ଏବେ ଏବେ ନ୍ୟୁଜ ଆସିଛି ରାନି ପଣ୍ଡା ଓଡ଼ିଶା ଛାଡିଛନ୍ତି ବୋଲି। ରାନି ପଣ୍ଡା ଓଡ଼ିଶା ଛାଡ଼ିବା ପରେ ନିଜେ ଫେସ୍ ବୁକ୍ ରେ ଲାଇଭ୍ ଆସି କହିଛନ୍ତି ସେ ଓଡ଼ିଶା କୁ ବା ଓଡ଼ିଶା ବାସୀ ଙ୍କୁ ଭଲ ପାଉଥିଲେ ଭଲ ପାଉଛନ୍ତି ବା ଭଲ ପାଉଥିବି । ରାନି ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ବାସିର କିଛି ଜନତା ୫ କୋଟି ରୁ ୪ କୋଟି ନିନ୍ଦା , ଅପମାନ , ଲାଛନା ଛାଡ଼ ତାଙ୍କୁ ଆଉ କିଛି ଦେଇ ନାହାନ୍ତି ବୋଲି କହୁଛନ୍ତି ।
ଏହା ସତ୍ୟ ବି ରାନି ପଣ୍ଡା ସେଂହ ସାର୍ଦ୍ଧା ଓ ସହାନୁ ଭୂତି ତାଙ୍କ ପ୍ରତି ଅଛି ବୋଲି କହୁଛନ୍ତି । ଏବଂ ସିଏ କହୁଛନ୍ତି ମୁଁ ଯେଉଁଠି ରହିଲେ ବା ଯେଉଁଠି ଥିଲେ ବି ମୋର ମନ ସବୁ ବେଳେ ଓଡ଼ିଶା ରେ ଥିବ ଓ ରାନି ପଣ୍ଡା ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯେଉଁଠି ବି କାମ କରେ ଓଡ଼ିଶା କୁ ଆସିବି।
କାରଣ ଓଡ଼ିଶା ରେ ମୋ ବାପା , ମା,ଭାଇ , ଭଉଣୀ ଓ ସାଙ୍ଗ ସାଥୀ ମାନେ ଅଛନ୍ତି ଏବଂ ମୋ ପ୍ୟାନ ମାନେ ଅଛନ୍ତି ତାଙ୍କୁ ଦେଖା କରିବାକୁ ନିଶ୍ଚିତ ଆସିବି । ରାନି ପଣ୍ଡା କହୁଛନ୍ତି ଆଜି ଯାଇଁ ମୁଁ ସମସ୍ତ ଙ୍କ ପାଇଁ ସବୁ କିଛି କଲି ହେଲେ ମୋତେ ସବୁ ବେଳେ ନିନ୍ଦା ,ଅପମାନ ଓ ଗାଳି କଲେ ।
ରାନି ପଣ୍ଡା ଜଣ ଙ୍କୁ ବହୁତ୍ ଭଲ ପାଉଥିଲେ କିନ୍ତୁ ସିଏ ତାଙ୍କୁ ଧୋକା ଦେଇଥିଲା ସେଇ ଦିନ ଠୁ ରାନି ପଣ୍ଡା କୌଣସି ପୁଅ ଙ୍କୁ ଭରସା ବା ବିଶ୍ୱାସ କରୁନାହାନ୍ତି । ସିଏ କହିଛନ୍ତି ମୁଁ ଯେଉଁଠି ବି ରହିଲେ ସେଇଠି କାମ କରିବି ଓ ନିଜ କ୍ୟାରିୟର ଗଢ଼ି ପାରିବି ଓ ସିଏ ଆଗରୁ ବାର ନାଚୁଥିଲେ ଓ ସେଠାରୁ ଆସି କିଛି ସିରିଏଲ କରିଥିଲେ ଏବଂ ଆହୁରି ଅନେକ ଆଲବମ ଭିଡିଓ କରିଛନ୍ତି ସେ ଫେସ୍ ବୁକ୍ ଲାଇଭି ଭିଡିଓ ରେ ଏ କଥା କହିଛନ୍ତି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ