହି ସବୁ ଉଲଙ୍ଗନ କରନ୍ତି ତାହାଲେ ଆପଣ ମାନଙ୍କୁ ମିଳିବ ନାହିଁ ରାସନ କାର୍ଡ଼ର ସମସ୍ତ ଦିନିଷ ଏହା ସାହିର ବାତିଲ ହୋଇଯିବ ଆପଣ ମାନଙ୍କର ରାସନ କାର୍ଡ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.