Breaking News

ରାସନ କାର୍ଡ ହୋଇଯିବ ATM କାର୍ଡ, ଦେଖନ୍ତୁ ଚାଷୀ ମାନଙ୍କ ପାଇଁ ଆସିଲା ୨ଟି ବଡ଼ ଘୋଷଣା !

ଦର୍ଶକବନ୍ଧୁ ଏବେ ଦୁଇଟି ବଡ଼ ଖବର ଆସିଯାଇଛି ଚାଷୀ ଭାଇ ମାନଙ୍କ ପାଇଁ ଆପଣ ଜଣେ ଯଦି ଚାଷୀ ତେବେ ଆପଣଙ୍କୁ ମିଳିବାକୁ ଯାଉଛି ନୂଆ ସୁବିଧା ଏହା ଛଡା ରାସନ କାର୍ଡ ହିତାଧିକାରୀ ମାନଙ୍କୁ ମିଳିବ ATM କାର୍ଡ ତେବେ କଣ ସେହି ATM କାର୍ଡ ଓ ସେହି ATM କାର୍ଡ ରେ କଣ କଣ ଆପଣଙ୍କୁ ଫାଇଦା ମିଳିପାରିବ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର |

ଏଣିକି ଚାଷୀ ମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ ଏହା ସହିତ ଏକ ଲକ୍ଷ ଟଙ୍କାରୁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ଦୁଇ ହାର ପ୍ରତିସଦ ରହିବ ଏନେଇ ବିଧାନ ସଭାରେ ଷୋମବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ରେ ବିଭାଗୀୟ ମନ୍ତ୍ରୀ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି | ତେବେ ପୂର୍ବରୁ 50 ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ନିଆଯାଉନଥିଲା ଏହା ସହ ମନ୍ତ୍ରୀ ଆଉ ଏକ ଗୁରୁତ୍ୱ ପୂର୍ଣ୍ଣ ଘୋଷଣା କରିଛନ୍ତି ରାସନ କାର୍ଡ ହିତାଧିକାରୀ ମାନଙ୍କ ପାଇଁ |

ଯଦି ଆପଣ ଜଣେ ରାସନ କାର୍ଡ ହିତାଧିକାରୀ ତେବେ ସରକାର ଵେବସ୍ତ କରୁଛନ୍ତି ATM ରୁ ଟଙ୍କା ବାହାରିଲା ପରି ଶସ୍ୟ ମଧ୍ୟ ବାହାରିବ ଏଥିପାଇଁ ହିତାଧିକାରୀ ଙ୍କୁ ସ୍ୱତନ୍ତ୍ର କାର୍ଡ ଯୋଗାଇ ଦିଆଯିବ | ଯେ କୌଣସି ସମୟରେ ହିତାଧିକାରୀ ନିଜ କାର୍ଡ ରେ ଅବଶକ୍ୟତା ଅନୁଯାଇ ରାସନ ନେଇ ପାରିବେ | ଏହି ସେବା 24 ଘଣ୍ଟା ଉପଲବ୍ଧ ହେବ ଭୁବନେଶ୍ୱର ରୁ ଏହା ଆରମ୍ବ ହେବ ତେବେ ଏହି ସେବା କେବେ ଆରମ୍ଭ ହେବ ସେ ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇନାହାନ୍ତି |

ଏହା ଛଡା ମନ୍ତ୍ରୀ ଏହା ବି କହିଛନ୍ତି ରାଜ୍ୟର ପ୍ରାୟ 57 ଲକ୍ଷ କୃଷକ ପରିବାର 27 ଦଶଟି ପ୍ରଥମିକ କୃଷି ଋଣ ସମିତି ସଭ୍ୟ ହୋଇଛନ୍ତି | ବର୍ତମାନ ଷୋମବାର ବ୍ୟାଙ୍କ ମାଧ୍ୟମରେ ରାଜ୍ୟର ପ୍ରାୟ 60 ପ୍ରତିଶତ ଫସଲ ଋଣ ଯୋଗାଇ ଦିଆଯାଉଛି ତେବେ 2022 ଓ 2023 ରେ ଷୋମବାର ବ୍ୟାଙ୍କ ଦ୍ୱାରା 10 ହଜାର କୋଟି ଟଙ୍କାର କୃଷି ଋଣ ପ୍ରଦାନ ଲକ୍ଷ ରଖାଯାଇଛି ତେବେ ରାଜ୍ୟର ପ୍ରାୟ 66 ନିୟନ୍ତ୍ରଣ ବଜାର କମିଟିକୁ ଯାତ୍ରୀ କୃଷି ବଜାର E ନାମ ଯୋଜନାର ସଂଯୋଗ ଲକ୍ଷ ରହିଛି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.