Breaking News

ରାସନ କାର୍ଡ ରୁ କଟିବାକୁ ଯାଉଛି ଏହି ମାନଙ୍କ ନାମ, ଆପଣଙ୍କ ନାଁ ନାହିଁ ତ !

ଦର୍ଶକବନ୍ଧୁ ରାସନ କାର୍ଡକୁ ନେଇ ନୂଆ ନିୟମ ଲାଗୁ ତାଲିକାରୁ ହଟିବ ଏହି ସବୁ ଲୋକଙ୍କର ନାମ ଜଣାନ୍ତୁ ସମ୍ପୂର୍ଣ ଖବର ଦର୍ଶକବନ୍ଧୁ ଆମେ ଆପଣ ମାନଙ୍କୁ ଜଣାଇବାକୁ ଚାହୁଁଛୁ ରାସନ କାର୍ଡକୁ ନେଇ କେଉଁ ନୂଆ ନିୟମ ଲାଗୁ ହେଇଛି ଏବଂ ଏଥର ଡାଳିକାରୁ କେଉଁ ନାମ କଟାଯିବ | ଦର୍ଶକବନ୍ଧୁ ରାସନ କାର୍ଡ ହିତାଧିକାରୀ ମାନଙ୍କ ସାମ୍ନା କୁ ଆସିଛି ଏକ ଗୁରୁତ୍ୱ ପୂର୍ଣ୍ଣ ଖବର |

ଦର୍ଶକବନ୍ଧୁ ସରକାର ରାସନକାର୍ଡକୁ ନେଇ କଣ ସବୁ ଘୋଷଣା କରିଛନ୍ତି ଖାଦ୍ୟ ଏବଂ ସ୍ରାବ ଜାଣିନ ବଣ୍ଟନ ବିବାହଗ ବର୍ତମାନ ରାସନ କାର୍ଡ଼ର ନିୟମ ରେ ପରିବର୍ତନ ଆଣୁଛି ବର୍ତମାନ ସରକାର ଏହା ଘୋଷଣା କରିଛନ୍ତି ମାଗଣା ରାସନ ଅବଧି ବୃଦ୍ଧି କରାଯିବ ଆଜି ମିଳିବା ସୂଚନା ଅନୁଯାଇ ସରକାରୀ ରାସନ ଦୋକାନିରୁ ଖାଦ୍ୟ ଶସ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଇଁ ସ୍ତ୍ରୀର କରାଯାଇଥିବା ମାନ ଦଣ୍ଡରେ ପରିବର୍ତନ କରାଯାଉଛି ତେବେ ନୂଆ ଵେବସ୍ତାରେ କଣ ଘଟିବାକୁ ଯାଉଛି ଜଣାନ୍ତୁ |

ଖାଦ୍ୟ ସାର୍ଵ ଜାଣିନ ବଣ୍ଟନ ବିଭାଗ ଅନୁଯାଇ ଦେଶରେ 80 କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନୀର ଲାଭ ଉଠାଉଛନ୍ତି | ଆର୍ଥିକ ଦୃଷ୍ଟିରୁ ଶମୄତି ଅନେକ ଲୋକ ମାନେ ସେମାନଙ୍କ ମଧ୍ୟରେ ରହିଛନ୍ତି ତେବେ ବର୍ତମାନ ସାର୍ଵ ଜନିନି ବଣ୍ଟମ ମନ୍ତ୍ରାଳୟର ମାନ ଦଣ୍ଡରେ ପରିବର୍ତନ ଆଣିବାକୁ ଯାଉଛି ବର୍ତମାନ ମାନକରେ ପରିବର୍ତନ କୁ ନେଇ ରାଜ୍ୟ ମାନଙ୍କ ସହ ବୈଠକ ହୋଇଛି ତେବେ ରାଜ୍ୟ ମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଦ୍ୱାରା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନୂତନ ମାନଙ୍କ ପ୍ରସ୍ତୁତ କରାଯାଇଛି ଏହି ନୂତନ କାର୍ଯ୍ୟ କରି ହେଲା ପରେ ହିଁ ଯୋଗ୍ୟ ବ୍ୟକ୍ତି ମାନେ ଏହି ସୁବିଦା ପାଇପାରିବେ |

About odisha news

Check Also

ଜଗନ୍ନାଥ ମନ୍ଦିରର ଗୁପ୍ତ ରହସ୍ୟ ଜାଣନ୍ତୁ ବିଶ୍ୱ ପ୍ରସିଦ୍ଧ କାହିଁକି, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆସନ୍ତୁ ଜାଣିବା ବିଶ୍ୱବ୍ରମହାଣ୍ଡର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିର ଗୁପ୍ତ ରହସ୍ୟ | ତେବେ ଏହିଖବରଟି ଶେଷଯାଏଁ …

Leave a Reply

Your email address will not be published.