Breaking News

ରାସନ କାର୍ଡ ଥିଲେ ହୋଇଯାଆନ୍ତୁ ସାବଧାନ, ଆପଣଙ୍କ ଘରେ ଅଛି Jadi ଏହି ସବୁ ଜିନିଷ ତେବେ କଟିବାକୁ ଯାଉଛି ଆପଣଙ୍କ ରାସନ କାର୍ଡ !

ନମସ୍କାର ବନ୍ଧୁଗଣ ଯଦି ଆପଣ ଜଣେ ରାସନ କାର୍ଡ ଧାରୀ ଆପଣଙ୍କୁ ସରକାରଙ୍କ ତରଫରୁ ରାସନ ମିଳୁଛି ତେବେ ଜାଣି ରଖନ୍ତୁ ରାସନ କାର୍ଡ ସମ୍ବଦିୟ ଆସୁଛି କିଛି ନୂଆ ସୂଚନା ଏହି ଲୋକଙ୍କୁ ମିଳିବ ନାହିଁ ରାସନ ସରକାରଙ୍କ ତରଫରୁ ଜାରି ହୋଇଛି ନୂଆ ନିୟମ ଆସନ୍ତୁ ନଜର ପକେଇବା ଏହା ଉପରେ ସମ୍ପୂର୍ଣ ଅପଡେଟ |

ତେବେ ଯଦି ଆପଣ ଜଣେ ରାସନ କାର୍ଡ ଧାରୀ ଅଟନ୍ତି ତେବେ ଆପଣଙ୍କ ପାଇଁ ଏହା ଗୋଟେ ବଡ଼ ସୂଚନା ଅଟେ କରୋନା ସମୟରେ କେନ୍ଦ୍ର ସରକାର ମାଗଣା ରାସନ କାର୍ଡ ଯୋଜନା ଆରମ୍ଭ କରିଥିଲେ ଯାହା ଦେଶର କୋଟି କୋଟି ଲୋକଙ୍କ ପାଇଁ ଲାଭ ଉଠାଉଥିଲେ କିନ୍ତୁ କିଛି ସମୟ ମଧ୍ୟରେ ଖବର ଆସିଛି ଯେ ଦେଶରେ କିଛି ଅଯୋଗ୍ୟ ଲୋକ ଏହି ଯୋଜନାର ଲାଭ ଉଠାଉଛନ୍ତି |

ତେବେ ଆପଣ ଯଦି ରାସନ କାର୍ଡ ଲାଭ ଉଠାଉଛନ୍ତି ତେବେ କେଉଁ ପରିସ୍ଥିତିରେ ଆପଣ ରାସନ କାର୍ଡ଼ର ବାତିଲ ହେବ ଯଦି ଆପଣ ଏକ ଭୁଲ ଉପାୟ ତିଆରି କରି ଏକ ରାସନ କାର୍ଡ ପାଇଛନ୍ତି | ଏଥିରୁ ଆପଣ ସରକାର ଯୋଜନାର ମଧ୍ୟ ଲାଭ ଉଠାଉଛନ୍ତି ତେବେ ଅଭିଯୋଗ ଆସିଲେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି |

ସରକାରଙ୍କ ନିୟମ ଅନୁସାରେ ଆପଣ ଯଦି ରାସନ କାର୍ଡ ଆପଣ ନେଇଛନ୍ତି ତେବେ ଜାଞ୍ଜ ପରେ ଏହି ପରି ଲୋକଙ୍କ ରାସନ କାର୍ଡ ମଧ୍ୟ ବାତିଲ କରାଯିବ ଏହା ସହିତ ସେହି ପରିବାର ଉପରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ କେବଳ ଏତିକି ନୁହେ ସେ ଏପରି ଲୋକଙ୍କ ଠାରୁ ରାସନ ନେଉଛନ୍ତି ସେହି ରାସନ ମଧ୍ୟ ଫେରେଇ ନିଆଯିବ |

ଯଦି ଜଣେକାର୍ଡ କର୍ମଚାରୀଙ୍କ ଆୟରୁ ଅର୍ଜିତ ହୋଇଥିବା 100 ବର୍ଗ ମିଟର ଏକ ପ୍ଲଟ ଅଛି ବା ଚାରି ଚକିଆ ଯାନ ,ଟ୍ରାକଟର ବା ଅସ୍ତ୍ର ଶାସ୍ତ୍ର ଲାଇସେନ୍ସ ଗାଁରେ 2 ଲକ୍ଷରୁ ଅଧିକ ପରିମାଣର ଆୟ ଏବଂ ସହରରେ ବାର୍ଷିକ ତିନି ଲକ୍ଷ ଥିବ ଏହି ପରି ଲୋକଙ୍କ ପାରିବାରିକ ଆୟ 2,00,000 ରୁ 3,00,000 ଲକ୍ଷ ଥିଲେ ରାସନ କାର୍ଡ ବାତିଲ ହୋଇଯିବ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.