Breaking News

ରାସନ କାର୍ଡ ଥିଲେ ଆସିଲା ଏହି ବଡ଼ ଖବର ଶୀଘ୍ର ଦେଖନ୍ତୁ …

ବର୍ତ୍ତମାନର ବଡ଼ ଖବର ରାସନକାର୍ଡ ଥିଲେ ଫୁଣି ଏକ ବଡ଼ ଖବର ଆଉ 6 ମାସ ବଢ଼ିଲା ପ୍ରଧାନ ମନ୍ତ୍ରୀ କଲ୍ୟାଣ ଯୋଜନା ଅର୍ଣ୍ଣ ଯୋଜନା ଅବଧି | ଏବେ ପ୍ରଧାନ ମନ୍ତ୍ରୀ କଲ୍ୟାଣ ଅର୍ଣ୍ଣ ଯୋଜନା ସରକାର ସେପ୍ଟମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଶନିବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧିକତରେ ଅନୁଶୀଷ୍ଟ କେବିନେଟ ବୈଠକରେ ପ୍ରଧାନ ମନ୍ତ୍ରୀ କଲ୍ୟାଣ ଅର୍ଣ୍ଣ ଯୋଜନା ଆହୁରି 6 ମାସକୁ ଅର୍ଥାତ ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ବୃଧି କରିଛନ୍ତି |

ଗରିବ ଲୋକଙ୍କୁ ଆହୁରି 6 ମାସ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଧାନ ମନ୍ତ୍ରୀ ମୋଦି ଆଜି ପ୍ରଥମେ ଟୁଇଟି କରି ସୂଚନା ଦେଇଥିଲେ | ପ୍ରଧାନ ମନ୍ତ୍ରୀ ଟୁଇଟି କରି ଲେଖିଥିଲେ ଭାରତ ବର୍ଷର ସମସ୍ତ ଏକ ଏକ ନାଗରିକ ଶକ୍ତି ବନାନ୍ତୁ ଏହି ଶକ୍ତିକୁ ଆହୁରି ମଝୁ କର ଲୋକଙ୍କୁ ମଝୁ ଭୁତ କରିବା ପାଇଁ ସରକାର ପ୍ରଧାନ ମନ୍ତ୍ରୀ କଲ୍ୟାଣ ଅର୍ଣ୍ଣ ଯୋଜନାକୁ ଆହୁରି 6 ମାସ ବଢ଼ାଇ ବାକୁ ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ଜାରି ରଖିବାକୁ | ଦେଶରେ ସବୁ ଗରିବ ଲୋକ ଲାଭ ଉଠାଇ ପାରିବେ 5 କେଜି ରାସନ ଜଣେ ବ୍ୟକ୍ତିଙ୍କୁ ପ୍ରତି ମାସ ମିଳିବ |

ସୂଚନା ସମୟରେ କୋରାନ ମହାମାରୀ ସମୟରେ ଦେଶର ଅନେକ ଲୋକ ରାସନ ଅଭାବରୁ କଷ୍ଟରେ ଜୀବନ କାଟୁଥିଲେ ଏହି ସମୟରେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ କଲ୍ୟାଣ ଅର୍ଣ୍ଣ ଯୋଜନା ରେ ପ୍ରତି ବ୍ୟକ୍ତି ପିଛା 5 କେଜି ମାଗଣା ଖାଦ୍ୟ ଦେବାକୁ ଘୋଷଣା କରିଥିଲେ |

ସେହି ଗରିବ କଲ୍ୟାଣ ଅର୍ଣ୍ଣ ଯୋଜନାର ପଞ୍ଚମ ପର୍ଯ୍ୟରେ ଚଳିତ ମାସରେ ଶେଷ ହେବ | ସୂଚନା ଯୋଗ୍ୟ ଏପ୍ରିଲି 2020 ଠାରୁ କାର୍ଯ୍ୟ କାରି ହେଉଥିବା ପ୍ରଧାନ ମନ୍ତ୍ରୀ କଲ୍ୟାଣ ଅର୍ଣ୍ଣ ଯୋଜନା କୁ ହେଉଥିବା ଦେଶର ସବୁଠାରୁ ବଡ ଖାଦ୍ୟ ସୁରକ୍ଷା କାର୍ଯ୍ୟ କ୍ରମ |

ସରକାର ବ୍ରତମ ସୁଦା ଏହି ଯୋଜନାରେ ପପ୍ରାୟତ 2.60 ଲକ୍ଷ୍ୟ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଆସନ୍ତା 6 ମାସ ମଧ୍ୟରେ ଆହୁରି 80000 କୋଟି ଟଙ୍କା ଖର୍ଚ୍ଚ ହେବ | ପ୍ରଧାନ ମନ୍ତ୍ରୀ କଲ୍ୟାଣ ଅର୍ଣ୍ଣ ଯୋଜନା ଅଧୀନରେ ସମୁଦାୟ ପ୍ରୟ 3.4ଲକ୍ଷ୍ୟ କୋଟି ଟଙ୍କା ବେୟ ହେବ ଏହି ଯୋଜନା ଅନୁସାରେ କେନ୍ଦ୍ର ଜାତୀୟ ସୁରାଖ୍ୟ ଅଧୀନରେ ନିୟମ ଅନୁଯାଇ ହିତାଧିକାରୀ ଙ୍କୁ | ମାଗଣାରେ 5 କେଜି କିଲୋ ଗ୍ରାମ ଖାଦ୍ୟ ଶସ୍ୟ ଦିଆଯାଉଛି ତେବେ ସୂଚନା ଯୋଗ୍ୟ ଆଜି ପ୍ରଧାନ ମନ୍ତ୍ରୀ କଲ୍ୟାଣ ଅର୍ଣ୍ଣ ଯୋଜନା ଘୋଷଣାର କରାଯାଇଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.